ଆଜି ରାତି ଠାରୁ ବଦଳିବା ପାଇଁ ଯାଉଛି ଏହି ରାଶିର ଭାଗ୍ୟ। ଶନିଦେବ ନିଜେ କରିବେ ମାଲାମାଲ।

ବନ୍ଧୁଗଣ ଆଜି ରାତିଠାରୁ ପୂରା ୧୦ବର୍ଷ ପର୍ଯ୍ୟନ୍ତ ଏହି ଚାରୋଟି ରାଶି ଉପରେ ଧନବର୍ଷା କରାଇବେ ଶନିଦେବ। ଆପଣଙ୍କ ରାଶି ଏହା ମଧ୍ୟରେ ନାହିଁ ତ। ବନ୍ଧୁଗଣ ଭଗବାନ ଶନିଦେବଙ୍କୁ କର୍ମଫଳ ଦାତା କୁହାଯାଏ। କୁହାଯାଏ କି ଯଦି ଭଗବାନ ଶନିଦେବଙ୍କ କୃପା କାହା ଉପରେ ହୋଇଯାଏ ତାହେଲେ ସେ ବହୁତ ଖୁସିରେ ରୁହେ ଏବଂ ସେହି ବ୍ୟକ୍ତି ରାଜା ହୋଇଯାଏ କିନ୍ତୁ ଭଗବାନ ଶନିଦେବଙ୍କ ବକ୍ର ଦୃଷ୍ଟି କାହା ଉପରେ ପଡ଼ିଯାଏ ତାହେଲେ ସେ ଜଣେ ରାଜାଙ୍କୁ ମଧ୍ୟ ଭିକାରୀ ବନେଇ ଦେବାପାଇଁ ଡେରି କରନ୍ତି ନାହିଁ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ କେବେ ନାଁ କେବେ ଶନିଦେବଙ୍କର କୃପା ଅବଶ୍ୟ ମିଳେ। ହଁ ବନ୍ଧୁଗଣ ସେ କାହା ଉପରେ ନିଜର ପ୍ରକୋପ ପକେଇ ଥାନ୍ତି ତ କାହାକୁ ଆଶୀର୍ବାଦ ମଧ୍ୟ ଦେଇଥାନ୍ତି। ଜାତକରେ ଶନିଦେବ କେଉଁ ସ୍ଥିତିରେ ଅଛନ୍ତି? ଶୁଭ ସ୍ଥିତିରେ ଅଛନ୍ତି ତ ଶୁଭ ଫଳ ଏବଂ ଅଶୁଭ ସ୍ଥିତିରେ ଅଛନ୍ତି ତ ଅଶୁଭ ଫଳ ଦେବେ।ମନା ଯାଇଥାଏ କି ୧୨ଟି ରାଶିକୁ ଶନିଙ୍କର ପ୍ରଭାବ ଦେଖିବା ପାଇଁ ପଡ଼ିଥାଏ।ଶନିଦେବ ଗୋଟିଏ ରାଶିରେ ଦେଢବର୍ଷ ପର୍ଯ୍ୟନ୍ତ ରୁହନ୍ତି।

ଏମିତିରେ ଶନିଦେବଙ୍କର କୃପା ଏହି ଚାରୋଟି ରାଶିକୁ ମିଳିବା ପାଇଁ ଯାଉଛି। ଯଦି ଶନିଦେବ ମଜବୁତ ସ୍ଥିତିରେ ଥାନ୍ତି ତାହେଲେ ତାର ଫଳ ବହୁତ ଶୁଭ ଦାୟକ ହୋଇଥାଏ। କିନ୍ତୁ ଯଦି ଶନିଦେବଙ୍କର ସ୍ଥିତି କମଜୋର ଥାଏ ଜାତକରେ ତ ବ୍ୟକ୍ତିଙ୍କୁ ଏହାର ପରିଣାମ ମଧ୍ୟ ଭୋଗିବା ପାଇଁ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗୋଚର କୈାଣସି ବି ରାଶିରେ ଚତୁର୍ଥ କିମ୍ବା ଅଷ୍ଟମ ଭାଗରେ ଥାଏ। ବନ୍ଧୁଗଣ ଯଦି ଆପଣଙ୍କର ହେବାକୁ ଯାଉଥିବା କାର୍ଯ୍ୟ ବିଗିଡି ଯାଏ ତାହେଲେ ଆପଣଙ୍କୁ ଆପଣଙ୍କ ଜୀବନରେ ବହୁତ ଗୁଡ଼ିଏ ସମସ୍ୟାର ସାମ୍ନା କରିବା ପାଇଁ ପଡିବ।

ଯଦି ଆପଣ କୈାଣସି ରୋଗରେ ପିଡୀତ ଏବଂ ବହୁତ ସମୟ ଧରି ସେଥିରେ ଘାଣ୍ଟି ହେଉଥାନ୍ତି ତାହେଲେ ଭଗବାନ ଶନିଦେବ ଖୁସି ନାହାନ୍ତି ଆପଣଙ୍କ ଉପରେ।ତ ଭଗବାନ ଶନିଦେବଙ୍କୁ ଖୁସି କରିବା ସେତେ କଠିନ ହୋଇନଥାଏ। ଆପଣଙ୍କୁ କହି ଦେଉଛୁ କି ଆପଣ ପ୍ରତ୍ୟେକ ଶନିବାରରେ ଶନି ଚାଲିଶା ପାଠ କରନ୍ତୁ କିମ୍ବା ଶନି ଦେବଙ୍କର ଓମ୍ ଶନି ଶନିଶ୍ଚରାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରିବେ ତାହେଲେ ଏହା ଦ୍ଵାରା ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଯାଆନ୍ତି।ଏହା ସହିତ ଆପଣ ଓସ୍ତଗଛରେ ଶନିବାର ଦିନ ସୋରିଷ ତେଲର ଦୀପ ଜାଳିବେ, ସୋରିଷ ତେଲ ଦାନ କରିବେ ହନୁମାନ ଚାଳିଶା ପାଠ କରନ୍ତି ତାହେଲେ ଭଗବାନ ଶନିଦେବ ଆପଣଙ୍କ ଉପରେ କୃପା ବର୍ଷା କରିବେ।

ଯଦି ଶନିବାର ଦିନ ଆପଣ କୈାଣସି ଗରିବଙ୍କୁ କଳାବସ୍ତ୍ର ଦାନ କରିବେ ତାହେଲେ ଶନିଦେବ ଅତିଶୀଘ୍ର ପ୍ରସନ୍ନ ହୋଇଯିବେ। ଏହିଦିନ ଆପଣ କୈାଣସି ଗରିବଙ୍କୁ କଳା ତେଲର ଦାନ ଅବଶ୍ୟ କରନ୍ତୁ।ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଶନିବାର ଦିନ ଶନିଦେବଙ୍କ ମନ୍ଦିରକୁ ଯାଇ ଷୋରିଷ ତେଲର ଦୀପ ଅବଶ୍ୟ ଜଳାନ୍ତୁ।

ବନ୍ଧୁଗଣ ଏହିଥର ଶନିଦେବ ନିଜର ରାଶି ମକର ରାଶିର ଶୁଭ ସ୍ଥାନରେ ଥିବାରୁ ତାହାର ଶୁଭ ଫଳ ଏହି ଚାରୋଟି ରାଶିକୁ ପ୍ରାପ୍ତ ହେଉଛି।ଏହି ରାଶି ମାନଙ୍କ ପାଇଁ ଏବେ ଆସିବାକୁ ଥିବା ସମୟ ବହୁତ ହିଁ ଶୁଭ ଫଳଦାୟୀ ରହିବ ଏହି ରାଶି ମାନଙ୍କୁ କୁବେର ସମାନ ଧନପ୍ରାପ୍ତି ହେବ।ଆଜିରାତି ଠାରୁ ପୂରା ୧୦ ବର୍ଷ ପର୍ଯ୍ୟନ୍ତ ଭଗବାନ ଶନିଦେବ ଏହି ଚାରୋଟି ରାଶିଙ୍କ ଉପରେ ଧନର ବର୍ଷା କରାଇବେ। ତାହେଲେ ଆଜିର ଏହି ଭିଡିଓରେ ଆମେ ଆପଣଙ୍କୁ ସେହି ରାଶି ମାନଙ୍କ ବିଷୟରେ କହିବୁ। ତେଣୁ ଆପଣଙ୍କୁ ଅନୁରୋଧ କରୁଛୁ କି ଆପଣ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।

ବନ୍ଧୁଗଣ ବର୍ତ୍ତମାନ ଏହି ରାଶି ମାନଙ୍କର ଶୋଇଥିବା ଭାଗ୍ଯ ଚମକି ଉଠିବ। ଏମାନଙ୍କ ଜୀବନରେ ଧନର କମି କେବେବି ହେବନାହିଁ। ଏମାନଙ୍କୁ ଅନେକ ପ୍ରକାର ଧନର ଲାଭ ଦେଖିବା ପାଇଁ ମିଳିବ। ଭଗବାନ ଶନିଦେବଙ୍କ କୃପାରୁ ଏମାନେ ଦୁଇଗୁଣା ଲାଭ ପ୍ରାପ୍ତି କରିବେ।ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଚାକିରୀରେ ମଧ୍ୟ ପ୍ରମଶୋନ ହେବ। ଦରମାରେ ବୃଦ୍ଧି ହେବ। ବୈବାହିକ ଜୀବନ ମଧ୍ୟ ଖୁସିରେ କଟିବ। ତାହେଲେ ବନ୍ଧୁଗଣ ସର୍ବପ୍ରଥମ ରାଶିଟି ହେଉଛି

ମକର ରାଶି-

 

ମକର ରାଶିର ଜାତକଙ୍କୁ କହିବା ପାଇଁ ଚାହିଁବି କି ମକର ରାଶିର ଜାତକଙ୍କ ସ୍ବାମୀ ହେଉଛନ୍ତି ଶନି ତେଣୁ ଆପଣଙ୍କୁ ଆଜି ରାତିଠାରୁ ପୂରା ୧୦ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଉପରେ କୃପା ଦୃଷ୍ଟି ବର୍ଷା କରିବେ ଶନିଦେବେ।ଏବେ ଆପଣଙ୍କୁ ଆପଣଙ୍କ ଜୀବନରେ ପ୍ରତ୍ୟେକ ପ୍ରକାର ସୁଖ ସୁବିଧା ଦେଖିବା ପାଇଁ ମିଳିବ। ବୈବାହିକ ଜୀବନ ସୁଖମୟ ରହିବ। ସନ୍ତାନ ପ୍ରାପ୍ତିର ପ୍ରବଳ ଯୋଗ ରହିଛି। ଅବିବାହିତ ଜାତକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।ତା ସହିତ ଆପଣ କୈାଣସି ନୂଆ ଯୋଜନା ମଧ୍ୟ କରିପାରନ୍ତି।ଆପଣ ଦ୍ବାରା ତିଆରି ହୋଇଥିବା ଯୋଜନା କାର୍ଯ୍ୟକାରୀ ସାବ୍ୟସ୍ତ ହେବ। ସମାଜରେ ମାନସମ୍ମାନ ବଢିବ। କୈାଣସି ଶୁଭ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ।କରଜରୁ ମୁକ୍ତି ମିଳିପାରେ।

ମୀନ ରାଶି-

ମୀନ ରାଶିର ଜାତକ ବର୍ତ୍ତମାନ ଆପଣଙ୍କୁ ଆଜିଠାରୁ ପୂରା ୧୦ବର୍ଷ ପର୍ଯ୍ୟନ୍ତ ଭଗବାନ ଶନିଦେବଙ୍କର କୃପା ପ୍ରାପ୍ତ ହେବ। ଭଗବାନ ଶନିଦେବ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି ଏବେ ଆପଣଙ୍କୁ କୁବେର ସମାନ ଧନ ପ୍ରାପ୍ତ ହେବ। ଘରେ ଅବିବାହିତ ଜାତକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ଆପଣଙ୍କୁ ଆପଣଙ୍କ ଭାଇ ଭଉଣୀଙ୍କର ସହଯୋଗ ପ୍ରାପ୍ତ ହେବ। ଆପଣଙ୍କୁ କୈାଣସି ପ୍ରକାରର ଯୋଜନାରେ ଭାଗ ନେବା ପାଇଁ ପଡ଼ିପାରେ। ଆପଣଙ୍କୁ ବିଦେଶ ଯାତ୍ରା ମଧ୍ୟ କରିବା ପାଇଁ ପଡ଼ିପାରେ। ବ୍ୟବସାୟ ବ୍ୟାପାରରେ ଲାଭ ଦେଖିବା ପାଇଁ ମିଳିବ।ବଡ଼ ଅଧିକାରୀଙ୍କ ସାହାଯ୍ୟ ଆପଣଙ୍କୁ ମିଳିବ।ଆପଣ ଯାହା ମଧ୍ୟ ନିର୍ଣ୍ଣୟ ନେବେ ତାହା ଠିକ ସାବ୍ୟସ୍ତ ହେବ।

ମିଥୁନ ରାଶି-

ମିଥୁନ ରାଶିର ଜାତକଙ୍କୁ କହିବା ପାଇଁ ଚାହିଁବି କି ଆପଣଙ୍କୁ ବିଶେଷ ଲାଭ ମିଳିବ। ଜୀବନରେ ଚାଲୁଥିବା ସମସ୍ୟା ଏବେ ସମାପ୍ତ ହେବ। ଅନେକ ଯୋଜନାରୁ ଆପଣଙ୍କୁ ଲାଭ ଦେଖିବା ପାଇଁ ମିଳିବ। ପାଠପଢା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହୁତ ହିଁ ଭଲ ରହିବ। ପରୀକ୍ଷାରେ ଭଲ ଫଳ ମିଳିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ।

କନ୍ୟା ରାଶି-

କନ୍ୟା ରାଶିର ଜାତକ ମାନଙ୍କୁ କହିବା ପାଇଁ ଚାହିଁବି କି ଆଜିରାତି ଠାରୁ ପୂରା ୧୦ବର୍ଷ ପର୍ଯ୍ୟନ୍ତ ଭଗବାନ ଶନିଦେବଙ୍କର ଅପାର କୃପା ଦୃଷ୍ଟି ଆପଣଙ୍କ ଉପରେ ବର୍ଷିବ। ଅନେକ ପ୍ରକାର ସୁଖ ସୁବିଧା ଆପଣଙ୍କୁ ଦେଖିବା ପାଇଁ ମିଳିବ। ଆପଣଙ୍କ ଦ୍ଵାରା ପ୍ରସ୍ତୁତ କରା ଯାଇଥିବା ଯୋଜନାକୁ କାର୍ଯ୍ୟକାରୀ କରାଯାଇ ପାରିବ। ଆପଣଙ୍କ ଦ୍ଵାରା ସବୁ ଯୋଜନା ଶୁଭ କାର୍ଯ୍ୟକାରୀ ସାବ୍ୟସ୍ତ ହେବ।

ଅନେକ ପ୍ରକାରର ସୁଖ ସୁବିଧା ଘର ପରିବାରରେ ଦେଖିବା ପାଇଁ ମିଳିବ। ଜୀବନରେ ଚାଲୁଥିବା ସମସ୍ୟା ସମାପ୍ତ ହେବ। ଭଗବାନ ଶନିଦେବଙ୍କର କୃପା ଏବେ ଆପଣଙ୍କୁ ପ୍ରାପ୍ତ ହେବ। ବ୍ୟାଙ୍କରୁ ଆପଣଙ୍କୁ ଲୋନ ମଞ୍ଜୁର ହୋଇପାରେ। ଯାହାଦ୍ଵାରା ଆପଣଙ୍କର ଆର୍ଥିକ ମାମଲାରେ ସୁଧାର ଦେଖିବା ପାଇଁ ମିଳିବ।ଆଜି ରାତିଠାରୁ ପୂରା ୧୦ବର୍ଷ ପର୍ଯ୍ୟନ୍ତ ଶନିଦେବଙ୍କର କୃପା ଏହି ଚାରୋଟି ରାଶି ଉପରେ ରହିବ। ଏହି ଚାରୋଟି ରାଶି ବର୍ତ୍ତମାନ ଧନରେ ମାଲାମାଲ ହେବେ। ତାହେଲେ ବନ୍ଧୁଗଣ ଭଗବାନ ଶନିଦେବଙ୍କର କୃପା ଏହି ଚାରୋଟି ରାଶି ଉପରେ ରହିବ। ସମାଜରେ ମାନସମ୍ମାନ ଏବଂ ରାଜନୈତିକ କ୍ଷେତ୍ରରେ ମଧ୍ୟ ନାମ ଅର୍ଜନ କରିବେ।

Leave a Reply

Your email address will not be published. Required fields are marked *