ବନ୍ଧା ହେଲେ ୟୁଟ୍ୟୁବର ଶଙ୍କର ଓମ୍ ଶରଣମ , ମହିଳା ସାମ୍ବାଦିକାଙ୍କୁ ଖରାପ ଇଙ୍ଗିତ କରିବା ପଡ଼ିଲା ମ-ହଙ୍ଗା

ଅଧିକାଂଶ ସମୟରେ ଚର୍ଚ୍ଚାରେ ରହୁଥିବା ଓଡିଶାର ଜଣେ ୟୁଟ୍ୟୁବର ହେଉଛନ୍ତି ଶଙ୍କର ଓମ୍ ଶରଣମ । କେତେବେଳେ କାହାକୁ ଟ୍ରୋ-ଲ କରିବା ନେଇ ତ ଆଉ କେତେବେଳେ ଝିଅ ମାନଙ୍କୁ ଖରାପ କଥା କହି ଇଙ୍ଗିତ କରିବା ତାଙ୍କୁ ପଡ଼ିଥାଏ ମ-ହଙ୍ଗା । ଯେଉଁଥିପାଇଁ ସେ ଲୋକଙ୍କ କ୍ରୋ-ଧର ଶି-କାର ହୋଇଥାନ୍ତି ଆଉ ଶେଷରେ ଜେଲର ହାୱା କାଟିବା ପାଇଁ ଚାଲି ଯାଇଥାନ୍ତି । ତେବେ କିଛି ମାସ ପୂର୍ବରୁ ମଧ୍ୟ ତାଙ୍କୁ ଏହି ସମାନ ପରିସ୍ଥିତି ସମ୍ମୁଖୀନ କରିବାକୁ ପଡ଼ିଥିଲା ଆଉ ଯେଉଁଥି ପାଇଁ ସେ ଯାଇଥିଲେ ଜେଲ । ସବୁ ଜିଲ୍ଲାର ଝିଅ ମାନଙ୍କୁ ଆଖ୍ୟା କରି ବନାଇ ଥିଲେ ଗୋଟିଏ ଗୀତ , ଯାହାପରେ କ୍ରୋ-ଧିତ ହୋଇ ଯାଇଥିଲେ ମହିଳା ମାନେ ଆଉ ତାପରେ ତାଙ୍କୁ ଜେ-ଲ ଯିବାକୁ ମଧ୍ୟ ପଡ଼ିଥିଲା ।

ତେବେ ତାର କିଛି ମାସ ପରେ ପୁଣିଥରେ ନିଜର ଭୁଲକୁ ଦୋହରାଇଛନ୍ତି ସେ । ଆଉ ଯେଉଁଥିପାଇଁ ତାଙ୍କ ନାମରେ ମାମ-ଲା ରୁଜୁ ହୋଇଛି ଆଉ ସେ ଯାଇଛନ୍ତି ଜେଲ । ତେବେ ନିଜ ୟୁଟ୍ୟୁବ ଚ୍ୟାନେଲରେ ସେ ଏପରି କିଛି ଭିଡିଓ ପୋଷ୍ଟ କରନ୍ତି , ଯାହାକୁ ଅନେକ ଲୋକ ପସନ୍ଦ କରନ୍ତି ନାହିଁ ଆଉ ତାଙ୍କୁ ଖରାପ କ-ମେଣ୍ଟ ମଧ୍ୟ କରିଥାନ୍ତି । କିନ୍ତୁ କେବେ କାହାର କଥାକୁ ଧରନ୍ତି ନାହିଁ ବୋଲି କହନ୍ତି ଶଙ୍କର ଓମ୍ ଶରଣମ । ତେବେ ବର୍ତ୍ତମାନ ସମୟରେ ସେ ଏପରି କିଛି କା-ଣ୍ଡ କରି ପକାଇଛନ୍ତି , ଯାହା ତାଙ୍କୁ ମହ-ଙ୍ଗା ପଡ଼ିଛି । ତେବେ ସୂଚନା ଅନୁଯାୟୀ , ଜଣେ ମହିଳା ସାମ୍ବାଦିକାଙ୍କୁ କିଛି ଖରାପ କଥା କହିଥିବା ତାଙ୍କୁ ମହ-ଙ୍ଗା ପଡ଼ିଛି ।

ତେବେ ଆପଣ ସମସ୍ତେ ଜାଣିଥିବେ ଯେ , ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଗୋଟିଏ ଚଳଚିତ୍ରକୁ ନେଇ ଚର୍ଚ୍ଚା ହେଉଛି ଆଉ ତାହା ହେଉଛି ଡେଲିଭରି ବୟ । ସମସ୍ତ ସିନେମା ହଲ ଏହି ଫିଲ୍ମ ପାଇଁ ହାଉସଫୁଲ ମଧ୍ୟ ରହୁଛି । ତେଣୁ ଯେଉଁ ଦିନ ଏହି ଫିଲ୍ମଟି ରିଲିଜ୍ ହୋଇଥିଲା , ସେଦିନ ହଲ୍ କୁ ଯାଇଥିଲେ ଶଙ୍କର ଓମ୍ ଶରଣମ୍ । ତେବେ ସେଠାରେ ସମସ୍ତ କଳାକାର ମାନଙ୍କର ସାକ୍ଷାତକାର ନିଆ ଯାଉଥିଲା । ଆଉ ଏହାରି ମଧ୍ୟରେ ଯେତେବେଳେ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସାକ୍ଷାତକାର ଚାଲିଥିଲା , ସେତେବେଳେ ଜଣେ ମହିଳା ସାମ୍ବାଦିକା ତାଙ୍କର ସାକ୍ଷାତକାର ନେଇଥିଲେ ।

ଆଉ ଏହି ସମୟ ମଧ୍ୟରେ କିଛି ଭିଡିଓ କରିଥିଲେ ଶଙ୍କର ଓମ୍ ଶରଣମ । ଆଉ ଏହି ଭିଡ଼ିଓରେ ମହିଳା ସାମ୍ବାଦିକାଙ୍କୁ ଟ୍ରୋଲ କରି ନିଜ ୟୁଟ୍ୟୁବ ଚ୍ୟାନେଲରେ ପକାଇ ଥିଲେ । ଯାହା ପରେ ମହିଳା ସାମ୍ବାଦିକା ଏହାକୁ ସହ୍ୟ କରି ପାରି ନଥିଲେ ଆଉ ଗତକାଲି କଟକ ପୋ-ଲିସ ଷ୍ଟେସ-ନରେ ଶଙ୍କର ଓମ୍ ଶରଣମଙ୍କ ବିରୁ-ଦ୍ଧରେ ଅଭି-ଯୋଗ ଦାୟର କରିଥିଲେ । ତେବେ ମହିଳା ସାମ୍ବାଦିକାଙ୍କ କଥାକୁ ଆଧାର କରି ପୋ-ଲିସ ତ-ଦନ୍ତ କରିଥିଲା ଆଉ ଏହାପରେ ବର୍ତ୍ତମାନ ସମୟରେ ଶଙ୍କର ଓମ୍ ଶରଣମଙ୍କୁ ଗି-ରଫ କରା ଯାଇ କୋର୍ଟ ଚା-ଲାଣ ମଧ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *