ଅନୁଭବଙ୍କ ମା ଦେଖିବେ ପୁଅର ପ୍ରେମ ।

ଅନୁଭବ ମାଙ୍କ ମନ ହେଉଛି ଉଚ୍ଛନ୍ନ । ପୁଅର ପ୍ରେମ ଦେଖିବାକୁ ଅନୁଭବ ମା ହେଲେ ବ୍ୟସ୍ତ । ମା ଜାଣିଛନ୍ତି ତାଙ୍କ ପୁଅ ଭାରି ରୋମାଣ୍ଟକି । ସେ ସମସ୍ତଙ୍କୁ ଯାହା ଯେତିକି ଭଲ ପାଆନ୍ତି କିନ୍ତୁ ତାଙ୍କ ପ୍ରେମିକାଙ୍କୁ ସେ ବହୁତ୍ ଅଧିକ ଭଲ ପାଇବା ଦେଇଥାନ୍ତି ।

ଅନୁଭବ ମହାନ୍ତି ଅଭିନୟ ଜୀବନରେ ଯେମିତି ପ୍ରେମ କରନ୍ତି ଅନୁଭବ ମହାନ୍ତି ବାସ୍ତବ ଜୀବନରେ ମଧ୍ୟ ସେମିତି ପ୍ରେମ କରନ୍ତି । ସେଥି ପାଇଁ ତ ପ୍ରେମ କରି ଏବେ ବହେ ନାମ ନେବା ପରେ ଅନୁଭବ ମହାନ୍ତି ରହୁଥିଲେ ପ୍ରେମ ଠୁ ବହୁ ଦୂରରେ । ହେଲେ ପୁଣି ଥରେ ଅନୁଭବ ମହାନ୍ତି ପ୍ରେମରେ ପଡିଛନ୍ତି ।

ଆଉ ଏଥର ଅନୁଭବ ମହାନ୍ତିଙ୍କ ଲଭ୍ ଦେଖିବାକୁ ଅନୁଭବ ମହାନ୍ତି ଯାଇଛନ୍ତି ଅନୁଭବଙ୍କ ସାଥିରେ । ଅନୁଭବ ମହାନ୍ତି ତାଙ୍କ ନିଜ ଠୁ ବି ଅଧିକ ତାଙ୍କ ବାପା ମାଙ୍କୁ ଭଲ ପାଇବା ଦେଇଥାନ୍ତି । ସବୁବେଳେ ସବୁ ପରିସ୍ଥିତିରେ ଅନୁଭବ ମହାନ୍ତି ବାପା ମାଙ୍କ ଆଶୀର୍ବାଦ ନେଇ ସବୁ କାର୍ଯ୍ୟର ଆରମ୍ଭ କରିଥାନ୍ତି ।

ତ ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଏବେ ଯେହେତୁ ଦୀର୍ଘ ଦିନ ପରେ ଆସୁଛି ଅନୁଭବ ମହାନ୍ତିଙ୍କ ଚଳଚ୍ଚିତ୍ର ଲଭ୍ ଇନ୍ ଲଣ୍ଡନ ତେଣୁ ଅନୁଭବ ଏଥର ଲଭ୍ ଇନ୍ ଲଣ୍ଡନରେ କେଉଁ ଭଳି ଲଭ୍ କରିଛନ୍ତି ତାହା ଦେଖିବାକୁ ଅନୁଭବ ମହାନ୍ତିଙ୍କ ମା ପହଞ୍ଚିଛନ୍ତି ସିନେମା ହଲରେ ।

ସାଧାରଣ ଦର୍ଶକଙ୍କ ପରି ଟିକେଟ ପାଇଁ ଲମ୍ବା ଲାଇନରେ ଛିଡା ହୋଇ ଥିବା ମଧ୍ୟ ଦେଖିବାକୁ ମିଳିଛି । ବହୁ ଦିନ ଅନୁଭବ ମହାନ୍ତିଙ୍କ ପ୍ରଶଂସକ ମାନେ ଅପେକ୍ଷା କରି ରହିଥିଲେ କେବେ ରିଲିଜ୍ ହେବ ଅନୁଭବ ମହାନ୍ତିଙ୍କ ଚଳଚ୍ଚିତ୍ର ଲଭ୍ ଇନ୍ ଲଣ୍ଡନ ।

ହେଲେ ଦର୍ଶକ ବନ୍ଧୁ ଶେଷରେ ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟିଥିବା ବେଳେ ରଜ ରେ ମୁକ୍ତିଲାଭ କରିଛି ଅନୁଭବ ମହାନ୍ତିଙ୍କ ଏହି ଚଳଚ୍ଚିତ୍ର । ତେବେ ଲଭ୍ ଇନ୍ ଲଣ୍ଡନକୁ ନେଇ ସମସ୍ତେ ବେଶ୍ ଖୁସି ଥିବା ବେଳେ ଅନୁଭବ ମହାନ୍ତି ନିଜେ ମଧ୍ୟ ବହୁତ୍ ଖୁସି ଅଛନ୍ତି । କାରଣ ରାଜନୀତିରେ ପାଦ ଥାପି ବା ପରେ ଅନୁଭବ ଅଭିନୟ ଠୁ ଅନେକ ଦିନ ଧରି ଦୂରେଇ ଯାଇଥିଲେ ।

ପାରିବାରିକ ସମସ୍ୟା ଓ ରାଜନୀତି ପାଇଁ ଦୀର୍ଘ ଦିନ ଅନୁଭବ ମହାନ୍ତି ଚଳଚ୍ଚିତ୍ର ଜଗତରୁ ଦୂରରେ ରହିବା ପରେ ଏବେ ରଜରେ ଘାଣ୍ଟିବେ ଅନୁଭବ ମହାନ୍ତି । ତେବେ ଅନୁଭବ ମହାନ୍ତିଙ୍କ ଏହି ଚଳଚ୍ଚିତ୍ର ପ୍ରେମ କାହାଣୀ ଉପରେ ଆଧାରିତ ବୋଲି କୁହାଯାଉଥିବା ବେଳେ ଦର୍ଶକ ମାନେ ମଧ୍ୟ ଏହି ଚଳଚ୍ଚିତ୍ରକୁ ନେଇ ବେଶ୍ ଆଶା ବାଦି ଅଛନ୍ତି କି ଏହି ଚଳଚ୍ଚିତ୍ର ଟି ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ କରିବ ।

Leave a Reply

Your email address will not be published. Required fields are marked *