ହ-ତ୍ୟାକା-ରୀ ସ୍ଵାମୀ କହିଲା ସ୍ତ୍ରୀକୁ ହ-ତ୍ୟା କରିବା ପଛର ପୁରା କାହାଣୀ , ଶୁଣି ସମସ୍ତେ ଆଶ୍ଚର୍ୟ୍ଯ

ସ୍ଵାମୀ ଆଉ ସ୍ତ୍ରୀ ମଧ୍ୟରେ ଝ-ଗଡା ହେବା ସାଧାରଣ କଥା ଅଟେ । ସବୁବେଳେ ସେମାନଙ୍କ ମଧ୍ୟରେ ଝ-ଗଡା ହୋଇଥାଏ ଆଉ ପରେ ପୁଣି ସବୁ କଥା ସମାଧାନ ହୋଇଯାଏ । ସମସ୍ତ ସ୍ଵାମୀ ଆଉ ସ୍ତ୍ରୀ ମଧ୍ୟରେ ଝ-ଗଡା ତ ନିହାତି ହୋଇଥାଏ ଆଉ ପୁଣି ଥରେ ନିଜ ସଂସାରକୁ ସଜାଡ଼ିବା ପାଇଁ ସେମାନେ ପୁଣିଥରେ ଏକାଠି ହୋଇ ଯାଆନ୍ତି । ତେବେ ଏପରି ପରିସ୍ଥିତିରେ କିଛି ଜଣ ସ୍ଵାମୀ ସ୍ତ୍ରୀ ରହିଥାନ୍ତି , ଯେଉଁ ମାନେ ନିଜ ପରିବାରର ସମସ୍ୟାକୁ ଆଉ କେବେ ସମାଧାନ କରିପାରନ୍ତି ନାହିଁ । ଶେଷରେ ସେହି ଘ-ଟଣା ଅତ୍ୟନ୍ତ ଭ-ୟଙ୍କର ରୂପ ଧାରଣ କରିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ସେପରି କିଛି ଘଟ-ଣା ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣ ଭ-ୟଭୀ-ତ ହୋଇଯିବେ । ସ୍ଵାମୀ ଏବଂ ସ୍ତ୍ରୀ କିପରି ମ-ଦ ନି-ଶାରେ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲେ ଆଉ ତାପରେ ସ୍ଵାମୀ ଜଣକ ଯାହା କା-ଣ୍ଡ ଘଟାଇ ଥିଲେ , ଯାହା ଶୁଣିବା ପରେ ପୁରା ଅଞ୍ଚଳରେ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି ଆଉ ସମସ୍ତଙ୍କ ମନରେ ଶୋ-କର ଛା-ୟା ଖେଳି ଯାଇଛି । ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାରେ । ସୂଚନା ଅନୁଯାୟୀ , ବାଲେଶ୍ଵର ଜିଲ୍ଲା ସିମୁଳିଆ ଥା-ନା ଓଡ଼ା ପଞ୍ଚାୟତ ଛତ୍ରପୁର ଗ୍ରାମରେ ଏହି ହ-ତ୍ୟାକା-ଣ୍ଡ ଘଟି ଯାଇଛି ।

ତେବେ ଏହି ଗ୍ରାମରେ ରହିଥିବା ଜଣେ ଆଦିବାସୀ ଦମ୍ପତି ହେଉଛନ୍ତି କୁନି ସିଂ ଆଉ ତାଙ୍କ ସ୍ଵାମୀ ବିର ସିଂ । ଦୁହେଁ ପ୍ରତିଦିନ ଓଳାଶୁଣୀ ଛକରେ ରହିଥିବା ଏକ ମ-ଦ କାଉଣ୍ଟରକୁ ମ-ଦ ପିଇବାକୁ ଯାଇଥିଲେ । ତେବେ ସବୁଦିନ ଭଳି ମଙ୍ଗଳବାର ଦିନ ମଧ୍ୟ ଦୁହେଁ ମ-ଦ ପିଇବାକୁ ଚାଲି ଯାଇଥିଲେ । ତେବେ ମ-ଦର ନି-ଶା କୁନି ସିଂଙ୍କୁ ବହୁତ ଚଢ଼ି ଯାଇଥିଲା । ଯାହା ପରେ ତାଙ୍କ ସ୍ଵାମୀ ବିର ସିଂ ତାଙ୍କୁ ଘରକୁ ଯେତେ ଡ଼ାକି ଥିଲେ ମଧ୍ୟ ସେ ଘରକୁ ଯିବା ପାଇଁ ନାରାଜ ଥିଲେ ।

ତେବେ ଏହାପରେ ବିର ସିଂଙ୍କ ମୁଣ୍ଡ ଗରମ ହୋଇ ଯାଇଥିଲା । ଆଉ ମ-ଦର ନି-ଶା ତାଙ୍କ ଦେହକୁ ପୁରାପୁରି ଚଢ଼ି ଯାଇଥିଲା । ତେଣୁ ସେ କଣ କରିବେ ବୋଲି ଭାବି ପାରି ନଥିଲେ।ଆଉ ଏପରି କା-ଣ୍ଡ କରି ଦେଇଥିଲେ , ଯାହା ବିଷୟରେ ସେ ସ୍ୱପ୍ନରେ ମଧ୍ୟ ଭାବି ପାରି ନ ଥିଲେ । ସେ ନିଜ ହାତରେ କୁନିଙ୍କୁ ଅନେକ ମା-ଡ଼ ମା-ରିବା ସହିତ ପାଖରେ ପଡ଼ିଥିବା ଏକ କାଠ ମୁଣ୍ଡରେ କୁନିଙ୍କୁ ଆକ୍ର-ମଣ କରିଥିଲେ । ଆଉ ତାଙ୍କୁ ସେଠାରେ ଛାଡି ପଳାଇ ଯାଇଥିଲେ।

ତେବେ ଘ-ଟଣା ସ୍ଥଳରେ କୁନିଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ତେବେ ତାପର ଦିନ ସକାଳେ ଲୋକେ ବିଲ ମଝିରେ ଏକ ଶ-ବ ଦେଖିବାକୁ ପାଇଥିଲେ ଆଉ ତାଙ୍କୁ ଚିହ୍ନଟ ମଧ୍ୟ କରି ପକାଇ ଥିଲେ । ପରେ ପୋଲି-ସକୁ ଡକାଇ ଥିଲେ ଆଉ ଘଟଣା ବିଷୟରେ ନିଜେ ବିର ସିଂ ସବୁ କଥା ସ୍ୱିକାର କରି ନେଇଥିଲା । ତେବେ ବର୍ତ୍ତମାନ ସମୟରେ ପୋ-ଲିସ ତାଙ୍କୁ ଗି-ରଫ କରି ନେଇଛି

Leave a Reply

Your email address will not be published. Required fields are marked *