ବିନା କପଡାରେ ନାରୀ ମାନେ ଭଲ ଦେଖା ଯାଇଥାନ୍ତି, ବହୁତ ନାରୀ ସହ ବିନା କପଡ଼ାରେ ରାମ ଦେବ ବାବା ସୋଇଛନ୍ତି ବୋଧେ

ସାରା ବିଶ୍ବରେ ବାବା ରାମଦେବଙ୍କୁ ସମସ୍ତେ ଜାଣି ଥିବେ । ଯିଏ ନିଜ ଯୋଗ ପାଇଁ ବେଶ୍ ପରିଚିତ । ବିଶ୍ବର କୋଣ ଅନୁକୋଣରୁ ଲୋକ ମାନେ ତାଙ୍କ ପାଖକୁ ଯୋଗ ଶିଖିବା ପାଇଁ ଚାଲି ଆସିଥାନ୍ତି ଆଉ ତାଙ୍କ ଠାରୁ ଯୋଗ ଶିଖିବା ପାଇଁ ବେଶ୍ ଉତ୍ସାହିତ ରହିଥାନ୍ତି ।

ଅନ୍ୟ ପକ୍ଷରେ ତାଙ୍କର ଏକ ଆୟୁର୍ବେଦିକ ଔଷଧ କମ୍ପାନୀ ମଧ୍ୟ ରହିଛି । ସେଠାରୁ ଅନେକ ଲୋକ ଔଷଧ ସେବନ କରିଥାନ୍ତି ଆଉ ଅନେକ ରୋଗରୁ ମଧ୍ୟ ମୁକ୍ତି ପାଇଥାନ୍ତି । ତେବେ ଏହି ପରିଚିତ ବାବାଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ ।

ଏଥର ମଧ୍ୟ ବେଶ୍ ଚର୍ଚ୍ଚାରେ ଅଛନ୍ତି ବାବା ରାମଦେବ । ଏପରି କିଛି କଥା କହି ଦେଇଛନ୍ତି ସେ , ଯାହା ତାଙ୍କୁ ଅତ୍ୟନ୍ତ ମହଙ୍ଗା ପଡ଼ିଛି । ନିଜ ମୁହଁରୁ ବାହାରି ଯାଇଥିବା କଥାକୁ ଆଉ ଫେରାଇ ଆଣି ପାରୁ ନାହାଁନ୍ତି ବାବା ରାମଦେବ । ତେବେ ତାଙ୍କ କଥା ଲୋକଙ୍କୁ ବହୁତ ଖରାପ ଲାଗିଛି । ବିଶେଷ କରି କହିବାକୁ ଗଲେ , ମହିଳା ମାନଙ୍କୁ ଅତି ଖରାପ ଲାଗିଛି । ଯାହା ନ କହିବା କଥା ତାହା ବାବା ରାମଦେବ କହି ଦେଇଛନ୍ତି । ଏହି କଥାକୁ ନେଇ ବର୍ତ୍ତମାନ ନିଜର ମନ୍ତବ୍ୟ ରଖିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ।

ତାଙ୍କ କହିବା ଅନୁଯାୟୀ , ଟିକିଏ ଏପରି କଥା କହିବା ଆଗରୁ ଜଣେ ପ୍ରସିଦ୍ଧ ଗୁରୁଙ୍କୁ କିପରି ଖରାପ ଲାଗିଲା ନାହିଁ । ସେ ନାରୀକୁ ନେଇ ଏପରି କେମିତି କହି ପାରିଲେ । ବାବା ରାମଦେବ କହିଛନ୍ତି କି , ନାରୀ ମାନେ ବିନା କପଡାରେ ଭଲ ଦେଖା ଯାଇଥାନ୍ତି । ଯାହାକୁ ନେଇ ବର୍ତ୍ତମାନ ତେଜି ଯାଇଛନ୍ତି ରାଣୀ । ସେ କହିଛନ୍ତି କି , ନିଜେ ଅଧା ବସ୍ତ୍ର ପରିଧାନ କରୁଥିବା ବାବା କିପରି ଜାଣିପାରିବେ ପୁରା ବସ୍ତ୍ରର ଅର୍ଥ । ସେ ବୋଧ ହୁଏ , ଅନେକ ନାରୀ ମାନଙ୍କ ସହିତ ଖରାପ ସମ୍ପର୍କ ରଖିଥିବେ , ନଚେତ୍ ନାରୀ ମାନଙ୍କୁ କିପରି ଖରାପ କଥା କହିପାରିଲେ ।

ଏପରି ବାବା ଆମ ସମାଜ ପାଇଁ କଳଙ୍କ ଅଟନ୍ତି । ଯିଏ ନିଜ କଥାରେ ନିୟନ୍ତ୍ରଣ ରଖି ପାରନ୍ତି ନାହିଁ । ଜଣେ ନାରୀ ଭବିଷ୍ୟତରେ ଜଣେ ମାଆ ହୋଇଥାଏ । ଆଉ ସେହି ନାରୀ ଏ ସମାଜକୁ କେତେ ଆଗକୁ ନେଇ ଯାଇପାରେ , ତାହା ବୋଧ ହୁଏ ବାବା ରାମଦେବ ଜାଣି ପାରି ନାହାଁନ୍ତି । ଯେଉଁ ନାରୀ ପାଖରୁ ସେ ସୃଷ୍ଟି ସେହି ନାରୀକୁ ଏପରି ଖରାପ ଆଉ ଲଜ୍ଜାକର ମନ୍ତବ୍ୟ ଦେବା ଆଗରୁ ତାଙ୍କୁ ଟିକିଏ ଖରାପ ଲାଗିଲା ନାହିଁ । ନାରୀକୁ ଅପମାନ କରିବା ଭଳି କଥା କହିଛନ୍ତି ବାବା ରାମଦେବ । ତାଙ୍କୁ ଏହି କଥା ଅତ୍ୟନ୍ତ ମହଙ୍ଗା ପଡିପାରେ ।

Leave a Reply

Your email address will not be published. Required fields are marked *