ସାମ୍ନାକୁ ଆସିଲା ଆଶ୍ଚର୍ୟ୍ଯ କରିଦେବା ଭଳି ଖବର , ଟ୍ରେନ ଦୁର୍ଘ-ଟଣା ପର ଠାରୁ ଗା-ଏବ ହୋଇ ଯାଇଛନ୍ତି ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର

ଚାଲି ଯାଇଛି କାଳ ରାତି ଆଉ ନେଇ ଯାଇଛି ଶହ ଶହ ଲୋକଙ୍କ ଜୀବନ । କିଏ ଖୁସିର ସହିତ ନିଜ ଘର ଲୋକଙ୍କ ପାଖକୁ ଯାଉଥିଲା ତ ଆଉ କିଏ ନିଜ ପରିବାର ଠାରୁ ନିଜ କର୍ମସ୍ଥଳକୁ ଫେରି ଯାଉଥିଲା । କିନ୍ତୁ ଅଧା ବାଟରେ ଯେମିତି ଛକି ବସିଥିଲା ଜମ , ନେଇଗଲା ଶହ ଶହ ଲୋକଙ୍କ ଅକାରଣରେ ଜୀବନ । ଆଉ ବାସ୍ କେଇଟା ମୁହୂର୍ତ୍ତରେ ଶ-ବ ପାଲଟି ଗଲେ ଜିଅନ୍ତା ମଣିଷ । ସବୁଆଡେ ହୋଇଗଲା ହା ହା କାର ଆଉ କେହି କିଛି ଭାବିବା ଆଗରୁ ସବୁକିଛି ସରି ଯାଇଛି ।

ସମସ୍ତେ ନିଜ ନିଜ ଆତ୍ମୀୟସ୍ୱଜନଙ୍କୁ ହରାଇ ସତରେ ଯେମିତି ଭାଙ୍ଗି ପଡିଛନ୍ତି । କାହା ପାଟିରେ ଆଉ କିଛି ଶବ୍ଦ ନାହିଁ , ବାସ୍ ଆଖିରୁ ଧାର ଧାର ହୋଇ ଖସି ପଡୁଛି ଲୁହ । ଚାରିଆଡ଼େ ଦେଖା ଯାଉଛି ଖାଲି ର-କ୍ତର ଧାର । କେତେ ଲୋକଙ୍କ ଅବସ୍ଥା ଏପରି ହୋଇଛି ଯେ , ସେମାନଙ୍କୁ ଚିହ୍ନି ପାରିବା ମଧ୍ୟ କଷ୍ଟକର ହୋଇ ପଡ଼ିଛି ଆଉ ସେମାନଙ୍କ ଶ-ବକୁ ନେଇ ଗୋଟିଏ ଜାଗାରେ ରଖାଯାଇଛି ଆଉ ଅନ୍ୟାନ୍ୟ ହସ୍ପିଟାଲକୁ ମଧ୍ୟ ସ୍ଥାନାନ୍ତିରିତ କରାଯାଉଛି , ପରିବାର ଲୋକ ଆସିଲେ ନେଇ ଯିବେ ।

ତେବେ ଏହା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି , ଯାହାକୁ ଶୁଣିବା ପରେ ଲୋକଙ୍କ ର-କ୍ତ ଗରମ ହୋଇ ଯାଇଛି । ଆଉ ଲୋକଙ୍କ ପାଟିରୁ କେବଳ ଖରାପ କଥା ହିଁ ବାହାରି ଯାଉଛି । ତେବେ ଶୁଣିବାକୁ ମିଳିଛି କି , ଦୁର୍ଘ-ଟଣା ପର ଠାରୁ ବାହାନଗା ଷ୍ଟେସ-ନର ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଗା-ଏବ ହୋଇ ଯାଇଛନ୍ତି । ତାଙ୍କର ଆଦୌ ପତ୍ତା ମିଳୁ ନାହିଁ । ତାଙ୍କୁ ସମସ୍ତେ ଖୋଜୁଥିବା ବେଳେ ସେ କୁଆଡେ ବି ମିଳୁ ନାହାଁନ୍ତି । ତେବେ ବର୍ତ୍ତମାନ ସମୟରେ ସେ କୁଆଡେ ଗଲେ , ତାକୁ ନେଇ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସତରେ ଯେମିତି ସେ କୁଆଡେ ଫେ-ରାର ହୋଇ ଯାଇଛନ୍ତି ।

ତେବେ କଣ ପାଇଁ ସେ ଏତେ ପର୍ଯ୍ୟନ୍ତ ଫେ-ରାର ହୋଇ ଯାଇଛନ୍ତି , ତାକୁ ନେଇ ଲୋକଙ୍କ ମନରେ ସ-ନ୍ଦେହ ବଢ଼ି ବଢି ଚାଲିଛି । ଗୋଟିଏ ପଟରେ ଚାରିଆଡ଼େ ଶ-ବ ପଡ଼ି ରହିଥିବା ବେଳେ ଆଉ ଏତେ ବଡ଼ ଦୁର୍ଘ-ଟଣା ଘଟି ଯାଇଥିବା ବେଳେ ଅନ୍ୟ ପଟରେ ଷ୍ଟେସନ ମାଷ୍ଟର ଯଦି ଗା-ଏବ ହୋଇ ଯାଇଛନ୍ତି , ତାହାଲେ ଏହା ମଧ୍ୟରେ କିଛି ନା କିଛି ଷ-ଡଯ-ନ୍ତ୍ର ରହିଥିବା ନେଇ ସମସ୍ତଙ୍କ ମନରେ ସ-ନ୍ଦେହ ବଢ଼ି ବଢି ଚାଲିଛି । ତେବେ ପ୍ରକୃତ କଥା କଣ , ତାହା ତ କେବଳ ସମୟ କହିବ ଆଉ ଭୁଲ କରିଥିବା ମଣିଷକୁ ନିଶ୍ଚିତ ଭାବରେ ଦ-ଣ୍ଡ ମିଳିବ ବୋଲି ନିଷ୍ପତ୍ତି ନିଆ ସରିଛି ।

Leave a Reply

Your email address will not be published. Required fields are marked *