ବାରମ୍ବାର ମନା କରିବା ସତ୍ତ୍ୱେବି ସ୍ତ୍ରୀ କରୁଥିଲା ରିଲସ , ଆଉ ଶେଷରେ ସ୍ୱାମୀ ହ-ତ୍ୟା କଲା ସ୍ତ୍ରୀ କୁ

ବର୍ତ୍ତମାନର ଟେକ୍ନୋଲୋଜି ଦୁନିଆରେ ଟେକ୍ନୋଲୋଜି ଯେତେ ଅଧିକ ବ୍ୟାପିଛି ସେତେ ଅଧିକ ଚାଲିଛି ସୋସିଆଲ ମିଡ଼ିଆ । କହିବାକୁ ଗଲେ ସୋସିଆଲ ମିଡ଼ିଆ ଲୋକଙ୍କ ଦୈନ-ନ୍ଦିନ ଜୀବନର ଅ-ତ୍ୟାବ-ଶ୍ୟକ ଜିନିଷ ପାଲଟି ଗଲାଣି । ଆଜିକାଲି ଲୋକେ ଖାଦ୍ୟ ବସ୍ତ୍ର ବାସଗୃହ ନଥିଲେ ବରଂ ବଞ୍ଚିପାରିବେ , କିନ୍ତୁ ସୋସିଆଲ ମିଡ଼ିଆ ବିନା ବଞ୍ଚି ପାରିବେ ନାହିଁ । ପୁଣି ସୋସିଆଲ ମିଡିଆରେ ଯେଉଁ ସବୁ ନୂଆ ନୂଆ ଫିଚର ସବୁ ରହିଛି ତାହା ଆହୁରି ଲୋକଙ୍କ ମୁଣ୍ଡକୁ କିଣି ସାରିଲାଣି । ଏମିତିକି ଲୋକେ ତାହାର ବଶବର୍ତ୍ତୀ ହୋଇ ଯାଉଛନ୍ତି । ଆପଣ ଯାହା ଭାବୁଛନ୍ତି ଆମେ ମଧ୍ୟ ଠିକ ସେହି ବିଷୟରେ କହୁଛୁ ।

ସୋସିଆଲ ମିଡ଼ିଆ କହିବାକୁ ଗଲେ ଫେସବୁକ , ଇନଷ୍ଟାଗ୍ରାମ ଏବଂ ଇନଷ୍ଟାଗ୍ରାମ ରିଲସ । ବର୍ତ୍ତମାନ ସମୟରେ ଏହା ଅଧିକ ଚାଲିଛି । ରିଲସ ଲୋକଙ୍କ ଅତି ଆବଶ୍ୟକ ହୋଇ ଯାଇଛି । ଅଧିକାଂଶ ଲୋକ ସକାଳୁ ନିଦରୁ ଉଠିବା ମାତ୍ରେ ଇନଷ୍ଟା ସ୍କ୍ରୋଲିଂ ଆରମ୍ଭ କରି ଦେଇଛନ୍ତି । ଆଉ ଏହି ରିଲସ କାରଣରୁ ହିଁ ଜଣେ ମହିଳାଙ୍କ ଜୀବନ ଚାଲି ଯାଇଛି । ଘଟ-ଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ । ମହିଳାଙ୍କ ଜୀବନ ଯାଇଛି ସତ , ତେବେ କୌଣସି ରିଲସ ବନାଉ ଥିବା ସମୟରେ ନୁହେଁ ବରଂ ନିଜ ସ୍ୱାମୀ ତାଙ୍କୁ ହ-ତ୍ୟା କରିଛନ୍ତି ।

ସୂଚନା ଅନୁଯାୟୀ ୩୮ ବର୍ଷୀୟ ଚିତ୍ରାଙ୍କୁ ତାଙ୍କ ସ୍ୱାମୀ ଅମୃତ ଲିଙ୍ଗମ ରିଲସ କରିବାକୁ ମନା କରି ଆସୁଥିଲେ । କିନ୍ତୁ ଚିତ୍ରା ରିଲସ ପାଇଁ ପୁରା ପାଗଳ ଥିଲେ । ଖାଲି ସେତିକି ନୁହେଁ । ତାଙ୍କ ରିଲସ ଭିଡ଼ିଓରେ ସେତିକି ଏନଗେଜ ଏବଂ ଲାଇକ ଭିଉ ମଧ୍ୟ ଆସୁଥିଲା । ଗତ ମାସରେ ଚିତ୍ରାଙ୍କର ୩୪ ହଜାର ଫୋଲଅର୍ସ ମଧ୍ୟ ହୋଇ ଯାଇଥିଲା । ଆଉ ଯେଉଁଥିରେ ଖୁସି ହୋଇ ଚିତ୍ରା ଅଭିନୟରେ କ୍ୟାରିଅର ବନାଇବାକୁ ନିଷ୍ପତ୍ତି ନେଇ ଚେନ୍ନାଇ ଯାଇଥିଲେ । ଗତ ମାସରେ ନିଜ ଝିଅର ବାହାଘର ପାଇଁ ସେ ଘରକୁ ମଧ୍ୟ ଆସିଥିଲେ । ସେହି ସମୟରେ ମଧ୍ୟ ତାଙ୍କ ସ୍ୱାମୀ ତାଙ୍କୁ ମନା କରିଥିଲେ ।

ତାଙ୍କ ସ୍ୱାମୀ କେବେବି ଚାହୁଁ ନଥିଲେ ଯେ ତାଙ୍କ ସ୍ତ୍ରୀ କ୍ୟାମେରା ସାମ୍ନାରେ ଭିଡ଼ିଓ କରନ୍ତୁ ଏବଂ ସାରା ଦୁନିଆର ଲୋକେ ତାଙ୍କୁ ଦେଖନ୍ତୁ ବୋଲି । କିନ୍ତୁ ଚିତ୍ରା ବି ଜିଦଖୋର ଥିଲେ ଏବଂ ଚେନ୍ନାଇ ଯିବାକୁ ବାହାରିଥିଲେ । ମାତ୍ର ଏହି ସମୟରେ ସ୍ୱାମୀ ଉତ୍ୟକ୍ତ ହୋଇ ସ୍ତ୍ରୀ କୁ ହ-ତ୍ୟା କରିଥିଲା ଏବଂ ଘର ଛାଡ଼ି ପଳାଇ ଥିଲେ । ପରେ ଝିଅକୁ ଏହି ଘଟ-ଣା ବିଷୟରେ କହିବା ପରେ ପୋ-ଲିସ ଚିତ୍ରାଙ୍କ ଘରେ ପହଞ୍ଚି ଶ-ବ ବ୍ୟ-ବଚ୍ଛେ-ଦ କରି ତ-ଦନ୍ତ ଆରମ୍ଭ କରିବା ସହିତ ଅଭି-ଯୁକ୍ତ ସ୍ୱାମୀକୁ ମଧ୍ୟ ଗି-ରଫ କରିଥିଲା ।

Leave a Reply

Your email address will not be published. Required fields are marked *