ଖୁସିରେ ବିଜୁ ପଟ୍ଟନାୟକ ପାର୍କ ବୁଲି ଯାଇଥିଲେ ବାପା ଆଉ ଦାଦା, ଅକାଳରେ ଚାଲିଗଲା ଜୀବନ।…

ବିଜୁ ପଟ୍ଟନାୟକ ପାର୍କକୁ ବୁଲିବାକୁ ଆସିଥିଲେ ବାପା ଆଉ ଦାଦା। କିନ୍ତୁ ପୋଖରିରେ ବୁଡି ଚାଲିଗଲା ଜୀବନ। ପାର୍କରେ ମୁଣ୍ଡ ପି-ଟି ପି-ଟି କା-ନ୍ଦୁଛି ପୁରା ପରିବାର। ଆଜ୍ଞା ହଁ ବିଜୁପଟ୍ଟନାୟକ ପାର୍କ ଭିତରେ ଥିବା ପୋଖରୀରୁ ଦୁଇଟି ଶ-ବ ଟାଉନ ଥା-ନା ପୋ-ଲିସ ଜ-ବତ କରିଛି।

ଅଗ୍ନିଶମ ବାହିନୀଙ୍କ ସହଯୋଗରେ ପୋଖରୀରୁ ଦୁଇ ମୃ-ତଦେ-ହକୁ ଉ-ଦ୍ଧାର ହୋଇଥିଲା। ପୋ-ଲିସ ଉକ୍ତ ମୃ-ତଦେ-ହ ସମ୍ପ-ର୍କରେ ପଚ-ରାଉ-ଚରା ବେଳେ ସେମାନେ ଦୁଇ ଭାଇ ବୋଲି ଜଣାପଡ଼ିଥିଲା। ମୃ-ତକ ଦୁହେଁ ହେଉଛନ୍ତି ବଡ଼ବଜାର ଥା-ନା ଅନ୍ତର୍ଗତ ରାଜମ୍ମା ସାହିର 65 ବର୍ଷୀୟ ଜନାର୍ଦ୍ଦନ ରାଓ ଏବଂ 62 ବର୍ଷୀୟ କେ.ରଙ୍ଗା ରାଓ।

ଜନାର୍ଦ୍ଦନଙ୍କ ପୁଅ କେ. ବାଙ୍ଗାରୁ ବାବୁ ନିଜ ବାପ ଏବଂ ଦାଦାଙ୍କ ମୃତଦେହ ପୋଲିସ ଉପସ୍ଥିତିରେ ଚିହ୍ନଟ କରିଥିଲେ। ପଞ୍ଚନାମା ବେଳେ ଦୁଇ ଜଣଙ୍କ ଦେହରେ କୌଣସି କ୍ଷ-ତ ଚିହ୍ନ ନଥିବା ପୋ-ଲିସ ଜାଣିବାକୁ ପାଇଥିଲା। ଉକ୍ତ ପୋଖରୀ ଚାରିପଟେ ସୁର-କ୍ଷା ପ୍ରାଚୀର ନଥିବାରୁ ଏଭଳି ଅଘ-ଟଣ ଘଟିଥିବା ପୋ-ଲିସ ତାର ପ୍ରାଥମିକ ତଦ-ନ୍ତରୁ ଅନୁମାନ କରୁଛି।

ଏନେଇ ଥା-ନାରେ ଦୁଇଟି ପୃଥକ୍ ଅ-ପମୃ-ତ୍ୟୁ ମାମ-ଲା ରୁ-ଜୁ ହୋଇଥିବା ବେଳେ ଜବତ ମୃ-ତଦେ-ହକୁ ପୋ-ଲିସ ପୋ-ଷ୍ଟମ-ଟମ ପାଇଁ ପଠାଇଥିଲା। ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରି-ପୋର୍ଟ ଆସିବା ପରେ ସେମାନଙ୍କର ମୃ-ତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ତେବେ ଘଟ-ଣାକୁ କହିବାକୁ ଗଲେ ରବିବାର ସନ୍ଧ୍ୟାରୁ ଦୁଇ ଭାଇ ଘରୁ ବାହାରି କେହୁଁଆଢ଼େ ଯାଇଥିଲେ। ପରେ ସେମାନେ ଉକ୍ତ ପାର୍କରେ ପ୍ରବେଶ କରିଥିଲେ। କିନ୍ତୁ ସେମାନଙ୍କ ପାଖରୁ ପୋଲି-ସକୁ କୌଣସି ଟିକେଟ ମିଳିନାହିଁ। ସୋମବାର ତିନିଟି ସିଫ୍ଟରେ କାମ କରିଥିବା ସୁର-କ୍ଷାକ-ର୍ମୀଙ୍କୁ ପୋ-ଲିସ ପୃଥକ ପୃଥକ ଭାବେ ଥା-ନାକୁ ଡାକି ପଚ-ରାଉ-ଚରା କରିଛି।

ସେମାନେ ଏଇ ଦୁଇଭାଇଙ୍କୁ ଦେଖିଥିବା ନେଇ କିଛି କହିପାରିନଥିଲେ। ତେବେ ପାର୍କର ମୁଖ୍ୟ ଫାଟକ ନିକଟରେ ଲାଗିଥିବା ସିସି ଟିଭି ଫୁଟେଜ୍ ଯାଞ୍ଚ କରିବାରୁ ପୋ-ଲିସ ଏହା ଜାଣିବାକୁ ପାଇଛି। ତେବେ କୌଣସି କାରଣବଶତଃ ଗୋଡ଼ ଖସି ଦୁଇ ଭାଇ ପୋଖରୀରେ ବୁଡ଼ିଯାଇଥିଲେ, କିନ୍ତୁ କେଉଁ ସମୟରେ ତାହା ସ୍ପଷ୍ଟ ହୋଇନାହିଁ। ପୋ-ଲିସ ଏବେ ଏହାର ଅଧିକ ତ-ଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *