ଯେଉଁ ବ୍ୟକ୍ତି ସୋମବାରକୁ ଏହି ଏକ କାମ କରନ୍ତି ଜୀବନ ସାରା ଗରିବ ରହିଥାଏ। ସୋମବାର ମହାଦେବ ପୂଜା।

ବନ୍ଧୁମାନେ ସୋମବାରକୁ କିଛି ଏପରି କାର୍ଯ୍ୟ କରନ୍ତୁ ନାହିଁ ଯାହା ଆପଣଙ୍କୁ ଗରିବୀ ଆଣିଦେବ। ଆପଣ ମାନେ ଜାଣନ୍ତି କି ରାବଣ ବହୁ ତପସ୍ୟା ପରେ ମହାଦେବ ଶିବ କିଛି ଏପରି ବରଦାନ ଦେଇଥିଲେ ଯାହା ସବୁଠାରୁ ଦୁର୍ଲଭ ଅଟେ। ରାବଣ ଭଗବାନଙ୍କ ଠାରୁ ଜ୍ଞାନ ଯୋଗ ସହିତ ଅନ୍ୟ ଯୋଗ ମାନ ପ୍ରାପ୍ତ କରିଥିଲେ। ରାବଣର ୧୦ଟି ମୁଣ୍ଡ ହୋଇଥିବାରୁ ସେ ସମସ୍ତଙ୍କୁ ଅତି ସହଜରେ ପରାସ୍ତ କରି ପାରୁଥିଲେ। ତାଙ୍କର ଶକ୍ତି ଲାଗି ସେ ସବୁଠୁ ବଳଶାଳୀ ଏବଂ ପ୍ରତାପୀ ବୋଲି ଜଣା ଯାଆନ୍ତି। ସେଥିପାଇଁ ତାଙ୍କୁ ତ୍ରିପୁର ସାମ୍ରାଜ୍ୟର ରାଜା ବନେଇ ଦିଆଗଲା।

ରାବଣ ୩ଲୋକକୁ ବସ କରିଦେଲେ ଯାହାଦ୍ବାରା ଦେବତାଙ୍କ ଚିନ୍ତା ଆହୁରି ବଢ଼ିଗଲା। ତେଣୁ ସମସ୍ତ ଦେବତା ତ୍ରିଲୋକକୁ ଯାଇ ସେଠାରେ ଉପସ୍ଥିତ ହେଇଗଲେ। ଯେଉଁ ମାନଙ୍କର ମୁଖ ବାନର ପରି ସେମାନେ ଦେବତାଙ୍କୁ ପ୍ରଣାମ କରିବାକୁ ଲାଗିଲେ। ସେମାନେ ନନ୍ଦିଙ୍କୁ ପଚାରିଲେ କି ଆପଣଙ୍କ ମୁଖ ଏପରି ବାନର ପରି ହୋଇଛି କାହିଁକି ?

ଏହା ଶୁଣି ନନ୍ଦୀ ଉତ୍ତରରେ କହିଲେ କି ରାବଣ ଆସିଥିଲେ ଓ ସେ ବହୁ ବଡା ଚଉଡ଼ା କଥା ବାର୍ତ୍ତା କରିବାକୁ ଲାଗିଲେ। ତେଣୁ ମୁଁ ତାଙ୍କୁ କହିଲି ତମେ ଶିବ ଉପାସକ ଏବଂ ମୁଁ ବି। ଅର୍ଥାତ୍ ଆମେ ଦୁହେଁ ସମାନ ଅଟନ୍ତି। ତେଣୁ ଏପରି କଥା କାହିଁକି କହୁଛନ୍ତି। ଏହା ଶୁଣି ରାବଣ ପଚାରିବାକୁ ଲାଗିଲେ କି ତୁମ ମୁହଁ ବାନର ମୁଖ କାହିଁକି ହୋଇଛି। ଏହାର ଉତ୍ତରରେ ମୁଁ କହିଲି କି ମତେ ଭଗବାନ ଶିବଙ୍କ ଆଶୀର୍ବାଦରୁ ଏହି ଫଳ ମିଳିଲା। ସେ ମତେ ବହୁତ୍ କିଛି ଫଳ ଦେଉଥିଲେ ଯାହା ମୁଁ ସ୍ୱୀକାର କଲି ନାହିଁ। ତେଣୁ ନିଜ ପାଇଁ ବାନର ସମାନ ମୁହଁ ମାଗିଲି। ଭଗବାନ ଦୟା କରି ମତେ ମାଗିଥିବା ବସ୍ତୁ ଦେଇଦେଲେ।

ଯିଏ ନୀରବ ନିଶ୍ଚଳ ଅଟନ୍ତି ସେମାନେ ତାଙ୍କର ବହୁତ୍ ପ୍ରିୟ ଅଟନ୍ତି ଏହାର ବିପରୀତ ଯିଏ ଅଭିମାନୀ ଅବା ରାଗି ଅଟନ୍ତି ତାଙ୍କୁ ତାଙ୍କର କୃପା ମିଳେ ନାହିଁ। ଏହାଶୁଣି ରାବଣ କହିବାକୁ ଲାଗିଲା କି ମୁଁ ବହୁତ୍ ବଳଶାଳୀ ଏବଂ ମୁଁ ଭଗବାନଙ୍କୁ ୧୦ମୁଖ ମାଗିଛି। ଏଥିରେ ମୁଁ ଶିବଙ୍କର ସ୍ତୁତି ଗାଈ ପାରିବି। ତୁମେ ପୁଣି ବାନର ମୁଖ ମାଗିଛ। ଏହା ଶୁଣି ନନ୍ଦୀ ରାଗି ଯାଇ ତାଙ୍କୁ ଅଭିଶାପ ଦେଲେ କି ଯେଉଁ ନିଷ୍ଠାପର ବ୍ୟକ୍ତି ଯେବେ ମତେ ଆଗରେ ରଖି ଦେବତାଙ୍କ ସହ ତମକୁ ଆକ୍ରମଣ କରିବ। ସେ ନିଶ୍ଚୟ ତମକୁ ମାରିଦେବ।

ଦେବାଧି ଦେବ ମହାଦେବ ହେଉଛନ୍ତି ଏହି ସଂସାର କର୍ତ୍ତା। ଏହି ସବୁ କଥା ଶୁଣି ସବୁ ଦେବତା ମନ ଭିତରେ ଦୁଃଖ କରିବାକୁ ଲାଗିଲେ। ସେମାନେ ନନ୍ଦୀକୁ ଆଶିଷ ଜଣାଇ କହିଲେ କି ଯେଉଁ ବି ମନୁଷ୍ୟ ସୋମବାର ଦିନ କାହାକୁ କଷ୍ଟ ଦିଅନ୍ତି ଅବା ପ୍ରାଣୀଙ୍କୁ କଷ୍ଟ ଦିଅନ୍ତି। ସେ ତାଙ୍କ ଜୀବନରେ କେବେ ବି ଖୁସି ପାଇ ପାରିବେ ନାହିଁ। ଅର୍ଥାତ୍ ପ୍ରତ୍ୟେକ ମନୁଷ୍ୟକୁ ନନ୍ଦୀଙ୍କ ସମ୍ମାନ କରିବା ଉଚିତ୍। ଯେଉଁ ବ୍ୟକ୍ତି ଷୋମବାର ଦିନ ନନ୍ଦୀଙ୍କୁ କଷ୍ଟ ଦେବ ସେ ଗରିବ ହେବାକୁ ଲାଗିବ।

ଯେଉଁ ବ୍ୟକ୍ତି ନନ୍ଦୀକୁ ପୂଜା କରିବ ଅବା ପ୍ରସାଦ ଚଢ଼େଇଵ। ତାଙ୍କୁ ସୁଖ ସମୃଦ୍ଧି ପ୍ରାପ୍ତି ହେବ। ସ୍କନ୍ଦ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ଶିବ ମନ୍ଦିର ଚାରି ପଟେ ଝାଡୁ ଲଗାନ୍ତି। ସେ ନିଶ୍ଚିତ ତ୍ରିଲୋକରେ ପହଞ୍ଚି ଥାଏ। ଯିଏ ସବୁବେଳେ ଶିବ ମନ୍ଦିରରେ ପ୍ରକାଶ ଦୀପ ଜଳାନ୍ତି ସେମାନେ ତାଙ୍କ ଜୀବନରେ ସବୁ ସୁଖ ସୁବିଧା ପ୍ରାପ୍ତ କରନ୍ତି। ଯେଉଁ ବ୍ୟକ୍ତି ଧୂପ ଦୀପ ଦିଅନ୍ତି ସେମାନେ ନିଜ ଜୀବନରେ ପୂର୍ବ ପୁରୁଷଙ୍କୁ ତୃପ୍ତ କରିଥାଏ ଓ ବିଶ୍ୱରେ ଯଶଶ୍ଵି ପ୍ରାପ୍ତ ହୋଇଥାଏ।

ଯେଉଁ ମାନେ ସୋମବାର ଦିନ ଦୀପ ଦାନ କରନ୍ତି ସେମାନେ ଜୀବନରେ ବହୁତ୍ ଆଗକୁ ଯାଆନ୍ତି। ଯେଉଁ ମାନେ ନୈବେଦ୍ୟ ଦିଅନ୍ତି ସେମାନେ ଜୀବନରେ ବହୁ ଯୋଗ ପ୍ରାପ୍ତ କରନ୍ତି। ଜୀବନରେ ଯଦି କେବେ ଭଙ୍ଗା ମନ୍ଦିରକୁ କେହି ପୁନଃ ଗଢି ଦିଅନ୍ତି। ତେବେ ସେମାନେ ନିସନ୍ଦେହ ଭାବରେ ସମସ୍ତ ସୁଖ ପ୍ରାପ୍ତ କରନ୍ତି। ଯେଉଁ ବ୍ୟକ୍ତି ମନ୍ଦିରରେ ବହୁତ୍ ଆବାଜ୍ କରୁଥିବା ଘଣ୍ଟି ବଜାନ୍ତି ସେମାନେ ତାଙ୍କ ଜୀବନରେ ବହୁ ସମ୍ମାନ ପ୍ରାପ୍ତି କରନ୍ତି।

ଯେଉଁ ମନୁଷ୍ୟ ତାଙ୍କ ଜୀବନରେ ଓଁ ନମଃ ଶିବାୟ ପଞ୍ଚକ୍ଷରି ମନ୍ତ୍ର ଜପ କରନ୍ତି ସେହି ମନୁଷ୍ୟ ତାଙ୍କ ଜୀବନରେ ସବୁବେଳେ କୌଣସି ବାଧା ଆସେ ନାହିଁ। ତେଣୁ ପ୍ରତ୍ୟେକ ମନୁଷ୍ୟକୁ ତାଙ୍କ ଜୀବନରେ ଠାକୁର ଦର୍ଶନ କରିବା ଉଚିତ୍। କାରଣ ତାଙ୍କ ଦର୍ଶନରେ ସମସ୍ତ ପାପର ବିନାଶ ହୋଇଥାଏ। ରାତ୍ର କାଳରେ ଶଙ୍କର ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ତାହାର ତୁଳନା ନାହିଁ। ତେଣୁ ଆପଣ ମଧ୍ୟ ଶିବଙ୍କ ଉପାସନା ଏପରି କରିପାରିବେ ଏବଂ ସୋମବାର ଦିନ କୌଣସି ପଶୁଙ୍କ ଅପମାନ କରିବେ ନାହିଁ।

Leave a Reply

Your email address will not be published. Required fields are marked *