ଟଳିଗଲା ଆଉ ଏକ ବଡ଼ ରେଳ ଦୁର୍ଘ-ଟଣା । କୌଣସି ଯା-ନ୍ତ୍ରିକ ତ୍ରୁ-ଟି ନୁହେଁ ବରଂ କରାଯାଇଥିଲା ବଡ଼ ଷ-ଡ଼ଯ-ନ୍ତ୍ର ।

ଓଡ଼ିଶାର ବାଲେଶ୍ୱର ବାହାନଗାରେ ହୋଇଥିବା ମର୍ମ-ନ୍ତୁଦ ରେଳ ଦୁର୍ଘ-ଟଣାକୁ ନେଇ କେବଳ ଦେଶ ନୁହେଁ ବରଂ ସାରା ବିଶ୍ୱ ସ୍ତବ୍ଧ ହୋଇ ଯାଇଛି । ଏହି ଦୁର୍ଘ-ଟଣାରେ ମୃ-ତାହ-ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ , କଣ ପାଇଁ ଏତେ ବଡ଼ …

Read More

ସାମ୍ନାକୁ ଆସିଲା ଆଶ୍ଚର୍ୟ୍ଯ କରିଦେବା ଭଳି ଖବର , ଟ୍ରେନ ଦୁର୍ଘ-ଟଣା ପର ଠାରୁ ଗା-ଏବ ହୋଇ ଯାଇଛନ୍ତି ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର

ଚାଲି ଯାଇଛି କାଳ ରାତି ଆଉ ନେଇ ଯାଇଛି ଶହ ଶହ ଲୋକଙ୍କ ଜୀବନ । କିଏ ଖୁସିର ସହିତ ନିଜ ଘର ଲୋକଙ୍କ ପାଖକୁ ଯାଉଥିଲା ତ ଆଉ କିଏ ନିଜ ପରିବାର ଠାରୁ ନିଜ କର୍ମସ୍ଥଳକୁ ଫେରି ଯାଉଥିଲା …

Read More

ସେଦିନ ବି ଥିଲା ଶୁକ୍ରବାର, ସେଇ କରମଣ୍ଡଳ… ବାଲେଶ୍ୱରର ଟ୍ରେନ ଦୁର୍ଘ-ଟଣା ମନେ ପକାଇ ଦେଲା ୨୦୦୯ ମସିହାର ଟ୍ରେନ ଦୁର୍ଘ-ଟଣା ।

ସାରା ଓଡ଼ିଶା ସମେତ ସାରା ଦେଶରେ ବର୍ତ୍ତମାନ ସମୟରେ ସବୁଠି ଗୋଟିଏ ଘଟଣା ଉପରେ ଚର୍ଚ୍ଚା ହେଉଛି । ତାହା ହେଉଛି ବାଲେଶ୍ୱର ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିବା ଟ୍ରାଜିକ ଟ୍ରେନ ଦୁର୍ଘଟଣା । ଯାହାର ଦୃଶ୍ୟ ଲୋକଙ୍କ ଆଖିରୁ …

Read More

ମର୍ମନ୍ତୁଦ ଟ୍ରେନ ଦୁର୍ଘ-ଟଣାରୁ ବର୍ତ୍ତି ପୁଣି ବସ ଦୁର୍ଘ-ଟଣାଗ୍ରସ୍ତ ହେଲେ ଯାତ୍ରୀ । ଅବସ୍ଥା ଗୁରୁତ୍ୱର…

ଦୁଃଖ ଉପରେ ଦୁଃଖ ଆସିବା ଭଳି ବର୍ତ୍ତମାନ ଏତେ ବଡ଼ ଟ୍ରେନ ଦୁର୍ଘଟଣା ପରେ ପୁଣି ଏକ ବସ ଦୁର୍ଘଟଣା ଘଟଣା ଶୁଣିବାକୁ ମିଳୁଛି । ଟ୍ରେନ ଟ୍ରାଜେଡିରେ ତ ଶହ ଶହ ଲୋକ ଜୀବନ ହାରିଲେ । ଆଉ ସେଥିରେ …

Read More

ସାହସ ପଣିଆ ଦେଖାଇଛନ୍ତି ବାଲେଶ୍ୱର ଯୁବକ । ୩୦୦ ଜୀବନ ବଂଚେଇଦେଲେ ନଚେତ ହୁଏତ ବଢ଼ି ଯାଇଥାନ୍ତା ମୃତକଙ୍କ ସଂଖ୍ୟା

ବର୍ତ୍ତମାନ ସମୟରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । କାରଣ ଓଡ଼ିଶାରେ ଘଟିଥିବା ରେଳ ଦୁର୍ଘଟଣା ଏତେ ହୃଦୟ ବିଦାରକ ଯେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । କହିରଖିବୁ ଯେ ଗତକାଲି ହାୱଡ଼ା ଚେନ୍ନାଇ କରମଣ୍ଡଳ …

Read More

୪୨ ବର୍ଷ ତଳର ଟ୍ରେନ ଦୁର୍ଘଟଣା , ଆଜି ବି ମନେ ପକାଇ ଦେଉଛି ଛାତିଥରା କାହାଣୀ ପ୍ରାଣ ହରେଇଥିଲେ ୯୦୦ ଲୋକ

କେତେବେଳେ କଣ ହୋଇଯିବ ସେ କଥା କିଏ ବା ଜାଣିଛି । ନା କିଏ ଭବିଷ୍ୟତ ଦେଖି ପାରୁଛି , ନା କିଏ ଭବିଷ୍ୟତ ଜାଣି ପାରୁଛି । ବାସ୍ ଆମେ ତ ଆସିଛୁ କର୍ମ କ୍ଷେତ୍ରକୁ ଆଉ କର୍ମ କରି …

Read More

ମୁଁ ଦେଖିଛି କେମିତି ହେଲା ଦୁର୍ଘ-ଟଣା, ସବୁଦିନ ଠାରୁ କାଲି ଟିକେ ଜୋରେ ଆସୁଥିଲା କରୋମଣ୍ଡଳ ଏକ୍ସପ୍ରେସ।

ଗତ କାଲି ସନ୍ଧ୍ୟା ବେଳେ ବାଲେଶ୍ବର ଜିଲ୍ଲାରେ ଏମିତି କିଛି ଘ-ଟିଥିଲା ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ଥରି ଉଠିବ। କରୋମଣ୍ଡଳ ଏକ୍ସପ୍ରେସ ଚେନ୍ନାଇ ସେଣ୍ଟ୍ରାଲ ରୁ ବାହାରି ହାୱଡ଼ାର ଶାଲିମାର କୁ ଯାଏ। ଗତକାଲି ରାତି ୩.୧୫ ରେ କରୋମଣ୍ଡଳ …

Read More

ମୁଁ ଜାଣି ଦେଲି ଟ୍ରେନ ଟ୍ରାକରୁ ବାହାରକୁ ପଳେଇଲା, ହୋ ହାଲ୍ଲା ହେଇ….

ଭୟଙ୍କର କଳାରାତି ତଥା ଭୟଙ୍କର ଶୁକ୍ରବାର । ଟ୍ରେନ ଦୁର୍ଘ-ଟଣା ଇତିହାସରେ ଯୋଡ଼ି ହେଲା ଆଉ ଏକ ଭ-ୟଙ୍କର ମୁହୂର୍ତ୍ତ । ଯାହା ଓଡ଼ିଶାରେ କେବେ ବି ହୋଇ ନଥିଲା । ହଜାଇ ଦେଲା ସମସ୍ତଙ୍କ ଆଖିରୁ ନିଦ ଆଉ କରିଦେଲା …

Read More

ଟ୍ରେନ ତଳେ ଚାପି ହୋଇଗଲା ଏକାଧିକ ଜୀବନ । ଯେଉଁ ଆଡ଼େ ଦେଖ କୁଢ଼ କୁଢ଼ ମୃତ ଶବ…

ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ସୂଚନା ଆସୁଛି ବାଲେଶ୍ୱର ଟ୍ରେନ ଦୁର୍ଘଟଣା ମାମଲା । ଏହା କୌଣସି ଛୋଟ ଘଟଣା ନୁହେଁ । ଅତ୍ୟନ୍ତ ନିର୍ଦୋୟ ଏବଂ ମର୍ମନ୍ତୁଦ ଘଟଣା ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ …

Read More

ଶବ ପକେଟରେ ବାଜିଲା ଫୋନ … ନିଜ ପୁଅକୁ ହରାଇ ଛାତି ପିଟି ଚିତ୍କାର କରୁଛି ବାପା ।

ଗତକାଲି ଶୁକ୍ରବାର ଦିନଟି ସମଗ୍ର ଦେଶ ପାଇଁ ଏକ କାଳ ଦିନ ଥିଲା । ଲୋକେ ଦୂର ସ୍ଥାନକୁ ସେତେବେଳେ ଟ୍ରେନରେ ଯାତ୍ରା କରନ୍ତି ଯେତେବେଳେ କେହି ନିଜ ପରିବାର ଲୋକଙ୍କ ପାଖକୁ ଯାଉଥାଏ କିମ୍ବା କେହି ବୁଲିବା ପାଇଁ ପରିବାର …

Read More