ଜଣେ ଭାରତୀୟ ରାଜା ଉଲ-ଗ୍ନ ଯୁବତୀଙ୍କ ସହ ଗାଧାନ୍ତି ।

ଭାରତରେ ଅନେକ ରାଜା ଥିଲେ ହେଲେ ଅନେକଙ୍କ ମଧ୍ୟରେ ଜଣେ ରାଜା ଏମିତି ରଶିକ ଅଟନ୍ତି ସେ ଉଲ-ଗ୍ନ ଯୁବତୀଙ୍କ ସହ ସ୍ନାନ କରନ୍ତି । ରାଜା ଅନେକ ଥର ବିବାହ କରିଥିଲେ ଆଉ ରାଜାଙ୍କର ଶତାଧିକ ରକ୍ଷିତା ବି ଥିଲେ । ସେହି ରାଜାଙ୍କର କୁଆଡେ ଖୁବ୍ ପସନ୍ଦ ସୁନ୍ଦରୀ ଯୁବତୀଙ୍କ ଖୋଲା ଦେହ । ଇତିହାସର ପୃଷ୍ଠା ଯେବେ ଯେବେ ଉନ୍ମଚନ କରାଯାଏ ସେବେ ସେବେ ସାହାସୀ ବିର ରାଜାଙ୍କ ବିରତ୍ୱୋର ଗାଥା ଇତିହାସ ପୃଷ୍ଠାରୁ ଜାଣିବାକୁ ମିଳେ । ହେଲେ ସେହି ଅନେକ ବୀର ରାଜାଙ୍କ ଭିତରେ କିଛି ଏମିତି ରାଜା ଅଛନ୍ତି ଯିଏ ନିଜ ରାଜ୍ୟର ପ୍ରଜା ମାନଙ୍କ ଦୁଃଖ ସୁଖ ବୁଝିବା ପରିବର୍ତ୍ତେ ଅୟସ ଆରାମରେ ସେ ନିଜର ସମୟ ଅତି ବାହିତ କରିଛନ୍ତି । ତେବେ ବନ୍ଧୁଗଣ ଆଜି ଏମିତି ଏକ ରାଜାଙ୍କ ବିଷୟରେ ଜାଣିବା ଯିଏ କି ଦେହ ସୁଖ ପାଇବାକୁ ପାଗଳ ଥିଲେ ।

ନିଜ ଦେହର ଭୋକ ମେଣ୍ଟା-ଇବା ପାଇଁ । ନିଜେ ଦେହ ସୁଖ ପାଇବା ପାଇଁ ଅନେକ ତରୁଣୀ ଯୁବତୀଙ୍କ ସହ ଶାରୀ-ରିକ ସମ୍ପ-ର୍କ ରଖୁଥିଲେ । ସେହି ରାଜା ହେଉଛନ୍ତି ଭୂପିନ୍ଦର ସିଂ । ନିଜ କାମ ବାସନା ଚରିତାର୍ଥ କରିବା ପାଇଁ ଅନେକ ଉପାୟ ଆପଣାଉ ଥିଲେ । ଆଉ ହଁ ରାଜ୍ୟର କୌଣସି ଯୁବତୀ ତାଙ୍କ ଦୃଷ୍ଟିରୁ ବର୍ତ୍ତି ଯାଇ ପାରୁ ନଥିଲେ । ରାଜା ଯାହାକୁ ଦେଖୁଥିଲେ ତାଙ୍କର ସେହି ସୁନ୍ଦରୀ ଯୁବତୀ ମାନଙ୍କ ଉପରେ ପଡୁଥିଲା ଦୃଷ୍ଟି । ଆଉ ରାଜାଙ୍କର ଏକ ବଡ ସଉକ ଥିଲା ସୁନ୍ଦରୀ ଯୁବତୀ ମାନଙ୍କ ଗହଣରେ ରହିବା ।

ରାଜା କୁଆଡେ ସବୁବେଳେ ଚାହୁଥିଲେ ସୁନ୍ଦରୀ ଯୁବତୀ ମାନଙ୍କ ଗହଣରେ ରହିବାକୁ । ସେମାନଙ୍କ ସହ ମଉଜ କରିବାକୁ । ମହାରାଜା ଭୂପିନ୍ଦର ସିଂହ ଙ୍କ ମନ ସବୁବେଳେ ବିଳାସ ବ୍ୟାସନ ଆଡ଼କୁ ଟାଣି ହୋଇ ଯାଉଥିଲା । ସେଥିପାଇଁ ରାଜା ଭୂପିନ୍ଦର ସିଂହ ପାଞ୍ଚ ଥର ବିବାହ କରିଥିଲେ । ଆଉ ତାଙ୍କର ତିନି ଶହ ପଚାଶ ରୁ ଅଧିକ ରକ୍ଷିତା ତାଙ୍କର ଥିଲା । ଆଉ ସବୁଠୁ ବଡ କଥା ହେଉଛି ମହାରାଜା ଭୂପିନ୍ଦର୍ ସିଂହଙ୍କର ୮୮ ଜଣ ସନ୍ତାନ ଥିଲେ । ଏକ ପୁସ୍ତକରେ ଲେଖା ଅଛି ଯେ ମହାରାଜା ଭୂପିନ୍ଦର ସିଂହ ନ-ଗ୍ନ ପାର୍ଟିର ସୌଖିନ ଥିଲେ ।

ସବୁବେଳେ ସେ ସୁଇମଙ୍ଗ ପୁଲରେ ସେ ନ-ଗ୍ନ ମହିଳାଙ୍କ ସହ ସମୟ ବିତାଇ ବେଶ୍ ଖୁସି ହେଉଥିଲେ । ଏହି ପାର୍ଟିରେ ନ-ଗ୍ନ ମହିଳାଙ୍କ ଛାତିରେ ମଜିରା ରଖି ମହାରାଜା ମ-ଦ୍ୟପା-ନ କରୁଥିଲେ । ଆଉ ସାମୁହିକ ଭାବେ ଶାରୀ-ରିକ ସ-ମ୍ପର୍କ ସ୍ଥାପନ କରୁଥିଲେ। ଆଉ ଏହି ରାଜା ଅନେକ ସୁନ୍ଦରୀ ନାରୀଙ୍କୁ ଉପଭୋଗ କରୁଥିଲେ । ଆଉ ଅନେକ ସୁନ୍ଦରୀଙ୍କ ମଧ୍ୟରୁ ଜଣେ ସୁନ୍ଦରୀଙ୍କୁ ଚୟନ କରି ନିଜ ପାଖରେ ରଖୁଥିଲେ ।

ରସିକ ରାଜା ଜଣେ ସୁନ୍ଦରୀ ବା ଜଣେ ଯୁବତୀଙ୍କୁ ସେ କୁଆଡେ ଦୀର୍ଘ ଦିନ ଧରି ଉପଭୋଗ କରିବାକୁ ସେ ପସନ୍ଦ କରୁ ନଥିଲେ । ତେଣୁ ସମୟ ଅନୁସାରେ ସେ ତରୁଣୀ ମାନଙ୍କୁ ପରିବର୍ତ୍ତନ ମଧ୍ୟ କରୁଥିଲେ । କମ୍ ବୟସର ତରୁଣୀ ମାନଙ୍କୁ ନିଜ ଶେଯରେ ପାଇବା ପାଇଁ ସେ ମନ ଖୋଲି ଅର୍ଥ ଖର୍ଚ୍ଚ କରୁଥିଲେ । ଆଉ ନିଜର ଇଚ୍ଛା ପୂରଣ କରୁଥିଲେ ।

Leave a Reply

Your email address will not be published. Required fields are marked *