ସେ ଦିନ ରାତିର ସବୁ ସତକଥା ମିଡ଼ିଆ ଆଗରେ କହିଲେ ରାନୀ ପଣ୍ଡାଙ୍କ ଡ୍ରାଇଭର।

ନଭେମ୍ବର ୨୫ ରାତି ପ୍ରାୟ ୧୦.୩୦ ବେଳେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ ଜୀବନରେ ଗୋଟେ ବଡ଼ ଅଘ-ଟଣ ଘ-ଟିଗଲା। ରାନୀ ପଣ୍ଡାଙ୍କ କାରରେ ମାଡ଼ ହେଇ ବାଇକ୍ ଚାଳକ ସୁକାନ୍ତର ମୃ-ତ୍ୟୁ ହେଇଗଲା। ତା’ପରେ ପୋଲିସ୍ ରାନୀ ପଣ୍ଡାଙ୍କ ଡ୍ରାଇଭର କୁ ଥା-ନାକୁ ନେଇ ପଚରା ଉଚରା କଲା। ଥାନାରୁ ଫେରିବା ପରେ ରାନୀ ପଣ୍ଡାଙ୍କ ଡ୍ରାଇଭର ମିଡ଼ିଆ ଆଗରେ କହିଛନ୍ତି ସେଦିନ ସେ ବାହାଘର ଭୋଜି ଖାଇସାରି ରାନୀ ପଣ୍ଡାଙ୍କ ଯାତ୍ରା ପାଇଁ ସାତମାଲିଆ ଯାଉଥିଲେ।

କିଛି ବାଟ ଯିବା ପରେ ଡାଲଖାଇ ଠାକୁରାଣୀଙ୍କ ମନ୍ଦିର ପାଖରେ ବହୁତ୍ ଜୋରେ ଗୋଟେ ପଲସର୍ ବାଇକ୍ ଆସି ତାଙ୍କ ଗାଡ଼ି ଆଗରେ ଜୋରେ ପି-ଟି ହେଇଗଲା। ସେତେବେଳେ ରାନୀ ପଣ୍ଡାଙ୍କ କାରର ସ୍ପିଡ୍ ମାତ୍ର ୫୦ ବା ୬୦ ରେ ଥିଲା ସେଥିପାଇଁ ଡ୍ରାଇଭର କାର ବ୍ରେକ୍ ମା-ରି ଗାଡ଼ିକୁ ସମ୍ଭାଳି ଦେଲେ କିନ୍ତୁ ଆଖି ପିଛୁଳାକେ ବାଇକ୍ ଏତେ ଜୋରେ ମା-ଡ଼ ହେଲା ସେ କିଛି ଭାବି ପାରିଲେନି। ସେ ହଠାତ୍ ଗାଡ଼ିର ବ୍ରେକ ମା-ରିଲେ ଯାହା ଦ୍ଵାରା ଗାଡ଼ି ଆଗରେ ଲାଗିଥିବ ସେଫ୍ଟି ବେଲୁନ ଖୋଲି ଗଲା।

ସେଥିପାଇଁ ରାନୀ ପଣ୍ଡା ଏବଂ ତାଙ୍କ ଡ୍ରାଇଭରର ବେସି କିଛି କ୍ଷ-ତି ହେଇନଥିଲା କେବଳ ଛାତି ମା-ଡ଼ ହେଇ ଗଲା। କିନ୍ତୁ ସୁକାନ୍ତର କାର ଦେହରେ ଏତେ ଜୋରେ ମା-ଡ଼ ହେଲେ ତାଙ୍କ ବାଇକ୍ ନ-ଷ୍ଟ ହେବା ସହ ତାଙ୍କ ଜୀବନର ଦୀପ ମଧ୍ୟ ଲିଭିଗଲା। ସୁକାନ୍ତ ବାଇକର ସ୍ପିଡ୍ ଅଧିକ ଥିଲା ସେଥିପାଇଁ ସେ ନିଜକୁ ସମ୍ଭାଳି ପାରିଲେନି ବୋଲି ରାନୀ ପଣ୍ଡାଙ୍କ ଡ୍ରାଇଭରର ମିଡ଼ିଆ ଆଗରେ ସେ ଦିନ ରାତିର ସବୁ କଥା କହିଛନ୍ତି।

ସୂଚନା ଅନୁସାରେ ସୁକାନ୍ତଙ୍କ ପାରିବାର ଲୋକଙ୍କ ସହିତ ରାନୀ ପଣ୍ଡା ମଧ୍ୟ ଦୁଃ-ଖ ପ୍ରକାଶ କରିଛନ୍ତି। ସୁକାନ୍ତଙ୍କ ମାଙ୍କ ଆଖିରୁ ଲୁ-ହ ସୁଖୁନି। ପରିବାର ଲୋକେ ଦୁଃ-ଖରେ ଭା-ଙ୍ଗି ପଡିଛନ୍ତି। ପାରିବାର ଲୋକଙ୍କୁ ଆଶ୍ଵାସନା ଦେଇ ରାନୀ ପଣ୍ଡା ସୁକାନ୍ତଙ୍କ ପରିବାରକୁ କିଛି ଟଙ୍କା ଦେବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *