ବିକ୍ରମ ତୁ ଯଦି ସତିଆ ପୁରୁଷ ରାନୀ ଦେହରେ ହାତ ଦେଲୁ କାହିଁକି?

ପ୍ରେମ ତ କାହାକୁ କେତେବେଳେ ହୁଏ ଆଉ କେତେବେଳେ ସରେ ତାହା କେହି ଜାଣି ନାହାଁନ୍ତି। ଆମର ଗୋଟେ କଥା ଅଛି କି ଆଗରୁ ଗୋଟେ ଥିଲା କଣ ବାହାଘର ପରେ ପ୍ରେମ ହେଉଥିଲା। ଆପେ ଆପେ ପ୍ରେମ ହେଉଥିଲା, ବାହାଘର ହେଇଗଲା ପରେ। ଆଜିକାଲି ଆଗେ ପ୍ରେମ ହେଉଛି ତାପରେ ଧୋକା ହେଉଛି। ଆଗଟା ଭଲଥିଲା କାରଣ ସେତେବେଳେ କେହି କାହାକୁ ଦେଖି ନଥିଲେ ତ ତେଣୁ ଭଲ ପାଇଲା ପରେ ପ୍ରେମ ଷ୍ଟାର୍ଟ ହେଇ ଯାଉଥିଲା।

କିନ୍ତୁ ଆଜିକାଲିର ଝିଅମାନେ କଣ କରୁଛନ୍ତି ନା ଆଗେ ପ୍ରେମ କରୁଛନ୍ତି ତାପରେ ଧୋକା ଖାଇ ଯାଉଛନ୍ତି। ତେଣୁ ଏଠି ମୁଁ ରାଣୀକୁ କହିବାକୁ ଚାହୁଁଛି ଯେ ସେ ବହୁତ୍ ଚାଲାକ୍ ଝିଅ ଥିଲା। ଯଦି ସେ ସେଇ ପୁଅଟିକୁ ଭଲ ପାଉଥିଲା ତାକୁ ସେ ଠିକରେ ହ୍ୟାଣ୍ଡେଲ୍ କରି ପାରିଲା ନାହିଁ। କାହିଁକି ନା ତାକୁ ଯଦି କୋର୍ଟ ମ୍ୟାରେଜ୍ କରି ଦେଇଥାନ୍ତା ତାକୁ ପାଞ୍ଚ ବର୍ଷ, ସାତ ବର୍ଷ ଡିଲେ କରିବା ଉଚିତ୍ ନୁହଁ। ଯଦି ଜଣକୁ ଜଣେ ହାର୍ଟଲି ସତରେ ଭଲ ପାଏ ସେ ପୁଅ ହଉ କିମ୍ବା ଝିଅ ତାହାଲେ କେହି କାହାକୁ ଛାଡ଼ନ୍ତିନି। ଭଲ ପାଇବାରେ ଝିଅମାନେ କଣ କଣ୍ଢେଇ କି। ଯେ ଆଜି ୟାକୁ ଭଲ ପାଇବା ତାକୁ ବାହା ହେଇ ଛୁଆ ଦେବା ପୁଣି ଆଉ ଜଣକୁ ଭଲ ପାଇବା।

ରାଣୀର ଏବେ କଣ ବାହାଘର ହେଉଛି ବୋଲି ମୁଁ ଶୁଣୁଛି। ତାକୁ ଆଗରୁ ଦଣ୍ଡ ଦେବାର ଥିଲା। କାରଣ ଜଣେ ଅନ୍ୟ ଜଣ ଝିଅ ସହିତ ଖେଳ ଖେଳିଲା ପରେ ଜୀବନ ସହିତ କିମ୍ବା ତା ଦେହ ସହିତ ଖେଳିଲା ପରେ ଯେ ତାକୁ ଧୋକା ଦେଇ ଆଉ ଜଣକୁ ବାହା ହେବ ଏଇଟା ଭୁଲ କଥା। କାରଣ ଯଦି ଭଲ ପାଉଛ ହୃଦୟରୁ ଭଲ ପାଅ। ତମେ ଯଦି ଜାଣୁଛ ଯେ ମୁଁ ଗୋଟିକିଆ ପୁଅ ଆମ ଘରେ ତୋତେ ଗ୍ରହଣ କରିବେନି। ଯଦି ତୁ ଜାଣିଥିଲୁ ଗୋଟିକିଆ ପୁଅ ତାହାଲେ ତୁ ମାଆ ବାପାଙ୍କ ପସନ୍ଦ ଅନୁସାରେ ଭଲ ପାଇଲୁନି। ତୁ କାହିଁକି ତା ସହିତ ଖେଳୁଥିଲୁ। ରାଣୀ ବହୁତ୍ ଚାଲାକ୍ ଝିଅ। କାରଣ ତା ପାଖରେ ସବୁ ପ୍ରକାର କଳା ଅଛି। ସେ ଆଗରୁ ଯାହା ଥିଲା ତ ଥିଲା। କିନ୍ତୁ ଏବେ ସେ ସମସ୍ତକୁ ମୋଲ୍ଟ କରି ପାରୁଛି। ଆମ ଭଳିଆ ଲୋକ ଆଉ ମୁଁ ବି ତାକୁ ଅପୋଜ୍ କରିଥିଲି। ସେ ଯେଉଁ ଖଣ୍ଡଗିରିରେ ଇସୁ କରିଥିଲା।

କିନ୍ତୁ କାଳକ୍ରମେ ଦେଖ ସେ ଆମ ହୃଦୟ ବି ଜିତି ନେଇ ସାରିଲାଣି।ସେ ଏତେ ଚାଲାକ୍ ହେଇ ସେ କାହିଁକି ତାକୁ କ୍ୟାପ୍ଚର୍ କରି ପାରିଲାଣି। ସେ ଚାହିଁଥିଲେ ତାକୁ କୋର୍ଟ ମ୍ୟାରେଜ୍ କରି ପାରିଥାନ୍ତା।କୋର୍ଟ ମ୍ୟାରେଜ୍ କରିଦେଇ ଥିଲେ ଆଜି ଏତେ କଥା ହେଇ ନଥାନ୍ତା। ଯଦି ସେ ତାକୁ ମନ୍ଦିରରେ ବାହା ହେଇଛି ତାହାଲେ ବାହାଘର ଫୋଟୋ ଦେଖେଇ କେଶ୍ କରିଦେଲେ ସେ ଆଉ ଖସି ପାରିବନି। ତେଣୁ ପାଞ୍ଚ ବର୍ଷ, ସାତ ବର୍ଷ ଧରି ଯଦି ପ୍ରେମ ରହେ ତାହାଲେ ସେଇଟା ଭାଙ୍ଗି ଯାଏ। ଯଦି ନୂଆ ନୂଆ ପ୍ରେମ କରିଥିବ ତାହାଲେ ସେତେବେଳେ କୋର୍ଟ ମ୍ୟାରେଜ୍ କରିଯିବାଟା ଭଲ ହେବ।

Leave a Reply

Your email address will not be published. Required fields are marked *