ପ୍ରେମିକାକୁ ହ-ତ୍ୟା କରିସାରି ଫେସବୁକ୍ ରେ ଲାଇଭ ଆସି ଆ-ତ୍ମହ-ତ୍ୟା କଲେ ପ୍ରେମିକ।

ଗତ ଦୁଇ ଦିନ ହେବ ସୋସିଆଲ ମିଡ଼ିଆରେ ଲାଇଭ ଆସି ଆ-ତ୍ମହ-ତ୍ୟା କରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ରେ ଅଙ୍କିତ କୁମାର ନାମରେ ଜଣେ ଯୁବକ ମୁଣ୍ତରେ ବନ୍ଧୁକ ରଖି ଆ-ତ୍ମହ-ତ୍ୟା କରିଦେଉଛନ୍ତି। ପୋଲି-ସଙ୍କ କହିବା ଅନୁସାରେ ଅଙ୍କିତ ମେ ୧୩ ତାରିଖ ଅପରାହ୍ନରେ ନିଜକୁ ଗୁ-ଳି କରି ଆ-ତ୍ମହ-ତ୍ୟା କରିବାର ଦିନକ ପୂର୍ବରୁ ରାଞ୍ଚିର ନିବେଦିତା ନାମକ ଜଣେ ଝିଅକୁ ସେ ଗୁ-ଳି କରି ହ-ତ୍ୟା କରିଥିଲେ ।

ଅଙ୍କିତ କୁମାର ଏବଂ ନିବେଦିତା ଦୁହେଁ ପରସ୍ପରକୁ ବହୁତ୍ ଦିନ ହେଲା ଭଲ ପାଉଥିଲେ। ନିବେଦିତାଙ୍କ ଘର ବିହାରର ନବାଦା ଜିଲ୍ଲାରେ କିନ୍ତୁ ସେ ପାଠ ପଢ଼ିବା ପାଇଁ ଅରଗୋଡ଼ା ଥା-ନା ଅନ୍ତର୍ଗତ ପଟେଲ ଚକ୍ ନିକଟରେ ଥିବା ଗୋଟେ ହଷ୍ଟେଲରେ ରୁହନ୍ତି। ପ୍ରେମିକାକୁ ସବୁବେଳେ ଦେଖିବା ପାଇଁ ଅଙ୍କିତ ଅରଗୋଡ଼ାରେ ଗୋଟେ ଭଡା ଘରେ ରହୁଥିଲେ।

କିଛି ଦିନ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା କିନ୍ତୁ ୨ ମାସ ହେଲା ନିବେଦିତା ଅଙ୍କିତଙ୍କ ସହ ଆଉ କଥା ହେଉ ନଥିଲେ ସେଥିପାଇଁ ଅଙ୍କିତ ରା-ଗିଯାଇ ଯେତେବେଳେ ନିବେଦିତା ଏବଂ ତାଙ୍କ ସାଙ୍ଗ ସନ୍ଧ୍ୟାରେ ଜଳଖିଆ ଖାଇବାକୁ ଯାଉଥିଲେ ସେତେବେଳେ ଅଙ୍କିତ ଗୁ-ଳିକରି ନିଜ ପ୍ରେମିକା ନିବେଦିତା ଓରଫ୍ ଖୁସିଙ୍କୁ ହ-ତ୍ୟା କରିଦେଲେ।

ନିବେଦିତାଙ୍କ ହ-ତ୍ୟା କା-ଣ୍ଡ ପରେ ପୋ-ଲିସ୍ ଅଙ୍କିତଙ୍କୁ ସବୁ ଆଡେ ଖୋଜୁଥିଲା କିନ୍ତୁ କୋଉଠି ବି ଖୋଜି ପାଉନଥିଲେ। ଅଙ୍କିତ କୁମାର ଶନିବାର ଦିନ ବିହାରର ଅଯୋଧ୍ୟାପୁରୀ ସ୍ଥିତ ଏକ ଘରେ ନିଜକୁ ନିଜେ ଗୁ-ଳି ଚଳାଇ ଆ-ତ୍ମହ-ତ୍ୟା କରି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। ସେଇ ଭିଡିଓ ରେ ସେ କହୁଥିଲା ମୋ ଖୁସିକୁ ମୁଁ ମୋ ନିଜ ହାତରେ ମା-ରିଦେଲି। ଏବେ ମୁଁ ଆଉ କାହା ପାଇଁ ବଞ୍ଚିବି ଏବେ ମୁଁ ନିଜେ ବି ମ-ରିବି।

ମୁଁ ମୋ ଲୋକେସନ ପଠାଇ ଦେଇଛି। ମୋର ଯେଉଁ ନମ୍ବର ଶେଷରେ ୮୭ ସଂଖ୍ୟା ଅଛି ସେଇ ମୋବେଇଲ୍ ନମ୍ବର ମୋର ସକ୍ରିୟ ଅଛି। ଅନୁରାଧା ଦିଦିଙ୍କୁ ମୁଁ ଲାଇଭ୍‌ ଲୋକେସନ୍‌ ପଠାଇ ଦେଇଛି । ଖୁସିଙ୍କୁ ହ-ତ୍ୟା କରିବା ପରେ ଏବେ ମୁଁ ତା’ ପାଖକୁ ଯାଉଛନ୍ତି । ଆମେ ମିଶିକି ରହିବୁ, ବାୟ ବାୟ।

Leave a Reply

Your email address will not be published. Required fields are marked *