୫୬ ବର୍ଷୀୟା ମହିଳାଙ୍କୁ ଦୁ-ଷ୍କ-ର୍ମ ପରେ ଅଭିଯୁକ୍ତ କଲେ ଏପରି କା-ଣ୍ଡ ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ :-

ମହିଳାଙ୍କ ପ୍ରତି ଶାରୀ-ରିକ ଅ-ତ୍ୟା-ଚା-ର ବର୍ତ୍ତମାନ ଦୁ-ଷ୍କ-ର୍ମ ରୂପରେ ଏତେ ବଢ଼ିଗଲାଣି ଯେ ପ୍ରତିଦିନ ଖବରକାଗଜ ଏବଂ ନ୍ୟୁଜରେ ନିଶ୍ଚିତ ଭାବରେ ଏକାଧିକ ଘଟଣା ଦେଖିବାକୁ ମିଳିଯାଉଛି । ପୁଣି କିଛି ଘଟଣାରେ ତ ଅଭିଯୁକ୍ତ ଦୁ-ଷ୍କ-ର୍ମ ପରେ ନିର୍ମମ ଭାବରେ ମହିଳାକୁ ହ-ତ୍ୟା କରାଯାଉଥିବାର ଦେଖାଯାଇଛି । ଗତବର୍ଷ ମଧ୍ୟ ଆପଣମାନେ ଏପରି ଅନେକ ଘଟଣା ଶୁଣିଥିବେ ।

ପୁଣି କିଛି ବର୍ଷ ଆଗରୁ ବୋହୁ ଚର୍ଚ୍ଚିତ ନିର୍ମଳା ମାମଲା ବିଷୟରେ ଆଜିବି ଭାବିଲେ ଲୋମ ଟାଙ୍କୁରୀ ଉଠେ । ଆଜିକାର ଏହି ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଘଟଣା ସମ୍ବନ୍ଧରେ କହିବୁ ଯେଉଁଠି ଜଣେ ବୟସ୍କା ମହିଳାଙ୍କୁ ଦୁ-ଷ୍କ-ର୍ମ କରାଯାଇ ନିର୍ମମ ଭାବରେ ତାଙ୍କର ହ-ତ୍ୟା କରାଯାଇଛି । ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ଛତିଶଗଡ଼ରେ ଜଣେ ୫୬ ବର୍ଷୀୟ ଅସୁସ୍ଥ ମହିଳାଙ୍କୁ ଦୁ-ଷ୍କ-ର୍ମ କରାଯାଇ ତାଙ୍କ ପ୍ରାଇଭେଟ ପାର୍ଟରେ ଲୁହା ରୋଡ଼ ପୁରାଇ ଦିଆଯାଇଥିବା ଅଭି-ଯୋଗ ହୋଇଛି । ବୃଦ୍ଧାଙ୍କ ମୃ-ତ୍ୟୁ ମଧ୍ୟ ହୋଇଛି । ତେବେ ସୂଚନା ଅନୁଯାୟୀ ଏହି ଲଜ୍ଜାଜନକ ଘଟଣା ଛତିଶଗଡ଼ର ଜଞ୍ଜଗିରି – ଚମ୍ପା ଜିଲ୍ଲାର ଅଟେ । ଘଟଣାଟି ଏପ୍ରିଲ ୫ ତାରିଖର ଅଟେ । ତେବେ ଜଣେ ୫୬ ବର୍ଷୀୟା ମହିଳା ତେଜରାତି ଦୋକାନ ଆଗରେ ପଡ଼ିଥିବା ବେଞ୍ଚରେ ଶୋଇଥିଲେ । ସେହି ସମୟରେ କ୍ରିଷ୍ଣା ଯାଦବ ନାମକ ଜଣେ ବ୍ୟକ୍ତି ( ୩୧ ) ଜୋର ଜବରଦସ୍ତ ମହିଳା ଜଣକୁ ସ୍ଥାନୀୟ ଏକ ଜାଗାକୁ ଉଠାଇ ନେଇଥିଲା ।

ତେବେ ସେ ମହିଳାଙ୍କୁ ଶାରୀ-ରିକ ଅ-ତ୍ୟା-ଚର କରିବା ସହିତ ଦୁ-ଷ୍କ-ର୍ମ କରିଥିଲେ । ଏବଂ ଶେଷରେ ତାଙ୍କ ମୁଣ୍ଡକୁ ଛେ-ଚି ହ-ତ୍ୟା କରିବା ସହିତ ପ୍ରାଇ-ଭେଟ ପା-ର୍ଟରେ ଲୁହା ର-ଡ଼ ପୁରାଇ ହ-ତ୍ୟା କରିଥିଲେ । ପରେ ରକ୍ତାକ୍ତ ରଡ଼କୁ ଏକ କଲଭର୍ଟ ପାଖକୁ ଫୋଫାଡ଼ି ଦେଇଥିଲେ । ତେବେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ଶ-ବ ବ୍ୟବଚ୍ଛେଦ କରିଛି ଏବଂ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି ।

Leave a Reply

Your email address will not be published. Required fields are marked *