କଣ ଆପଣଙ୍କ ମନ ମହିଳାମାନଙ୍କ ପ୍ରତି ଆକ-ର୍ଷଣ ହେଉଛି କି ? ତେବେ ଜାଣନ୍ତୁ କିପରି ନିୟନ୍ତ୍ରଣ କରିବେ ମନକୁ।

ସାଧାରଣତଃ ପୁରୁଷଙ୍କ ମନ ବହୁତ ଜଲ୍ଦି ମହିଳାଙ୍କ ପ୍ରତି ଆକ-ର୍ଷିତ ହୋଇପଡେ। ଯାହାର ଫାଇଦା ମହିଳାମାନେ ଉଠେଇ ଥାନ୍ତି। ମନ ଆକ-ର୍ଷଣ ହେବା ଫଳରେ କୌଣସି କାମରେ ଠିକ ଭାବରେ ହୋଇ ପାରି ନଥାଏ। ଅନେକ କ୍ଷେତ୍ରରେ ଅସଫଳତା ପ୍ରାପ୍ତ ହୋଇଥାଏ। ମନ ଅନ୍ୟ ମହିଳା ମାନଙ୍କ ପ୍ରତି ଆକ-ର୍ଷଣ ହେବା ଫଳରେ ସମାଜରେ ନିନ୍ଦା ମଧ୍ୟ ମିଳିଥାଏ। ତେବେ ଯଦି ଆପଣଙ୍କ କ୍ଷେତ୍ରରେ ଏଭଳି କିଛି ଲକ୍ଷଣ ଦେଖିବାକୁ ମିଳେ ତେବେ କିପରି ମନକୁ ନିୟନ୍ତ୍ରଣ କରିବେ ସେ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ। ତେବେ ଆସନ୍ତୁ ଏହି ବିଷୟରେ ଜାଣିବା।

ତେବେ ଆପଣମାନେ ସମସ୍ତେ ଗୌତମ ବୁଦ୍ଧଙ୍କ ବିଷୟରେ ଜାଣିଥିବେ। ଯିଏ ଜୀବନରେ ସଫଳ ହେବା ପାଇଁ ଘର ଦ୍ୱାର ମୋହମାୟା ସଂସାରକୁ ତ୍ୟା-ଗ କରି ଦେଇ ଘର ଛାଡ଼ି ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ଜଣେ ବିଦ୍ୱାନ ବ୍ୟକ୍ତି ହୋଇ ପାରିଥିଲେ। ତେବେ ଆଜି ଆମେ ତାଙ୍କ ସହ ଜଡିତ ଏକ କାହାଣୀ ବିଷୟରେ ଜାଣିବା ଯେଉଁଥିରେ ଆପଣ ଜାଣିପାରିବେ ଯେ ସେ କିପରି ନିଜ ମନକୁ ନିୟନ୍ତ୍ରଣ କରିବା ଶିଖି ପାରିଥିଲେ।

ରାଜକୁମାର ସିଦ୍ଧାର୍ଥ ଜୀବନର ସମସ୍ତ ଅବସ୍ଥା ବିଷୟରେ ଜାଣିବା ପରେ ସେ ସତ୍ୟର ଅ-ନୁସ-ନ୍ଧାନରେ ଘର ଛାଡି ଚାଲି ଯାଇଥିଲେ। ତେବେ ତାଙ୍କୁ ଫେରେଇ ଆଣିବା ପାଇଁ ପିତା ଶୁଦ୍ଧଧନ ଅନେକ ପ୍ରୟାସ କରିଥିଲେ। କିନ୍ତୁ ସିଦ୍ଧାର୍ଥ ରାଜି ନଥିଲେ। ପରେ ସେ ଜ୍ଞାନର ସ-ନ୍ଧା-ନରେ ଏଣେତେଣେ ବୁଲିବା ପରେ ଅଶ୍ୱସ୍ଥ ବୃକ୍ଷ ମୂଳେ ଧ୍ୟାନ କରି ଜ୍ଞାନ ପ୍ରାପ୍ତି କରିଥିଲେ।

ତେବେ ଜ୍ଞାନ ପ୍ରାପ୍ତ କରିବା ପରେ ନିଜ ରାଜ୍ୟକୁ ଫେରୁଥିଲେ। ତେବେ ପିତା ସିଦ୍ଧାର୍ଥଙ୍କ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବା କଥା ଜାଣିବା ପରେ ସେ ତାଙ୍କର ମନ୍ତ୍ରୀଙ୍କୁ ପଠେଇ ଥିଲେ। ମନ୍ତ୍ରୀ ଗୌତମ ବୁଦ୍ଧ ଙ୍କୁ ଏକ ବୃକ୍ଷ ମୂଳରେ ବସିଥିବା ଦେଖିବାକୁ ପାଇଲେ। ଅନ୍ୟପଟେ ଏକ ସୁନ୍ଦରୀ କନ୍ୟା ଆସୁଥିବାର ଦେଖି ମନ୍ତ୍ରୀ ଅଟକି ରହି ଯାଇଥିଲେ। ସେ ବୁଦ୍ଧଙ୍କ ମନ ସୁନ୍ଦରୀ ମହିଳା ପ୍ରତି ଆକ-ର୍ଷିତ ହେଉଛି କି ନାହିଁ ଦେଖିବା ପାଇଁ ଚେଷ୍ଟା କଲେ।

ମହିଳା ଜଣକ ବୁଦ୍ଧଙ୍କ ନିକଟକୁ ଆସି ଦୃ-ଷ୍ଟି ଆକ-ର୍ଷଣ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରି ନଥିଲା। ଶେଷରେ ବୁଦ୍ଧଙ୍କ ଠାରୁ ଆଶୀର୍ବାଦ ନେଇ ଚାଲି ଯାଇଥିଲେ। ଏହାଦେଖି ମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ସେ ଗୌତମ ବୁଦ୍ଧଙ୍କ ପାଖକୁ ଆସି ପ୍ରଶ୍ନ କରିଥିଲେ। ପ୍ରଭୁ ଆମେ ସବୁ ଆମରପାଲିର ସୁନ୍ଦରତାକୁ ଦେଖି ପ୍ରଭାବିତ ହେଲୁ କିନ୍ତୁ ଆପଣଙ୍କର ହାବଭାବରେ କୌଣସି ଫରକ ପଡିଲା ନାହି ଏହାର କାରଣ କଣ।

ଉତ୍ତରରେ ସିଦ୍ଧାର୍ଥ କହିଲେ ବାସ୍ତବିକ ସୁନ୍ଦରତା ହେଉଛି ଯାହା ଆମ ଆଖପାଖରେ ରହିଛି। ଯାହାକୁ ଆମେ ଅନୁଭବ କରିଥାଉ। କୌଣସି ନାରୀର ସୁନ୍ଦରତା ଆଜି ଥିଲେ କାଲିକି ନାହି ଯାହାର କୌଣସି ଅର୍ଥ ନାହିଁ। ତେବେ ବୁଦ୍ଧ ଙ୍କ ଏହି କଥାରେ ମନ୍ତ୍ରୀଙ୍କ ମନ ପୂରି ଯାଇଥିଲା ଏବଂ ସେ ବୁଦ୍ଧ ଙ୍କ ଶରଣରେ ନତମସ୍ତକ କରିଥିଲେ।

Leave a Reply

Your email address will not be published. Required fields are marked *