ସରପଞ୍ଚଙ୍କ ଭାଇ ସହ ଶୋଇଥିଲା ସ୍ତ୍ରୀ । ଆଉ ଏବେ ସରପଞ୍ଚର ଭାଇ ଫୋଟ ଭାଇରଲ କରିଦେବ କହି ମାଗୁଛି ୨୦,୦୦୦ ଟଙ୍କା ।

ସମାଜକୁ ନିଶ୍ଚିତ ଭାବରେ ଖରାପ କୁହାଯାଉ ନଥିଲା । କିନ୍ତୁ ବର୍ତ୍ତମାନର ସମାଜ ବିଷୟରେ ଆଲୋଚନା କଲେ ଭଲ ଠାରୁ ଖରାପ କାରଣ ଅଧିକ ଆସୁଛି । କାରଣ ଆଜିକା ସମାଜ କହିଲେ ଅନୈ-ତିକତା ଏବଂ ବର୍ବର ବ୍ୟକ୍ତିଙ୍କୁ ନେଇ ସମାଜ । ଯାହା ବିଷୟରେ ଆଲୋଚନା କରିବା ଅର୍ଥ ନିଜର ଆତ୍ମସମ୍ମାନ ହାନୀ । ବର୍ତ୍ତମାନ ସମୟରେ ମନୁଷ୍ୟ ପଶୁ ତୁଲ୍ୟ ହୋଇ ଯାଇଛି ଯେ ଶାରୀ-ରିକ ସୁଖ ପାଇଁ ଖୁବ ତଳକୁ ଖସି ଯାଉଛି । ଆଉ ଶେଷରେ ଟଙ୍କା କମେଇବା ପାଇଁ ମଧ୍ୟ ପାପ ରାସ୍ତାକୁ ଆପଣେଇ ନେଉଛି । ବର୍ତ୍ତମାନ ସମୟରେ ଏହିଭଳି ଏକ ଘ-ଟଣା ସାମ୍ନାକୁ ଆସିଛି ।

ସରପଞ୍ଚର ଭାଇ ବୋଲି ଗାଁ ରେ ଜଣଙ୍କ ସ୍ତ୍ରୀକୁ ଭାଉଜ ଭାଉଜ କହି ପ୍ରେମ ଜା-ଲରେ ଫ-ସାଇଲା । ତାପରେ ଅୟୋ ନେଇ ଶାରୀ-ରିକ ସ-ମ୍ପର୍କ ରଖି ଫୋଟ ଭିଡ଼ିଓ କଲେ । ଏଥିରୁ ପାଇଗଲେ ଭଲ ଟଙ୍କା ରୋଜଗାର କରିବାର ପନ୍ଥା । ମହିଳାଙ୍କ ସ୍ୱାମୀଙ୍କୁ ତାଙ୍କ ସ୍ତ୍ରୀର ଫୋଟ ଭିଡ଼ିଓ ଭାଇରଲ କରିଦେବେ କହି ୨୦,୦୦୦ ଟଙ୍କା ମାଗିଲେ । ସରପଞ୍ଚଙ୍କ ଭାଇ ବୋଲି କାହାକୁ ଭ-ୟ ନଥିଲା । ମାତ୍ର ଜାଣି ନଥିଲେ ଯେ ଏଭଳି କାମ ବେଶୀ ଦିନ ତିଷ୍ଠି ପାରିବ ନାହିଁ । ଏହି ବ୍ୟକ୍ତିଙ୍କ ନାମ ଭଗବାନ ବେହେରା ଯାହାକୁ ପୋ-ଲିସ ବର୍ତ୍ତମାନ ଗି-ରଫ କରି ସାରିଛି । ତେବେ ମହିଳାଙ୍କ ସ୍ୱାମୀ ଯେତେବେଳେ ଘରେ ରହୁ ନଥିଲେ ସେତେବେଳେ ତାଙ୍କୁ ଭିଡ଼ିଓ କଲିଂ କରୁଥିଲେ ।

ସରପଞ୍ଚଙ୍କ ସାନ ଭାଇ ହେବାର ଫାଇଦା ଉଠାଇ ମହିଳାଙ୍କୁ ଫସା-ଇଥିଲେ ଏବଂ ତାଙ୍କୁ ଅୟୋ ନେଇଥିଲେ ଆଉ ତାପରେ ଫୋଟ ଭିଡ଼ିଓ କରି ବ୍ଲା-କମେ-ଲ କରିବାରେ ଲାଗିଥିଲେ । ଯାହାକି ସ୍ୱାମୀକୁ ଜଣା ନଥିଲା । ତେବେ ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ପିପିଲି ଅଞ୍ଚଳରେ ଘଟି ଯାଇଛି । ତେବେ ଏହି ଘ-ଟଣା ଥରେ ଜାଣିବା ପରେ ସ୍ବାମୀ ଏହି ଘଟ-ଣାକୁ କୁଆଡ଼େ ର-ଫାଦ-ଫା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବି ଧ-ମକ ଆସିବାରୁ ସ୍ୱାମୀ ଥା-ନାରେ ଯାଇ ଅଭି-ଯୋଗ କରିଥିଲେ । ତେବେ ସ୍ୱାମୀଙ୍କ ଅଭି-ଯୋଗ ଏହା ଯେ ତାଙ୍କ ସ୍ତ୍ରୀଙ୍କ ସହିତ ଅନ୍ତ-ରଙ୍ଗ ମୁହୂର୍ତ୍ତର ଫୋଟ ଏବଂ ଭିଡ଼ିଓକୁ ଭାଇରଲ କରିବାକୁ ଧ-ମକ ଦେଇ ସେ କୁଆଡ଼େ ୨୦ ହଜାର ଟଙ୍କା ମାଗୁଥିଲା ।

ଗ୍ରାମର ପୂର୍ବତନ ସରପଞ୍ଚଙ୍କ ଭାଇ ଭଗବାନ ବେହେରା ମହିଳାଙ୍କୁ ଏଭଳି ନିଜ ପ୍ରେମ ଜା-ଲରେ ଫ-ସାଇ ତାଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିଥିଲା ଆଉ ସେହି ସମୟରେ ନିଜ ମୋବାଇଲରେ ସେସବୁକୁ ରେ-କର୍ଡ଼ ମଧ୍ୟ କରିଥିଲା । ତାହାକୁ ନେଇ ଟଙ୍କା ମାଗି ପୁଣି ଭାଇରଲ କରିବାକୁ ଧ-ମକ ଦେଉଥିଲା । ଏହି ଅଭି-ଯୋଗ ପରେ ବର୍ତ୍ତମାନ ପୋ-ଲିସ ଅଭି-ଯୋଗ ଆଧାରରେ ଭଗବାନ ବେହେରାକୁ ଗି-ରଫ କରିଛି । ତେବେ ଆମେ କହି ରଖିବୁ ଯେ ଏଭଳି କାମ କରୁଥିବା ବ୍ୟକ୍ତି ବିରୋ-ଧରେ କାଠିକ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବା ଉଚିତ । ଆଉ ସର୍ବପରେ ଆଜିକାଲି କାଳ ସାଜୁଛି ଫୋନ ଯାହାକି ମଣିଷ ପାଇଁ ଯେତେ ଭଲ ସେତେ ଖରାପ ମଧ୍ୟ ।

Leave a Reply

Your email address will not be published. Required fields are marked *