ସହରରେ ଚୋ-ରି କରି ଗାଁ ରେ ହେଉଥିଲା ହିରୋ । ମାତ୍ର ଧରା ପଡ଼ିଗଲା ପୋ-ଲିସ ହାତରେ । ଆଉ ତାପରେ …….

ଆଜିକାଲି ଦୁନିଆରେ ପଇସା ପାଇଁ ଲୋକେ ଭଲ ରାସ୍ତା ପରିବର୍ତ୍ତେ ଖରାପ ରାସ୍ତା ଆପଣାଉଛନ୍ତି । ଟଙ୍କା ପାଇଁ ଲୋକେ ନିଜ ଲୋକ ବି ହ-ତ୍ୟା କରିବାକୁ ପଛାଉ ନାହିଁ । ତେବେ ଗାଁରୁ ଆସି ସହରରେ ଚୋ-ରୀ କରିବା ତ ଅତି ସହଜ କଥା । ବାସ୍ତବରେ ହିଁ ଏମିତି ଏକ ଘ-ଟଣା ଘଟିଛି ଯେଉଁଠି ପୋ-ଲିସ ଜଣେ ଖୁବ କମ ବୟସର ଯୁବକକୁ ଗି-ରଫ କରିଛି ଚୋରି ପାଇଁ । ତେବେ ପ୍ରଥମେ ଭାଇରଲ ହେଉଥିବା ଇନଷ୍ଟାଗ୍ରାମ ରିଲସ ବିଷୟରେ କହିବାକୁ ଗଲେ ଜଣେ ଯୁବକ ଏକ ଟେବୁଲ ଉପରେ ବହୁତ ଟଙ୍କା ରଖିଥିବାର ଦେଖା ଯାଇଥିଲା ଏବଂ ଟଙ୍କା ଗଣୁଥିବାର ଦେଖା ଯାଇଥିଲା ।

ଟଙ୍କା ଦେଖି ହୁଏତ କେହି ଭାବିବେ ଯେ ସେସବୁ ତାର ନିଜର ଟଙ୍କା । କିନ୍ତୁ ତାହା ଆଦୋୖ ନୁହେଁ । କାରଣ ସେସବୁ ହେଉଛି ଚୋ-ରି ଟଙ୍କା । ଏମିତି ଲକ୍ଷ ଲକ୍ଷ ଟଙ୍କାକୁ ନେଇ କେହି ଭିଡ଼ିଓ କଲେ ନିଶ୍ଚିତ ଭାବରେ ସନ୍ଦେ-ହ ଆସେ । ଏହି ଯୁବକ କିନ୍ତୁ ଯେତେବେଳେ ଗାଁ କୁ ଯାଉଥିଲେ ସେତେବେଳେ କିନ୍ତୁ ଗାଁ ରେ ଭଲ ମଣିଷ ସାଜୁଥିଲେ । ଯେକେହିବି ଭାବୁଥିଲେ ଯେ ସେ ବୋଧହୁଏ ପରିଶ୍ରମ କରି ଟଙ୍କା ଆଣିଛି । ତେବେ ପୋ-ଲିସ ଗି-ରଫ କରିଥିବା ଏହି କୁଖ୍ୟା-ତ ଲୁଟେ-ରାର ନାମ ହେଉଛି ଚନ୍ଦନ ଅର୍ଥାତ ଶିବୁ ପ୍ରସାଦ ଜେନା ।

ଯାହାକୁ ନୟାପଲ୍ଲୀ ଥା-ନା ପୋ-ଲିସ ଗି-ରଫ କରିଛ । ଚନ୍ଦନ ଠାରୁ ସାତୋଟି ସୁନା ଚେନ ଏବଂ ଏକ ବାଇକ ପୋ-ଲିସ ଜ-ବତ କରିଛି । ତେବେ ଏହି ଯୁବକଙ୍କ ଘର ପୁରୀ ଜିଲ୍ଲା କୋଣାର୍କ ଥା-ନା ଅନ୍ତର୍ଗତ ଡାଳିମ୍ବଗରଡ଼ିରେ । ତେବେ ଏହି ଚୋ-ରକୁ ନୟାପଲ୍ଲୀ ଥା-ନା ଅନ୍ତର୍ଗତ ଏକ ହୋଟେଲରୁ ଗି-ରଫ କରିଛି ପୋ-ଲିସ । ଗତକାଲି ତାଙ୍କୁ କୋର୍ଟ ଚା-ଲାଣ କରାଯାଇଥିଲା । ମାତ୍ର ଜାମିନ ନାମଞ୍ଜୁର ହେବାରୁ ତାକୁ ଜେ-ଲକୁ ପଠାଇ ଦିଆଯାଇଛି । ତେବେ କହିରଖିବୁ ଯେ ଲୁ-ଟେରା ଚନ୍ଦନ ପାଖରୁ ସାତୋଟି ସୁନା ଚେନ ଜ-ବତ କରିଛି ପୋ-ଲିସ ।

ଏହାବ୍ୟତୀତ ଗୋଟିଏ ବାଇକ ମଧ୍ୟ ଜ-ବତ ହୋଇଛି । ସୁନା ଚେନ ଲୋଟପାଟ କରିବା ପରେ ସେସବୁକୁ ଚନ୍ଦନ ବିକ୍ରି କରୁଥିଲା କିମ୍ବା ବନ୍ଧା ପକାଇ ଦେଉଥିଲା । ସେହି ଟଙ୍କାରେ ସେ ଓଏସ କରୁଥିଲା । ସବୁଠାରୁ ବଡ଼ କଥା ଯେ ସେ ସେହି ଭୁବନେଶ୍ୱରର ହୋଟେଲରେ ରହି ଟଙ୍କା ଉଡ଼ାଉଥିଲା । ବମ୍ବେ ଦିଲ୍ଲୀ କୋଲକାତା ଠାରୁ ଆରମ୍ଭ କରି କାଶ୍ମୀର ଆଦି ପ୍ରମୁଖ ସ୍ଥାନ ବୁଲି ସାରିଛି ଏହି ଲୁ-ଟେରା । ଖାଲି ସେତିକି ନୁହେଁ ଇନଷ୍ଟାରେ ଟଙ୍କା ଗଣୁଥିବାର ଭିଡ଼ିଓ ବନାଇ ମଧ୍ୟ ସେୟାର କରିଥିଲା । ତେବେ ଏହି ଅଭି-ଯୁକ୍ତଙ୍କ ନାମରେ ପନ୍ଦରରୁ ଅଧିକ ଅଭି-ଯୋଗ ଥିବା ପୋ-ଲିସ କହିଛି ।

Leave a Reply

Your email address will not be published. Required fields are marked *