ବୈବାହିକ ଜୀବନରେ ଅଦାର ଭୂମିକା , ଯୌ-ନ ଶକ୍ତି ବଢାଇବାରେ କରିଥାଏ ସାହାଯ୍ୟ

ଆମ ଦୈନିକ ଜୀବନରେ ଏଭଳି ଅନେକ ଜିନିଷର ବ୍ୟବହାର ଆମେ କରିଥାଉ , ଯାହା ଦ୍ୱାରା ଆମକୁ ବହୁତ ଲାଭ ମିଳିଥାଏ । ଆଉ ଶରୀର ଆଉ ମନକୁ ଆରାମ ଲାଗିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କୁ ବହୁତ ଭାବରେ ସାହାଯ୍ୟ କରିବ । ଆଉ ତାର ନାମ ହେଉଛି ଅଦା । ଅଦା ରହିଥିବା ଆଣ୍ଟି ଇନଫ୍ଲାମେଟୋରି ଗୁଣ ଆମକୁ ବହୁତ ଭାବରେ ସାହାଯ୍ୟ କରିଥାଏ ।

ଏହା ଆମର ଯୌ-ନ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଅଦା କେବଳ ରୋଷେଇରେ ବ୍ୟବହାର ହୁଏ ନାହିଁ ବରଂ ଗୋଟିଏ ଉପକାରୀ ମସଲା ବ୍ୟତୀତ ଏହାର ରସ ପିଇଲେ ମିଳିଥାଏ ଅନେକ ଲାଭ । ସୁଗାର ଠାରୁ ଆରମ୍ଭ କରି କୋଷ୍ଠକାଠିନ୍ୟ ଏବଂ କୋଲେଷ୍ଟ୍ରୋଲ ଠାରୁ ଦେଇଥାଏ ମୁକ୍ତି । ଆଉ ଏକ କଥା କହିରଖୁଛୁ ଯେ , ପ୍ରତିଦିନ ଅଦା ଖାଇବା ଦ୍ୱାରା ବାନ୍ତି କମିଯାଏ । ଗର୍ଭବତୀ ମହିଳା , ଛୋଟ ପିଲା ଆଉ କେମୋଥେରାପି ନେଉଥିବା ରୋଗୀମାନଙ୍କୁ ଏହି ରସ ବହୁତ ସାହାଯ୍ୟ ପାଇଥାନ୍ତି ।

ଏହାବ୍ୟତୀତ ମାଂସପେଶୀ ରୋଗରେ ପୀ-ଡିତ ଥିବା ଲୋକମାନେ ଏଥିରୁ ବହୁତ ମାତ୍ରାରେ ମୁ-କ୍ତ ପାଇଥାନ୍ତି । କୋଷ୍ଠକାଠିନ୍ୟ ରୋଗୀମାନଙ୍କୁ ଏହି ରୋଗ ବିଶେଷ ଭାବରେ ମୁକ୍ତି ଦେଇଥାଏ । କିନ୍ତୁ ଏହାକୁ ନିୟମିତ ଭାବରେ ପିଇବା ଉଚିତ । ଶରୀରରେ ରହିଥିବା ଖରାପ କୋଲେଷ୍ଟ୍ରୋଲକୁ ବାହାର କରିବାରେ ଏହା ସାହାଯ୍ୟ କରିଥାଏ । ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ଥଣ୍ଡା ଜ୍ବରକୁ ବୃଦ୍ଧି କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *