ଚିକିତ୍ସା କରୁଥିଲେ ଡାକ୍ତର , କଇଁଚି ଭୁ-ଷି ଦେଇ ଜୀବନ ନେଇ ଗଲେ ରୋଗୀ

ଏପରି ଘ-ଟଣା ବର୍ତ୍ତମାନ ସମୟରେ ଘଟି ଯାଇଛି , ଯାହା ସାରା ଦେଶରେ ହଇଚଇ ସୃଷ୍ଟି କରିଦେଇଛି । ପୁରା ଇତିହାସରେ ଏହା ପ୍ରଥମ ଘଟ-ଣା ହୋଇଥିବ , ଯେତେବେଳେ ଏମିତି ଏକ ଚାଞ୍ଚ୍ଚଲ୍ୟକର ଘ-ଟଣା ଘଟି ଯାଇଛି । ଆଉ ଏପରି ପରିସ୍ଥିତି ସୃଷ୍ଟି ହେବା ପରେ ଡାକ୍ତର ମାନେ ଆଉ ରୋଗୀ ମାନଙ୍କୁ ଚିକିତ୍ସା କରିବା ପାଇଁ ମନା କରି ଦେଇଛନ୍ତି । ତେବେ ଏହା କିଛି ସାମାନ୍ୟ କଥା ନୁହେଁ , ବାସ୍ତବରେ କଥାଟି ଅତ୍ୟନ୍ତ ଜଟିଳ ଅଟେ ଆଉ ଯେଉଁଥିପାଇଁ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା କରାଯାଉଛି ।

ଯେଉଁ ଡାକ୍ତରଙ୍କୁ ଦେବତା ଭାବରେ ବିବେଚନା କରାଯାଏ , ଯେଉଁ ଡାକ୍ତର ନିଜ ଜୀବନକୁ ବାଜି ଲଗାଇ ଗୋଟିଏ ରୋଗୀର ଜୀବନ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥାନ୍ତି , ଶେଷରେ ସେହି ଡାକ୍ତରଙ୍କ ଜୀବନ ନେଇ ଯାଇଛନ୍ତି ଜଣେ ସାଧାରଣ ରୋଗୀ । ହସ୍ପିଟାଲରେ ନିଜ ଜୀବନ ସହିତ ସଂ-ଘର୍ଷ କରି ଶେଷରେ ଶେଷ ନିଃ-ଶ୍ୱାସ ତ୍ୟାଗ କରି ଦେଇଛନ୍ତି ଡାକ୍ତର ଜଣକ ।

ତେବେ ଏପରି ଏକ ଦୁଃ-ଖଦ ଘ-ଟଣା ଘଟି ଯାଇଛି କେରଳରେ । କେରଳରେ ଜଣେ ୨୩ ବର୍ଷୀୟ ହାଉସ ସର୍ଜନଙ୍କ ଜୀବନ ନେଇ ଯାଇଛନ୍ତି ଜଣେ ରୋଗୀ ।ସୂଚନା ଅନୁଯାୟୀ , ନେଦୁମପଡ଼ା ୟୁପି ସ୍କୁଲରେ ଶିକ୍ଷକତା କରୁଥିବା ଜଣେ ୪୧ ବର୍ଷୀୟ ଯୁବକ ଜଣ ନିଜ ପଡୋଶୀ ସହିତ ଝ-ଗଡା କରି ଆ-ହତ ହୋଇ ଯାଇଥିଲେ ଆଉ ଯାହା ପରେ ପୋ-ଲିସ ତାଙ୍କୁ ଗି-ରଫ କରି ନେଇ ଯାଇଥିଲା ।

ଏବଂ ପରେ ତାଙ୍କୁ ସକାଳ ପ୍ରାୟ ସାଢ଼େ ୪ଟା ସମୟରେ ତାଙ୍କୁ କୋଟ୍ଟାରକରା ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ତାଙ୍କର କ୍ଷ-ତର ଚିକିତ୍ସା କରିବା ପାଇଁ ଡାକ୍ତର ଆସିଥିଲେ ଆଉ ଠିକ୍ ଏହି ସମୟ ମଧ୍ୟରେ ଅଭି-ଯୁକ୍ତ ଜଣକ ଏକ କଇଁଚି ନେଇ ଡାକ୍ତର ଜଣଙ୍କୁ ଭୁ-ଷି ଦେଇଥିଲେ ଆଉ ଯାହାପରେ ଡାକ୍ତରଙ୍କ ଦେହରୁ ଅନେକ ର-କ୍ତ ଯାଇଥିଲା ।

ତେବେ ଏହାପରେ ତାଙ୍କର ଚିକିତ୍ସା କରା ଯାଇଥିଲା ଆଉ ଚିକିତ୍ସା ସମୟରେ ହିଁ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ତେବେ ସେହି ଚିକିତ୍ସା କରୁଥିବା ଡାକ୍ତର ଜଣକ ହେଉଛନ୍ତି ୨୩ ବର୍ଷୀୟା ବନ୍ଦନା ଦାସ । ତେବେ ଏହି ଘଟ-ଣାରେ ବନ୍ଦନାଙ୍କ ମୃ-ତ୍ୟୁ ହୋଇଥିବା ସହିତ ଆଉ ୫ ଜଣ ଆ-ହତ ହୋଇଛନ୍ତି ।

ତେବେ ଏହି ଘଟ-ଣା ଘଟି ଯାଇଥିବାରୁ ପୁରା କଲେଜ ପରିସରରେ ଛାତ୍ରଛାତ୍ରୀ ମାନେ ଧାରଣା ଦେଇ ବସିଥିଲେ ଆଉ ଅନେକ ସମୟ ପର୍ଯ୍ୟନ୍ତ ଓଟି ଏବଂ ଜରୁରୀକାଳୀନ ସେବା ମଧ୍ୟ ବନ୍ଦ କରି ଦିଆ ଯାଇଥିଲା । ତେବେ ଏହାପରେ ଡାକ୍ତର ମାନେ କହିଛନ୍ତି କି , ସେମାନେ ଆଉ କାହାକୁ ଚିକିତ୍ସା କରିବେ ନାହିଁ ।

Leave a Reply

Your email address will not be published. Required fields are marked *