ଆମେରିକାର ଭାରତକୁ ବଡ଼ ପ୍ରଶ୍ନ, କଣ ଚୀନ୍ ଆକ୍ର-ମଣ କଲେ ପଛରେ ଛିଡ଼ା ହେବ ଋଷ?

ଆପଣମାନେ ଜାଣିଥିବେ ବର୍ତ୍ତମାନ ଚାଲିଥିବା ବିଶ୍ୱର ବଡ଼ ଯୁ-ଦ୍ଧ ବିଷୟରେ। ରୁଷ ଏକ ବିଶାଳକାୟ ଦେଶ ହେଲେ ମଧ୍ୟ ତା ସମ୍ମୁଖରେ ପିମ୍ପୁଡି ସଦୃଶ ୟୁକ୍ରେନ ଦେଶ ଉପରକୁ ପ୍ରାୟ ୨୦ ଦିନ ଧରି ଆକ୍ର-ମଣ କରି ଚାଲିଛି। ଆମେରିକା ୟୁକ୍ରେନର ସାଥ ଦେବ କହି ପଛରୁ ହଟି ଯାଇଛି। ଯାହାଫଳରେ ୟୁକ୍ରେନ ଛୋଟିଆ ଦେଶ ହୋଇଥିଲେ ମଧ୍ୟ ୠଷିଆ ଭଳି ବିଶାଳ ଦେଶ ଆଗରେ ମୁଣ୍ଡ ନୁଆଁଇ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଲ-ଢେ-ଇ ଜାରି ରଖିଛି। ତେବେ ସାରା ବିଶ୍ୱର ନଜର ବର୍ତ୍ତମାନ ଏହି ଦୁଇ ଦେଶ ଉପରେ ରହିଛି। କାରଣ ୟୁକ୍ରେନ ୠଷିଆ ସାମ୍ନାରେ ବହୁତ ଛୋଟ ଦେଶ ଏବଂ ଆଧୁନିକ ଅ-ସ୍ତ୍ରଶ-ସ୍ତ୍ର ମଧ୍ୟ ରୁଷିଆ ତୁଳନାରେ କମ୍ ରହିଛି।

ତେବେ ୠଷିଆ ଆକ୍ର-ମଣରେ ନା ୟୁକ୍ରେନର ରାଷ୍ଟ୍ରପତି ଡ-ରୁଛନ୍ତି ନା ହିଁ ୟୁକ୍ରେନ ବାସିନ୍ଦା। ଶେଷ ନି-ଶ୍ୱା-ସ ପର୍ଯ୍ୟନ୍ତ ଲ-ଢେ-ଇ ଜାରି ରହିବ ବୋଲି ୟୁକ୍ରେନ ରାଷ୍ଟ୍ରପତି ବାର୍ତ୍ତା ଦେଇଛନ୍ତି ଏଥିସହିତ ସେ ନିଜ ଦେଶର ନାଗରିକ ମାନଙ୍କ ଆତ୍ମବଳ ବୃଦ୍ଧି କରିବାରେ ଲାଗିଛନ୍ତି। ୠଷିଆ ଗୋଟେ ପରେ ଗୋଟେ ବୋମା ବିସ୍ଫୋ-ରଣ, କ୍ଷେ-ପଣା-ସ୍ତ୍ର ନିକ୍ଷେପଣ କରିବାରେ ଲାଗିଛି। ତଥାପି ୟୁକ୍ରେନ ମୁଣ୍ଡ ନୁଆଇଁ ନାହିଁ। ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁ-ଦ୍ଧ ସମସ୍ତ ସ୍ଥାନରେ ଭ-ୟବା-ହ ପରିସ୍ଥିତି ସୃଷ୍ଟି କରିଛି।

ୟୁକ୍ରେନ ଓ ରୁଷ ମଧ୍ୟରେ ଯୁ-ଦ୍ଧ ହେବା ପରେ ସାରା ବିଶ୍ୱ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଆମେରିକା ଓ ସମସ୍ତ ପାଶ୍ଚାତ୍ୟ ଦେଶ ଗୋଟେ ପଟ ହୋଇଥିବା ବେଳେ ରୁଷ ଓ ଚୀନ ଆଦି ଦେଶ ଗୋଟେ ପଟେ ରହିଛନ୍ତି। କିନ୍ତୁ ଭାରତ ଏପର୍ଯ୍ୟନ୍ତ ନିରପେକ୍ଷତା ବଜାଇ ରଖିଛି। ଭାରତ ଏପର୍ଯ୍ୟନ୍ତ କାହାକୁ ସପୋର୍ଟ କରି ନାହିଁ। ଭାରତର ନିରପେକ୍ଷତା ପାଇଁ ଆମେରିକା ନିଜ ଆଡକୁ ଆଣିବାକୁ ଚେଷ୍ଟା କରୁଛି।

ଗୁରୁବାର ରାତିରେ ରୁଷର ବିଦେଶ ମନ୍ତ୍ରୀ ସର୍ଗେଇ ଇଭାନୋଭ ଭାରତ ଗସ୍ତରେ ଆସିବାକୁ ଥିବାରୁ ତାପୂର୍ବରୁ ଆମେରିକା ନିଜର ଉପ ଜାତୀୟ ସୁର-କ୍ଷା ପରାମର୍ଶଦାତା ଦଲିପ୍ ସିଂଙ୍କୁ ଭାରତକୁ ପଠାଇଛନ୍ତି। ସେ ଭାରତକୁ ଏକ ବଡ଼ ପ୍ରଶ୍ନ କରିଛନ୍ତି। ଯଦି ଭବିଷ୍ୟତରେ ଚୀନ୍ ଭାରତ ଉପରେ ଆକ୍ର-ମଣ କରେ ତେବେ ରୁଷ ଭାରତକୁ ସହାୟତା କରି ପାରିବ ତ ?

ମୁଖ୍ୟକଥା ହେଉଛି ରୁଷ ଓ ୟୁକ୍ରେନ ଯୁ-ଦ୍ଧ ପରେ ରୁଷର ଅର୍ଥନୀତି ଦୁର୍ବଳ ହୋଇପଡିବ ଏବଂ ସେହି ସମୟରେ ରୁଷ ସମ୍ପୂର୍ଣ୍ଣ ଭାବେ ଚୀନ୍ ଉପରେ ନିର୍ଭରଶୀଳ ହୋଇପଡିବ। ଯାହାଫଳରେ ଏହାର ସୁଯୋଗ ନେଇ ଚୀନ୍ ଭାରତ ଉପରେ ଆକ୍ର-ମଣ କରିଦେବ। ତେବେ ଏହି ସମୟରେ ଆମେରିକା ଭାରତକୁ ସହାୟତା ପ୍ରଦାନ କରିବ ବୋଲି ଏହା ଆମେରିକା ଉପ ଜାତୀୟ ସୁର-କ୍ଷା ପରାମର୍ଶଦାତା ଦଲିପ୍ ସିଂ କହିଛନ୍ତି।

ତେବେ ଭାରତକୁ ନିଜ ଆଡକୁ ଆଣିବା ଆମେରିକାର ଏକ ବଡ଼ ଯୋଜନା କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ। ଭାରତ ଯେପରି ରୁଷ ଶିବିରକୁ ନ ଯିବ ସେଥିପାଇଁ କଳବଳ କୌଶଳ ଚଳେଇଛି। ତେବେ ଏଥିମଧ୍ୟରେ ରୁଷର ବୈଦେଶିକ ମନ୍ତ୍ରୀ ଭାରତକୁ ସାକ୍ଷାତ କରିବା ପାଇଁ ଆସୁଛନ୍ତି।

Leave a Reply

Your email address will not be published. Required fields are marked *