କମ ଉଚ୍ଚତା ବିଶିଷ୍ଟ ପୁରୁଷଙ୍କ ସେ-କ୍ସ ଲାଇଫ ର କିଛି ଆଶ୍ଚର୍ଯ୍ୟ ଜନକ ଖୁଲାସା , ନିଶ୍ଚୟ ଜାଣି ନିଅନ୍ତୁ :-

ସାଧରଣତଃ ନିୟମ ଅନୁଯାୟୀ ଅଧିକ ଉଚ୍ଚତା ଥିବା ପୁଅ ଏବଂ କମ ଉଚ୍ଚତାର ଝିଅ ଭଲ ପାର୍ଟନର ଭାବରେ ଦେଖାଯାଆନ୍ତି । ଆଉ ଝିଅ ମାନେ ସବୁବେଳେ ଅଧିକ ଉଚ୍ଚତାର ପୁଅକୁ ହିଁ ନିଜ ଜୀବନସାଥୀ ଭାବରେ ବାଛି ଥାଆନ୍ତି । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ଅଧିକ ଉଚ୍ଚତା ଥିବା ପୁଅଙ୍କ ଠାରୁ କମ ଉଚ୍ଚତା ଥିବା ପୁଅଙ୍କର ସେ-କ୍ସ ଲାଇଫ ବିଷୟରେ । କହିବାକୁ ଗଲେ କମ ଉଚ୍ଚତା ଥିବା ପୁଅଙ୍କର ସେ-କ୍ସ ଲାଇଫ ଅଧିକ ପ୍ରଭାବୀ ହୋଇଥାଏ । ତେଣୁ ଏହି ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ” ଦ ଜର୍ଣ୍ଣାଲ ଅଫ ସେକ୍ସୁଆଲ ମେଡ଼ିସିନ ” ର ଏକ ନୂତନ ଅଧ୍ୟୟନ ଅନୁଯାୟୀ ଅଧିକ ଉଚ୍ଚତା ଏବଂ କମ ଉଚ୍ଚତା ବିଶିଷ୍ଟ ପୁଅଙ୍କର ସେ-କ୍ସ ଲାଇଫ ସମ୍ବ-ନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି । ଯେଉଁଥିରେ ଏହା କୁହାଯାଇଛି ଯେ କମ ଉଚ୍ଚତାର ପୁଅ ଅଧିକ ଉଚ୍ଚତାର ପୁଅଙ୍କ ଅପେକ୍ଷା ସେ-କ୍ସ ଆକ୍ଟିଭିଟିରେ ଅଧିକ ଆକ୍ଟିଭ ହୋଇଥାନ୍ତି । ଏହି ଅଧ୍ୟୟନରେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ମାନେ ୫୩୧ ଜଣ ପୁରୁଷଙ୍କ ଉପରେ ଗବେଷଣା କରିଛନ୍ତି ।

ପୁରୁଷଙ୍କ ସେକ୍ସୁଆଲ ଆକ୍ଟିଭନେସ ଅନୁଯାୟୀ କମ ଉଚ୍ଚତା ବିଶିଷ୍ଟ ପୁଅହିଁ ଆଗରେ ଅଛନ୍ତି । ଏହା ବ୍ୟତୀତ ଅନ୍ୟାନ୍ୟ ଘଟ-ଣାରେ ମଧ୍ୟ କମ ଉଚ୍ଚତାର ପୁଅ ଭଲ ପାର୍ଟନର ଭାବରେ ପ୍ରମାଣିତ ହୋଇଛନ୍ତି ।

ଅଧ୍ୟୟନ ଅନୁସାରେ ୧୭୫ ସେଣ୍ଟିମିଟରରୁ ଅଧିକ ଉଚ୍ଚତାର ପୁଅଙ୍କ ସେକ୍ସ ଡ୍ରାଇଭ ଏତେ ଭଲ ନଥିଲା ମାତ୍ର କମ ଉଚ୍ଚତା ପୁଅଙ୍କ ସେ-କ୍ସ ଡ୍ରାଇଭ ଅଧିକ ଭଲ ଥିଲା । ପୁଣି କମ ଉଚ୍ଚତାର ପୁଅ ଛା-ଡ଼ପ-ତ୍ର ଦେବା ହାରରେ ଅଧିକ ଉଚ୍ଚତାର ପୁଅଙ୍କ ଠାରୁ ୩୨ ପ୍ରତିଶତ କମ ହୋଇଥାନ୍ତି । ଏହାର ଏକମାତ୍ର କାରଣ କମ ଉଚ୍ଚତାର ପୁଅ ନିଜ ଲୁକକୁ ଏତେ ଧ୍ୟାନ ନଦେଇ ଘରେ ହେଉ କିମ୍ବା ବାହାରେ ହେଉ ପରିଶ୍ରମ ଉପରେ ଧ୍ୟାନ ଦିଅନ୍ତି । ମାତ୍ର ଅଧିକ ଉଚ୍ଚତାର ପୁଅଙ୍କ ଠାରୁ କମ ଉଚ୍ଚତାର ପୁଅ ଅଧିକ ପରିଶ୍ରମ କରନ୍ତି ଏବଂ ଭଲ ରୋଜଗାର ମଧ୍ୟ କରନ୍ତି । ତେଣୁ ସେମାନେ ସର୍ବଦା ଭଲ ପାର୍ଟନର ଭାବରେ ମଧ୍ୟ ପରିଗଣିତ ହୁଅନ୍ତି ।

Leave a Reply

Your email address will not be published. Required fields are marked *