ବୁଡି ଗଲାଣି କୋଣାର୍କ ସୂର୍ଯ୍ୟ ମନ୍ଦିର , ହୋଇଯିବ କି ସୃଷ୍ଟିର ବିନାଶ

କ୍ଷଣିକ ପରେ କ୍ଷଣିକ ମଧ୍ୟରେ ଏପରି କିଛି ଖବର ସାମ୍ନାକୁ ଆସୁଛି , ଯାହା ଶୁଣିବା ପରେ ଦେହ ଭୟରେ ଶୀତେଇ ଯାଉଛି । ଯାହାକୁ ଦେଖିବା ପରେ ଆଉ ଅନୁଭବ କରିବା ପରେ ସତରେ ଯେମିତି ଲାଗୁଛି ଆମ ସମୟ ପାଖେଇ ଆସିଲାଣି । ଶେଷ ହୋଇଯିବ ଏ ସୃଷ୍ଟି ଆଉ ହୋଇଯିବ ବି-ନାଶ । ଶେଷ ହୋଇଯିବ ଏ କଳିଯୁଗ ଆଉ ଆମେ ଏ ପୃଥିବୀରୁ ବି-ଦାୟ ନେଇ ଚାଲିଯିବା ଆଉ ତା ପର ଠାରୁ ଆରମ୍ଭ ହୋଇଯିବ ସତ୍ୟ ଯୁଗ। ତେବେ ବର୍ତ୍ତମାନ ସମୟରେ ଘଟି ଯାଉଥିବା କିଛି ଘ-ଟଣା ସତରେ ଦେହ ଥରାଇ ଦେଉଛି , ଆଉ ଯାହା ସୃଷ୍ଟିର ବିନା-ଶର ଏକ ବାର୍ତ୍ତା ଦେଉଛି ।

ତେବେ ବର୍ତ୍ତମାନ ସମୟରେ ଆପଣ ମାନେ ଜାଣିଥିବେ କି , ଲଗାତାର ଭାବରେ ବର୍ଷା ହେଉଛି ଆଉ ବର୍ଷା ହେବା ଯୋଗୁଁ ବନ୍ୟା ପରିସ୍ଥିତି ଲାଗି କରି ରହିଛି । ଯେଉଁ କାରଣରୁ ଅନେକ ଗାଁ ଗୁଡ଼ିକ ମଧ୍ୟ ବୁଡି ଗଲାଣି । ଲୋକ ମାନେ ଏବେ ବି ଜଳ ଘେରରେ ରହିଛନ୍ତି ଆଉ ଅତି କଷ୍ଟରେ ନିଜର ଜୀବନ ବିତାଇବାକୁ ଲାଗିଛନ୍ତି । କିଛି ଦିନ ପୂର୍ବରୁ ଦେଖିବାକୁ ମିଳିଥିଲା କି , ବର୍ଷା ଯୋଗୁଁ ପୁରୀ ଶ୍ରୀମନ୍ଦିରର ବାଇଶି ପାହାଚ ଜଳମଗ୍ନ ହୋଇ ଯାଇଥିଲା । ଆଉ ଯାହା କୁହା ଯାଇଥିଲା କି , ଏହା ଏକ ବଡ ସଂ-କେତ ଦେଉଛି ।

ତେବେ ଖାଲି ଏତିକି ନୁହେଁ , ବଡ ବଡ ମହାପୁରୁଷ ମାନେ ମଧ୍ୟ ଆଗରୁ ଏମିତି କିଛି କଥା କହି ଯାଇଛନ୍ତି , ଯାହା ଧିରେ ଧୀରେ ସତ ହେବାକୁ ଲାଗୁଛି ବୋଲି ଜଣା ପଡ଼ୁଛି । ତେବେ ଏହାରି ମଧ୍ୟରେ ଦେଖା ଯାଇଛି କି , ଶ୍ରୀମନ୍ଦିର ପରେ ପରେ ସୂର୍ଯ୍ୟ ମନ୍ଦିର କୋଣାର୍କରେ ମଧ୍ୟ ପାଣି ଛାଇ ଯାଇଛି । ଯୁଆଡେ ଦେଖିବେ ସିଆଡେ ହିଁ ପାଣି । ଆଉ ସେଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ଆଣ୍ଠୁଏ ଆଣ୍ଠୁଏ ପାଣି ଦେଇ ଯିବାରେ ଲାଗିଛନ୍ତି । ଆଉ ତା ମଧ୍ୟରେ ମନ୍ଦିରର ମଜା ନେଉଛନ୍ତି । ହେଲେ ମନରେ ବି ଲାଗି ରହିଛି ଭ-ୟ ।

ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି , ଆଗରୁ କିଛି ମହାପୁରୁଷ ଏବଂ ଅନେକ ପୁସ୍ତକରେ ମଧ୍ୟ ବର୍ଣ୍ଣନା କରାଯାଇଛି କି , ପୃଥିବୀ କିପରି ବିନାଶ ହେବ । ଆଉ ଏହି ସବୁ ସଂକେତ ଗୁଡ଼ିକ ଆହୁରି ଭ-ୟଭୀ-ତ କରି ଦେଉଛି । ତେବେ କେବଳ ଏତିକି ନୁହେଁ , ବର୍ତ୍ତମାନ ସମୟରେ କୋଣାର୍କ ମନ୍ଦିରର ଅଧା ପାହାଚ ଗୁଡ଼ିକ ପାଣି ମଧ୍ୟରେ ବୁଡି ଗଲାଣି । ଆଉ ଯଦି ବେଶୀ ବର୍ଷା ହୁଏ , ତେବେ ସବୁ କିଛି ଶେଷ ହୋଇଯିବ । ପୁରାପୁରି କୋଣାର୍କ ମନ୍ଦିର ବୁଡ଼ିଯିବ ଆଉ ଯାହା ପରେ ପରିସ୍ଥିତି ଯାହା ବି ହେବ , ତାହା ବିଷୟରେ ଭାବି ଦେବା ପରେ ସତରେ ସମସ୍ତେ ଭ-ୟଭୀ-ତ ହୋଇ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *