ନାରୀ ବି କିଛି କମ୍ ନୁହେଁ , ନାରୀ ବି ହୋଇପାରେ କ୍ରିମି-ନାଲ , ଏପରି କହିଲେ ବିନ୍ଦୁଜା

ଝିଅ ମାନେ ଦିନକୁ ଦିନ ସମ୍ମାନ ହରାଇବାରେ ଲାଗିଛନ୍ତି ।ଏହା ସେମାନେ ଆଉ କାହା ଦ୍ୱାରା ନୁହେଁ ବରଂ ନିଜ ଦ୍ଵାରା ହିଁ ହରାଇ ବସୁଛନ୍ତି । ଏପରି ପୋଷାକ ପିନ୍ଧି ଦେଉଛନ୍ତି ଯେ , ଯାହା ବିଷୟରେ କହିବା ଅତ୍ୟନ୍ତ ଲ-ଜ୍ଜାକର ମନେ ହେଉଛି । ଯେଉଁ କା-ଣ୍ଡ କରିବା ଉଚିତ୍ ନୁହେଁ , ସେହି କା-ଣ୍ଡ କରୁଛନ୍ତି । ଯେଉଁ କାମ ଆଗରୁ ପୁଅ ମାନେ କରୁଥିଲେ , ସେହି କାମ ଆଜିର ଝିଅ ମାନେ କରୁଛନ୍ତି । ଆଗରୁ ପୁଅ ମାନେ ମଦ , ବିଡ଼ି , ସିଗା-ରେଟ ଟାଣିବା କାମ କରୁଥିଲେ ବର୍ତ୍ତମାନ ତାହା ଝିଅ ମାନେ କରୁଛନ୍ତି ।

ମଦ ପିଇ ରାସ୍ତାରେ ଗଡୁଛନ୍ତି ଆଉ ବ୍ରାଉ-ନସୁ-ଗାର ଖାଇ ପାଗଳ ଭଳି ହୋଇ ଯାଉଛନ୍ତି । ଏପରିକି ବର୍ତ୍ତମାନ ସମୟର ଏପରି କା-ଣ୍ଡ କରିଛନ୍ତି , ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଆଉ ତାହା ହେଉଛି ଦୁ-ଷ୍କର୍ମ କରିବା । ପଞ୍ଜାବରେ ଘଟିଥିବା ଏହି ଘ-ଟଣା ବିଷୟରେ ପ୍ରାୟତଃ ବର୍ତ୍ତମାନ ସମୟରେ ଜାଣି ସାରିଥିବେ । ଜଣେ ପୁଅକୁ ଚାରି ଚାରି ଜଣ ଝିଅ ମିଶି ଦୁ-ଷ୍କର୍ମ କରିଥିଲେ । ଆଉ ଯାହା ପରେ ସେହି ପୁଅ ଜଣକ ବଞ୍ଚିବା ଆଉ ମରିବା ସହିତ ସଂ-ଘର୍ଷ କରୁଛନ୍ତି । ତାଙ୍କ ପରିବାର ଲୋକ ମଧ୍ୟ ବର୍ତ୍ତମାନ ଭା-ଙ୍ଗି ପଡିଛନ୍ତି ।

ତେବେ ଏପରି ଘ-ଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଥିବା ବେଳେ ବଡ ବଡ ଆଇ-ନଜିବୀ ମାନେ ମଧ୍ୟ ଏହାକୁ ନେଇ ମୁହଁ ଖୋଲିବାରେ ଲାଗିଛନ୍ତି । ଜଣେ ଆଇନଜିବୀ ବିନ୍ଦୂଜା ଏହାକୁ ନେଇ କହିଛନ୍ତି କି , ବାସ୍ତବରେ ଆଜିକାର ପିଲା ମାନଙ୍କର ଲାଳନପାଳନ ଭଲ ଭାବରେ ହେଉ ନାହିଁ । ତେଣୁ ସେମାନେ ଏପରି କାମ କରୁଛନ୍ତି । ଆଗରୁ ବାପା ମାଆ ମାନେ ଛୁଆକୁ ଜହ୍ନ ମାମୁଁ ଦେଖାଇ ଖାଇବା ଖୁଆଉ ଥିବା ସମୟରେ ବର୍ତ୍ତମାନର ଛୁଆ ମାନେ ମୋବାଇଲରେ ଗୀତ ଦେଖି ଖାଇ ଦେଉଛନ୍ତି । ତେବେ ଏହା ଭିତରେ କେତେ ଫରକ୍ ରହିଛି ଆପଣ କଳନା କରି ପାରୁଥିବେ ।

ଏହା ଭିତରେ ରହିଛି ଆକାଶ ପାତାଳ ଫରକ୍ । ଯାହାକି କହିବାକୁ ଲ-ଜ୍ଜିତ ମନେ ହେଉଛି । ଆଉ ସେହି ଚାରିଜଣ ଝିଅ କେଉଁ ଭଳି ପରିବାରର ହୋଇଥିବେ ଏଥିରୁ ଜଣା ପଡୁଛି । ଏତେ ଖରାପ ପରିବାରର ହୋଇଥିବେ ଏମାନେ । ସେମାନଙ୍କର ଲାଳନପାଳନ ମଧ୍ୟ ଭଲ ଭାବରେ ହୋଇ ନାହିଁ । ସେଥିପାଇଁ ସେମାନେ ଏପରି କାମ କରିପାରିଲେ । ଆଉ ଗୋଟିଏ ବିବାହିତ ପୁରୁଷଙ୍କ ସହିତ ଏପରି ଲ-ଜ୍ଜାକର କାମ କରିପାରିଲେ । ସେ ବର୍ତ୍ତମାନ ମରିବା ବଞ୍ଚିବା ସହିତ ସଂ-ଘର୍ଷ କରୁଛନ୍ତି ।

Leave a Reply

Your email address will not be published. Required fields are marked *