ଛାଡ଼ପତ୍ର ଦିଅ ନଚେତ ମୁଁ ଉଲଗ୍ନ ହୋଇ ରାସ୍ତାରେ ବୁଲିବି ‘ ସ୍ୱାମୀକୁ ଧମକ ଦେଇ କହିଲା ସ୍ତ୍ରୀ , କାରଣ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ :-a

ବର୍ତ୍ତମାନ ସମୟରେ ଲୋକଙ୍କ ପାଇଁ ସବୁଠାରୁ ଶସ୍ତା ଜିନିଷ ପାଲଟି ଯାଇଛି ସମ୍ପର୍କ । ପତ୍ୟେକ ଦିନ କେତେ କେତେ ସମ୍ପର୍କ ଭାଙ୍ଗି ଯାଉଛି । ଅନେକ ଲୋକଙ୍କର ଛାଡ଼ପତ୍ର ହେଉଛି । ତେବେ ବର୍ତ୍ତମାନ ସମୟରେ ଏହି ଛାଡପତ୍ର ସମ୍ବନ୍ଧିତ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ଛାଡ଼ପତ୍ର ଦେବାକୁ ବାଧ୍ୟ କରିଛି ମାତ୍ର ଯେତେବେଳେ ସ୍ୱମୀ ମନା କରିଛି ସେତେବେଳେ ସ୍ତ୍ରୀ ତାକୁ କିଛି ଏପରି କଥା କହି ଧମକ ଦେଇଛି ଯାହା ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ । ତେବେ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏହି ଘଟଣା ସାଉଦିଆରବର ଅଟେ । ସେଠାରେ ଜଣେ ମହିଳା ନିଜ ସ୍ୱାମୀକୁ ଛାଡ଼ପତ୍ରମାଗିଛନ୍ତି । କିନ୍ତୁ ଯେତେବେଳେ ତାଙ୍କ ସ୍ୱାମୀ ଛାଡ଼ପତ୍ର ଦେବାକୁ ମନା କରିଛନ୍ତି ସେତେବେଳେ ସେ ତାଙ୍କ ସ୍ୱାମୀଙ୍କୁ କହିଛନ୍ତି ଯେ ‘ ଛାଡ଼ପତ୍ର ଦିଅ ନଚେତ ମୁଁ ନଗ୍ନ ହୋଇ ରାସ୍ତାରେ ବୁଲିବି । ‘ ତେବେ ସାଉଦିଆରବର କୌଣସି ଏକ ସହରର ଏହି ଘଟଣାକୁ ଗଲ୍ଫ ନ୍ୟୁଜ ରୁ ସଂଗ୍ରହ କରାଯାଇଛି ।

ତେବେ ବାସ୍ତବ କଥା ଏହା ଯେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ଝଗଡ଼ା ହେବା ପରେ ଯୁକ୍ତିତର୍କ ଏପରି ଏକ ସ୍ତରକୁ ଯାଇଥିଲା ଯାହାକି ଘଟଣା ଛାଡ଼ପତ୍ରପର୍ଯ୍ୟନ୍ତ ପହଞ୍ଚି ଥିଲା । ସ୍ତ୍ରୀ ସ୍ୱାମୀକୁ ଛାଡ଼ପତ୍ର ଦେବାକୁ କହିଥିଲେ ହେଁ ସ୍ୱାମୀ କିନ୍ତୁ ଛାଡ଼ପତ୍ର ଦେବାକୁ ମନା କରିଛନ୍ତି । କିନ୍ତୁ ସ୍ତ୍ରୀ ଏପରି ଏକ ସର୍ତ୍ତ ରଖିଛି ଯାହା ସାମ୍ନାରେ ସ୍ୱାମୀ ମଧ୍ୟ ଅସଫଳ ହୋଇଛି । ଛାଡ଼ପତ୍ର ପାଇଁ ସ୍ୱାମୀ ରାଜି ନହେବାରୁ ସ୍ତ୍ରୀ ସ୍ୱାମୀକୁ କହିଛି ଯେ ଯଦି ସେ ଛାଡ଼ପତ୍ର ନଦିଅନ୍ତି ତେବେ ସେ ନଗ୍ନ ହୋଇ ରାସ୍ତାରେ ବୁଲିବେ ।ଏପରି କଥା ଶୁଣି ସ୍ୱାମୀ ବାଧ୍ୟ ହୋଇ ସ୍ତ୍ରୀକୁ ଛାଡ଼ପତ୍ର ମଧ୍ୟ ଦେଇଛି । ଏହା ଶୁଣି ବ୍ୟକ୍ତିଙ୍କର ହୋସ ଉଡ଼ି ଯାଇଛି ।

ତେବେ ଛାଡ଼ପତ୍ର ଆବେଦନ ପରେ ସ୍ବାମୀ କୋର୍ଟ ରେ ତାଙ୍କ ଇଚ୍ଛା ବିରୋଧରେ ଛାଡ଼ପତ୍ର ହେଉଥିବା କଥା ସହ ସମ୍ପୂର୍ଣ୍ଣ ଘଟଣା ବିଷୟରେ ବର୍ଣନା କରିଛନ୍ତି ଏହା ସହିତ ନିଜ ସ୍ତ୍ରୀକୁ ମଧ୍ୟ ବୁଝାଇଛନ୍ତି । ତଥାପି ତାଙ୍କ ସ୍ତ୍ରୀ ଜିଦରେ ଅଟଳ । ଏହିପରି ସାଉଦିଆରବ କଥା କହିବାକୁ ଗଲେ ସେଠାରେ ପ୍ରତି ଏକ ଘଣ୍ଟାରେ ୭ ଛାଡ଼ପତ୍ର ମାମଲା ଆସିଥାଏ ଯାହାକି ବାସ୍ତବରେ ଏକ ଚର୍ଚ୍ଚାର ବିଷୟ ଅଟେ ।

Leave a Reply

Your email address will not be published. Required fields are marked *