ରସିକିଆ କଲେଜ ସାରଙ୍କୁ ନି-ର୍ଦ୍ଧୁମ ମା-ଡ ।

କଲେଜକୁ ପାର୍କ ଭାବି ମ୍ୟାଡାମ ଆଉ ସାର୍ ଦୁହେଁ ମିଶି କଲେଜ ଭିତରେ ଆରମ୍ଭ କଲେ ପ୍ରେମର ରାସଲୀଳା । ଆଉ ଏହା ପରେ ପ୍ରେମ ରାସଲୀଳା ସବୁ ବାଡ଼ ବନ୍ଧ ଭାଙ୍ଗି ସିଧା ଯାଇ ପହଞ୍ଚିଲା ଶାରୀ-ରିକ ସ-ମ୍ପର୍କ ପାଖରେ ଆଉ ଏହା ପରେ ଯାହା ହେଲା ଆପଣ ମାନେ ଜାଣିଲେ ଆପଣଙ୍କ ପାଦ ତଳୁ ମଧ୍ୟ ମାଟି ଖସି ଯିବ । ହଁ ବନ୍ଧୁଗଣ ଗୋଟିଏ କଲେଜରେ ମ୍ୟାଡାମ ଆଉ ସାର୍ ପ୍ରେମ କଲେ ଦେହ ସ-ମ୍ପର୍କ ବି ରଖିଲେ ।

କେବଳ ଏତିକି ନୁହେଁ ମ୍ୟାଡ଼ାମ ଆଉ ସାର୍ ମିଶି ରୋମା-ନ୍ସର ସବୁ ସୀମା ପାର କରିଦେଲେ । ତେବେ ସାରଙ୍କ ଆସା ପୂରଣ ହେବା ପରେ ମ୍ୟାଡାମଙ୍କୁ ମାଡ ଗା-ଳି ସହିତ ଧୋ-କା ଦେଲେ ସାର୍ । ହେଲେ ସାର ଙ୍କ ଧୋ-କା ଦେବା ସାର ଙ୍କୁ ପଡ଼ିଲା ମ-ହଙ୍ଗା । ଅଞ୍ଚଳ ଲୋକେ ସାରଙ୍କୁ ଧରି କାବୁ କରିନେଲେ ଆଉ ତା ପରେ ଆଜି ସାର୍ ପାଉଛନ୍ତି ନିଜ କଲା କର୍ମର ଫଳ । ଅଞ୍ଚଳ ଲୋକେ ପୋଲିସକୁ ଡାକି ରଶିକିଆ ସାର ଙ୍କ ପ୍ରେମ ନି-ଶା ଉତୁରାଇ ଦେଇଛନ୍ତି ।

ହଁ ଆଜ୍ଞା ସାର୍ ଜଣଙ୍କ ମ୍ୟାଡାମ ଙ୍କୁ ପ୍ରଥମେ ପ୍ରେମର ରଙ୍ଗୀନ ଦୁନିଆରେ ବୁଲାଇ ଆଣିଲେ ଆଉ ତା ପରେ ବିବାହ କରିବାକୁ ପ୍ରତି-ଶ୍ରୁତି ଦେଲେ । ଏହା ପରେ ମ୍ୟାଡାମଙ୍କୁ ନିଜ ପ୍ରେମ ଜା-ଲରେ ଫସାଇ ମିଠା ମିଠା କଥା କହିଁ ମ୍ୟାଡାମଙ୍କ ନିକଟତର ହେଲେ । ଆଉ ତା ପରେ ମ୍ୟାଡାମ ଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିଲେ । ଯେତେବେଳେ ଚାହିଁଲେ ମ୍ୟାଡ଼ାମ ଙ୍କ ଶରୀରକୁ ଉପଭୋଗ କରି ମ୍ୟାଡାମଙ୍କ ଶରୀର ସହ ଖେଳି ଚାଲିଲେ ।

ହେଲେ ଶେଷରେ ମ୍ୟାଡମଙ୍କୁ ଧୋ-କା ଦେବା ସହିତ ସାର୍ ମା-ଡ ମଧ୍ୟ ମା-ରିଲେ । ଆଉ ଯାହାକୁ ସହିବା ମ୍ୟାଡମଙ୍କ ପାଇଁ ଖୁବ୍ କଷ୍ଟକର ହୋଇପଡ଼ିଥିଲା । ଏହା ପରେ ମ୍ୟାଡାମ ସାରଙ୍କ ବିରୋ-ଧରେ ସ୍ୱୋର ଉଠାଇବା ମଧ୍ୟ ଆରମ୍ଭ କଲେ । ଏହା ପରେ ମ୍ୟାଡ଼ାମ ଅଞ୍ଚଳବାସୀଙ୍କୁ ଏ ବିଷୟରେ ଅବଗତ କରାଇ ଦେଇ ଥିଲେ । ଆଉ ଯେତେବେଳେ ଏ ଘ-ଟଣା ଅଞ୍ଚଳ ବାସୀ ଜାଣି ପାରିଥିଲେ ସେତେବେଳେ ଏହା ସାରଙ୍କ ପାଇଁ ସାଜିଲା କାଳ ।

ହଁ ବନ୍ଧୁଗଣ ସହକର୍ମୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀ-ରିକ ସ-ମ୍ପର୍କ ରଖିବା ପରେ । ନିର୍ଯା-ତନା ପ୍ରତା-ରଣା କଲେ କରଞ୍ଜିଆ ସ୍ୱୋୟଂଶାସିତ ମହିଳା ବିଦ୍ୟାଳୟର ରାଜନୈତିକ ବିଜ୍ଞାନ ବିଭାଗରେ ପାଠ ପଢ଼ାଉଥିବା ଅଧ୍ୟାପକ ବିଜୟ ମରାଣ୍ଡି। ତେବେ ସହକର୍ମୀଙ୍କ ଏ-ତଲା ପରେ ଅଭି-ଯୁକ୍ତ ଅଧ୍ୟାପକ ବର୍ତ୍ତମାନ ଅଟକ ରହିଛନ୍ତି । ତେବେ ସବୁଠୁ ବଡ କଥା ହେଉଛି ଅଭି-ଯୁକ୍ତ ଅଧ୍ୟାପକ ମଧ୍ୟ ପୂର୍ବରୁ ଆଉ ଜଣେ ଯୁବତୀଙ୍କ ସହ ଅସ-ଦାଚରଣ କରି ରାତି ଅଧିଆ ନି-ର୍ଦ୍ଧୁମ ଛେଚା ଖାଇଥିଲେ ।

ତେବେ କେବଳ ଏତିକିରେ ରସୀ-କିଆ ସାରଙ୍କ କା-ଣ୍ଡ କାର-ନାମା ଶେଷ ହୋଇ ନାହିଁ । ସାରଙ୍କ ରହିଛି ଅନେକ ଗୁଣ ଯାହା ଶୁଣିଲେ ମୁଣ୍ଡ ମଧ୍ୟ ଝାଇଁ ଖାଇଁ ହୋଇଯିବ । କେତେବେଳେ ଯୁବତୀଙ୍କ ଶରୀର ସହ ଖେଳି ବିବାଦକୁ ଆସୁଛନ୍ତି ଅଧ୍ୟାପକ ତ ଆଉ କେତେବେଳେ ହିନ୍ଦୁ ଦେବା ଦେବୀଙ୍କ ବିରୋ-ଧରେ ବିବା-ଦୀୟ ମନ୍ତବ୍ୟ ଦେବା ସାରଙ୍କ ପାଇଁ କାଳ ସାଜେ ।

ଦିନେ କଲେଜର ବାର୍ଷିକ ଉତ୍ସବରେ ବିବାଦୀୟ ମନ୍ତବ୍ୟ ଦେଇ ବି-ବାଦ ଘେରକୁ ଟାଣି ହୋଇଯାଇଥିବା ଏହି ରସି-କିଆ ସାରଙ୍କୁ ପିଲା ମାନେ ଘେରିଥିଲେ । କାରଣ ଏହି ସାର୍ ଦେଇଥିଲେ ବିବା-ଦୀୟ ମନ୍ତବ୍ୟ ହିନ୍ଦୁ ଦେବା ଦେବୀଙ୍କୁ ନେଇ । ତା ପରେ ସାରଙ୍କୁ ନେଇ ପିଲା ମାନେ ତାତି ଉଠିଥିବା ବେଳେ ସାର୍ ହିନ୍ଦୁ ଦେବତାଙ୍କ ଆଗରେ କଲେଜ ପରିସରରେ କ୍ଷମା ପର୍ଥାନା କରିଥିଲେ । ଆଉ ଏବେ ମ୍ୟାଡମଙ୍କ ଅଭି-ଯୋଗ ପରେ ଥା-ନାରେ ଅଟକ ହୋଇଛନ୍ତି ସାର୍ । ତେବେ ଏଥର କୁଆଡେ ସାରଙ୍କ ଉପରେ ଏହା ମହ-ଙ୍ଗା ପଡ଼ିବ ବୋଲି କହିଛନ୍ତି ଲୋକେ ।

Leave a Reply

Your email address will not be published. Required fields are marked *