ସ୍ଵାମୀ ଅୟୋଜନ କରିଥିଲା ରାମକଥା, ବାବା ସହ ଫେ-ରାର ହେଲା ସ୍ତ୍ରୀ।

ଆଜିକାଲି ସୋସିଆଲ ମିଡ଼ିଆରେ ଆପଣ ମାନେ ସବୁଦିନ ଦେଖୁଥିବେ ବିବାହର ମାତ୍ର କିଛି ଦିନ ପରେ ସ୍ତ୍ରୀ ଆଉ କାହାକୁ ଭଲ ପାଇ କୁଆଡେ଼ ପଳେଇ ଯାଉଛି ତ ସ୍ଵାମୀ ସ୍ତ୍ରୀ କୁ ଛାଡ଼ି ଆଉ କାହା ସହ ପଳାଉଛି। ସବୁଦିନ ଗୋଟିଏ ପ୍ରକାରର ଘ-ଟଣା ଶୁଣି ଆପଣ ମାନେ ମି-ଛ ଭାବି ପାରନ୍ତି କିନ୍ତୁ ଘ-ଟଣା ସବୁ ପୁରା ସତ। ସେତେବେଳର ଲୋକମାନେ ସାତ ଜନ୍ମ ପାଇଁ ସାଥିରେ ରହିବେ ବୋଲି କଥା ଦେଉଥିଲେ ଏବଂ ସାଥୀ ହେଇ ରହୁଥିଲେ କିନ୍ତୁ ଆଜିର ଯୁବପିଢି ସାତ ଜନ୍ମ ପାଇଁ ସାଥିରେ ରହିବେ ବୋଲି କଥା ତା ଦେଉଛନ୍ତି କିନ୍ତୁ ସାତ ମାସ ପର୍ଯ୍ୟନ୍ତ ସାଥୀ ହେଇ ରହି ପାରୁ ନାହାଁନ୍ତି।

ମଧ୍ୟ ପ୍ରଦେଶର ଛତ୍ରପୁର ର ରାହୁଲ ତିଆରି ୨୦୨୧ ରେ ଗୌରୀ ଶଙ୍କର ମନ୍ଦିରରେ ରାମ କଥା ଅୟୋଜନ କରିଥିଲେ। ରାମକଥା ଶୁଣାଇବା ପାଇଁ ଚିତ୍ରକୁଟ ଧାମର ଧୀରେନ୍ଦ୍ର ଆଚାର୍ଯ୍ୟ ଏବଂ ତାଙ୍କ ଶିଷ୍ୟ ନରୋତ୍ତମ ଦାସ ଗୌରୀ ଶଙ୍କର ମନ୍ଦୀରକୁ ଆସିଥିଲେ। ପୂଜା ପାଠ କରିବା ପାଇଁ ଗ୍ରାମର ଅନ୍ୟ ମହିଳା ମାନଙ୍କ ପାରି ରାହୁଲଙ୍କ ପତ୍ନୀ ମଧ୍ୟ ସବୁଦିନ ମନ୍ଦିରକୁ ଯାଆନ୍ତି। କିନ୍ତୁ କେହି ଜାଣି ନଥିଲେ ଯେ ସେ ମନ୍ଦିର ଭଗବାନଙ୍କୁ ପୂଜା କରିବା ପାଇଁ ନୁହେଁ ବରଂ ବାବାଙ୍କୁ ଦେଖା କରିବା ପାଇଁ ଯାଆନ୍ତି।

କିଛି ଦିନ ରାମକଥା ଚାଲିବା ପରେ ଶିଷ୍ୟ ନରୋତ୍ତମ ଦାସ ଜଣେ ବାବା ହେଇ ମଧ୍ୟ ସେ ନିଜ କାମୁକ ଇଚ୍ଛାକୁ ନିଜ ଆୟତ୍ତରେ ରଖିପାରି ନଥିଲେ। ପ୍ରଥମେ ଆଖିରେ ଆଖି ମିସିଲା ତା ପରେ ମନ ମିଶିଲା ଶେଷରେ ଦୁହେଁ କୁଆଡେ ଫେ-ରାର ହେଇଗଲେ। କିଛି ଦିନ ଯିବାପରେ କେତେବେଳେ ପତ୍ନୀ ଘରକୁ ନ ଫେରିଲେ ସେତେବେଳେ ରାହୁଲ ପୋ-ଲିସ୍ ରେ ଅଭି-ଯୋଗ କଲେ।

ଗୋଟେ ମାସ ପରେ ପତ୍ନୀ ପୋ-ଲିସ୍ ଷ୍ଟେ-ସନ୍ ଆସି ନିଜ ବୟା-ନରେ କହିଲେ ସେ ଆଉ ତାଙ୍କ ସ୍ବାମୀଙ୍କ ସହ ରହିବାକୁ ଚାହୁଁ ନାହାଁନ୍ତି ସେ ଏବେ ବାବା ନରୋତ୍ତମଙ୍କୁ ଭଲ ପାଉଛନ୍ତି ସେଥିପାଇଁ ସେ ଆଉ କେବେ ଘରକୁ ଫେରିବେନି। ସ୍ତ୍ରୀଙ୍କ ବ-ୟାନ ପରେ ପୋ-ଲିସ୍ ଅଭି-ଯୋଗ ଫେରେଇ ଦେଇଥିଲେ କିନ୍ତୁ ଏବେବି ସେଇ ଘଟ-ଣାର ତ-ଦନ୍ତ ଚାଲିଛି ବୋଲି କେତେଜଣ ପୋ-ଲିସ୍ କହୁଛନ୍ତି।

Leave a Reply

Your email address will not be published. Required fields are marked *