ଖଗା ଏବେ ଇଡି କବ୍ଜାରେ,ଇଡି ସିଧାସଳଖ ଉଠାଇ ନେଲା ଖଗେଶ୍ଵରଙ୍କୁ।

ଏବେ ଇଡି ଖଗେଶ୍ଵରଙ୍କୁ ଉଠାଇ ନେଇ ଜା-ରି ରଖିଛି ପଚ-ରାଉ-ଚରା। ଗତକାଲି ଇଡି ଅର୍ଚ୍ଚନା ନାଗର ଗୁମ୍ଫା ଭିତରୁ ବାହାରି ଖଗେଶ୍ୱର ନିକଟରେ ପହଞ୍ଚିଥିଲା। କେବଳ ଏତିକି ନୁହେଁ ଇଡି ଗତକାଲି ଅର୍ଚ୍ଚନାଙ୍କ ଶାଶୁ ଘର ସମେତ ଅନେକ ସ୍ଥାନରେ ଚଢ଼ାଉ କରି ପଚ-ରାଉ-ଚରା ଜାରି ରଖିଥିଲା। ତେବେ ଆଜି ଯାହା ସୂଚନା ମିଳୁଛି କି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱର ଓ-ରଫ ଖଗାକୁ ଇଡି ଏବେ ଉଠାଇ ନେଇଛି। ଅନେକ ଦିନରୁ ଇଡି ଅର୍ଚ୍ଚନା ନାଗ କଳା ସାମାର୍ଯ୍ୟ ଉପରେ ଖୋଳତାଡ଼ କରୁଥିବା ବେଳେ କୁହାଯାଉଥିଲା କି ଇଡିର ଛଞ୍ଚାଆଣ ଆଖି କୁଆଡେ ଜଗବନ୍ଧୁଙ୍କ ଖଗେଶ୍ୱରଙ୍କ ଉପରେ ଥିଲା। ତେବେ ଜଗବନ୍ଧୁ ଓ ଅର୍ଚ୍ଚନା ଏବେ ପୋ-ଲିସ ହେପାଯତରେ ଥିବା ବେଳେ ଏବେ ଖଗାକୁ ଇଡି ନେଇ ପ୍ରଶ୍ନ ପରେ ପ୍ରଶ୍ନ ପଚାରୁଛି।

ଯାହା ସୂଚନା ମିଳିଛି କି ଖଗେଶ୍ୱର ଙ୍କୁ ଇଡି ଜଗବନ୍ଧୁଙ୍କ ଗ୍ରାମରୁ ଉଠାଇ ନେଇଛି। ତେବେ ଏତେ ଦିନ ହେଲାଣି ଯେଉଁ ଖଗାଙ୍କୁ ନେଇ ଚର୍ଚ୍ଚା ଜାରି ରହିଥିଲା। ଏତେ ଦିନ ହେଲାଣି ଯେଉଁ ଖଗାଙ୍କୁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଥିଲା ବର୍ତ୍ତମାନ ତାହା ଉପରୁ ଧୀରେ ଧୀରେ ପରଦା ହଟିବ। ଇଡି ଖଗେଶ୍ୱର ପାଖରୁ ଅନେକ କିଛି ତଥ୍ୟ ସାମ୍ନାକୁ ଆଣିବ। ଖଗେଶ୍ୱର କିପରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ସାହାଯ୍ୟ କରୁଥିଲେ । ଓ ଖଗେଶ୍ୱର ଅର୍ଚ୍ଚନାଙ୍କ ସହ କିପରି ଏବଂ କେବେ ସମ୍ପ-ର୍କ ସ୍ଥାପନ ହେଲା। ଏହା ପରେ ଇଡି ପ୍ରଶ୍ନ ପଚାରି ଥିବ କି ଅର୍ଚ୍ଚନାଙ୍କ କଳା ସାମାର୍ଯ୍ୟ କେବେ ଠୁ ଆରମ୍ଭ ହୋଇଥିଲା। କେବେ ଅର୍ଚ୍ଚନାଙ୍କ ସଂସ୍ପର୍ଶରେ ଆସିଲେ ଖଗେଶ୍ୱର।

ଆଉ ଇଡି ବୁଲେଇ ବାଙ୍କେଇ ପ୍ରଶ୍ନ କରୁଥିବା ବେଳେ ଶୀତ ଦିନରେ ବି ଖଗେଶ୍ୱର ଝାଳରେ ଓଦା ହୋଇ ଯାଇ ପ୍ରଶ୍ନର ଉତ୍ତର ଦେଉଥିବେ। ଇଡିର ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ଖଗେଶ୍ୱର ଡରି କି ଉତ୍ତର ରଖୁଥିବେ। ଯେତେବେଳେ ଇଡି ଅତି ସରଳ ପ୍ରଶ୍ନ ପଚାରୁ ଥିବ ଆଉ ଖଗେଶ୍ୱର ସେହି ସରଳ ପ୍ରଶ୍ନର ଉତ୍ତର ଦେବା ପରେ କେବଳ ପାଣି ମାଗୁଥିବେ ବୋଲି ଲୋକେ ବେଶ ଆଲୋଚନା କରୁଛନ୍ତି । କଳାହାଣ୍ଡିର ଝିଅ ଅର୍ଚ୍ଚନା ଯେଉଁ କଳା ସାମାର୍ଯ୍ୟ ଭୁବନେଶ୍ୱରରେ ବିସ୍ତାର କରିଥିଲେ ସେଥିରେ କେବଳ ଖଗେଶ୍ୱର ନୁହନ୍ତି ଆହୁରି ଅନେକ ବଡ଼ ବଡ଼ ଲୋକଙ୍କ ହାତ ଥିବା ଲୋକେ ଆଲୋଚନା କରୁଛନ୍ତି।

ତେବେ ଏବେ କେବଳ ଜନ ସାଧାରଣ ଚାହିଁ ରହିଛନ୍ତି କି ଯେତେବେଳେ କି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମାମ-ଲାରେ ଖଗେଶ୍ୱରଙ୍କ ସହିତ ଅନେକ ଲୋକଙ୍କ ସ-ମ୍ପର୍କ ଥିବା କୁହାଜୁଥିଲା। ସେହି ବଡ଼ ବଡ଼ ଧନୀ ବ୍ୟକ୍ତି ମାନେ ଖଗେଶ୍ୱରଙ୍କୁ ଇଡି ଉଠାଇ ନେବା ପରେ ଭୟରେ ଥରି ଉଠୁଥିବେ ବୋଲି ଲୋକେ ଆଲୋଚନା କରୁଛନ୍ତି। ତେବେ ବର୍ତ୍ତମାନ ସମସ୍ତଙ୍କ ନଜର କେବେ ଇଡିର ଛଞ୍ଚାଣ ଆଖି ପଡିବ ସେହି ବ୍ୟକ୍ତି ବିଶେଷଙ୍କ ଉପରେ ଯେଉଁ ମାନେ ଅର୍ଚ୍ଚନା ସହିତ ସମ୍ପ-ର୍କରେ ଥିଲେ। ସେହି ମାନଙ୍କୁ କେବେ ଇଡି ଉଠାଇବ ଆଉ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ସେମାନଙ୍କ ମୁଖା ଖୋଲିବ ଏହା ଉପରେ ରହିଛି ଜନ ସାଧରଣଙ୍କ ନଜର।

Leave a Reply

Your email address will not be published. Required fields are marked *