ଯୌ-ନ ଭୋକ ମେଣ୍ଟାଇବା ପାଇଁ ଛୋଟ ପିଲା ମାନଙ୍କୁ କରୁଥିଲା ଟା-ର୍ଗେଟ , ଚକେଲେଟ ଦେଖାଇ କରୁଥିଲା ପ୍ରଲୋଭିତ

ଯୌ-ନ ଲାଳସା କେତେ ଯେ ଭ-ୟଙ୍କର ହୋଇପାରେ , ତାହା ଆପଣ ସମସ୍ତେ ଆଗରୁ ଜାଣି ସାରିଥିବେ । ପ୍ରତିଦିନ ଏହି ସମ୍ବନ୍ଧିତ ଅନେକ ଖବର ସାମ୍ନାକୁ ଆସିବାରେ ଲାଗିଥାଏ । କେଉଁଠି କିଏ କାହାକୁ ଦୁ-ଷ୍କର୍ମ କରୁଛି ତ ଆଉ କେଉଁଠି ଦୁଷ୍କ-ର୍ମ କରି ସାରି ହ-ତ୍ୟା କରି ଫୋପାଡି ଦେଉଛି । ତେବେ ଆମେ ଆଜି ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଛାତି ଥରାଇ ଦେବ । ଜଣେ ବ୍ୟକ୍ତି ଯୌ-ନ ଭୋକ ମେଣ୍ଟା-ଇବା ପାଇଁ ଏପରି କିଛି କରି ଚାଲିଥିଲେ ।

ତେବେ ତାଙ୍କର ଲକ୍ଷ୍ୟ ବଡ ଝିଅ ମାନଙ୍କ ଉପରେ ନୁହେଁ ବରଂ ଛୋଟ ଛୋଟ ପିଲା ମାନଙ୍କ ଉପରେ ରହିଥିଲା । ଆଉ ସେମାନଙ୍କ ସହିତ ଦୁ-ଷ୍କର୍ମ କରିବା ପରେ ବ୍ୟକ୍ତି ଜଣକ ତାଙ୍କୁ ହ-ତ୍ୟା କରାଯାଇଥିଲା ଫୋପାଡ଼ି ଦେବାକୁ ପଛାଉ ନଥିଲେ । ତେବେ ଏପରି ଏକ ଘ-ଟଣା ଘଟାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ରବୀନ୍ଦ୍ର କୁମାର । ଘର ତାଙ୍କର ଉତ୍ତରପ୍ରଦେଶରେ । ବାପା ତାଙ୍କର ଦିନ ମଜୁରିଆ ଆଉ ମାଆ ଅନ୍ୟ ଘରକୁ ଯାଇ ବାସନ ମାଜି ପରିବାରର ଭୋକ ମେଣ୍ଟା-ଇବା ପାଇଁ ସକ୍ଷମ ହେଉଥିଲେ । ଆଉ ରବିନ୍ଦ୍ର କୁମାର ମାତ୍ର ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ପାଠ ପଢା ଛାଡ଼ି ଦେଇଥିଲେ ।

ତେବେ ଏହାପରେ ଗୁଜୁରାଣ ମେଣ୍ଟା-ଇବା ପାଇଁ ସେ ବି ଦିନ ମଜୁରିଆ ଭାବରେ କାମ କରିବାରେ ଲାଗିଥିଲେ । ତେବେ ଏହା ମଧ୍ୟରେ ସେ ଦିଲ୍ଲୀ ପଳାଇ ଆସିଥିଲେ ଆଉ ସେଠାରେ ରହୁଥିଲେ । ତେବେ ଏହାପରେ ପ୍ର-ନ ଭିଡିଓ ଦେଖି ସେ ମଧ୍ୟ ନିଜକୁ ଅଟକି ପାରି ନଥିଲେ । ଆଉ ଆଖି ପକାଇ ଥିଲେ ଛୋଟ ଛୋଟ ପିଲାଙ୍କ ଉପରେ । ତେବେ ଦିନ ଯାକ କାମ କରି କରି ରାତି ସମୟରେ ମ-ଦ ପିଇ ସେ ନିଜ ଶି-କାର ଖୋଜିବା ପାଇଁ ବାହାରି ଯାଉଥିଲେ । ୨ ରୁ ୧୫ ବର୍ଷର ପିଲା ମାନଙ୍କୁ ଚକଲେଟ କିମ୍ବା ମିଠା ଦେଇ ସେ ପ୍ରଲୋଭିତ କରୁଥିଲେ ଆଉ ତାପରେ ଘର ଠାରୁ ସେ ନେଇ ଯାଉଥିଲେ । ଆଉ ମୁଖ୍ୟତଃ ଗରିବ କୁଡ଼ିଆ ଘରେ ରହୁଥିବା ପିଲା ମାନଙ୍କୁ ସେ ଆଖି ପକାଇ ଥିଲେ ।

ତେବେ ଏହାପରେ ସେମାନଙ୍କୁ ଦୁ-ଷ୍କର୍ମ କରି ସାରିବା ପରେ ଧରା ପଡ଼ିବା ଭ-ୟରେ ହ-ତ୍ୟା କରି ଫୋପାଡ଼ି ଦେଉଥିଲେ । ତେବେ ଯେଉଁ ମାନେ ଦୁ-ଷ୍କର୍ମ କରିବା ପାଇଁ ରାଜି ହେଉ ନଥିଲେ , ସେମାନଙ୍କୁ ସେ ପ୍ରଥମରୁ ହିଁ ହ-ତ୍ୟା କରି ଦେଉଥିଲେ । ତେବେ ସୂଚନା ଅନୁଯାୟୀ , ୨୦୦୮ ରୁ ୨୦୧୫ ମଧ୍ୟରେ ସେ ୩୦ ଜଣ ପିଲାଙ୍କ ସହିତ ଏପରି କାମ କରିଥିଲେ । ତେବେ ପୋ-ଲିସ ଏହାପରେ ୨୦୧୫ ମସିହାରେ ତାଙ୍କୁ ୨୪ ବର୍ଷ ବୟସ ହୋଇଥିବା ବେଳେ ତାଙ୍କୁ ଗି-ରଫ କରି ନେଇଥିଲା ଆଉ ବିହାର ଜେ-ଲ ପଠାଇ ଦେଇଥିଲା । ତେବେ ବର୍ତ୍ତମାନ ମଧ୍ୟ ସେ ସେହି ଜେ-ଲ ଭିତରେ ଅଛନ୍ତି । ତେବେ ରବୀନ୍ଦ୍ର କୁମାରଙ୍କ ମୁହଁରୁ ପୋ-ଲିସ ଏହି ଭଳି କଥା ଶୁଣିବା ପରେ ଭ-ୟଭୀ-ତ ହୋଇ ଉଠିଥିଲା ।

Leave a Reply

Your email address will not be published. Required fields are marked *