ଜେ-ଲ ଭିତରେ ରହି ସ୍ଵାମୀକୁ ଧ-ମକ ଦେଉଛି ସ୍ତ୍ରୀ , କହୁଛି ଜେ-ଲ ରୁ ବାହାରେ ତାପରେ ….

ପିଶାଚିନୀ ସ୍ତ୍ରୀର ଅଦ୍ଭୁତ ରୂପ । ନିଜ ଅସଲ ରୂପ ଦେଖାଇବା ଠାରୁ ପଛାଇଲା ନାହିଁ । ଆଉ ଦେଖାଇ ଚାଲିଲା ଗୋଟିଏ ପରେ ଗୋଟିଏ ଅସଲ ରୂପ । ଆଗ ସ୍ଵାମୀର ଦେହକୁ କଷ୍ଟ ଦେଲା ଆଉ ତାପରେ ଏପରି କିଛି କାମ କରିଲା ଯାହାକୁ ଦେଖି ଆଶ୍ଚର୍ଯ୍ୟ ସମସ୍ତେ । ତେବେ ଆଜ୍ଞା ହଁ ଏପରି ଜଣେ ସ୍ତ୍ରୀ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଯିଏ ନିଜ ସ୍ଵାମୀ ସହିତ ଏପରି କିଛି କାମ କରିଛନ୍ତି , ଯାହାକୁ ନେଇ ବର୍ତ୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚା ।

ତେବେ ଏପରି ଏକ ଅଦ୍ଭୂତ ଖବର ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ । ସୂଚନା ଅନୁସାରେ , ଭଦ୍ରକ ସାବରଙ୍ଗ ଥା-ନା ଅନ୍ତର୍ଗତ ବେତାର ପଞ୍ଚାୟତ ଭବାନୀ ଗାଁରେ ଏପରି ଘ-ଟଣା ଘଟି ଯାଇଛି । ଏହି ଗାଆଁରେ ରୁହନ୍ତି ପ୍ରଫୁଲ୍ଲ ଆଉ ତାଙ୍କ ସ୍ତ୍ରୀ କମଳି । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା । କିନ୍ତୁ ହଠାତ୍ ଦିନେ ଏପରି କିଛି ହୋଇଥିଲା ଯେ , ସ୍ତ୍ରୀର ପ୍ରକୋପ ସ୍ବାମୀଙ୍କୁ ସହିବାକୁ ପଡ଼ିଥିଲା । ଅର୍ଥାତ୍ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଜୋ-ର୍ ସୋର ପା-ଟିତୁ-ଣ୍ଡ ହୋଇଥିଲା।

ଆଉ ତାପରେ ଗତ ୨୦ ତାରିଖ ରାତି ୧୦.୩୦ ସମୟରେ ଜୋର୍ ସୋରରେ ଚି-ତ୍କାର କରିଥିଲେ ସ୍ଵାମୀ ପ୍ରଫୁଲ୍ଲ । ତେବେ ପରିବାର ଲୋକ ଯାଇ ଦେଖିଲା ବେଳକୁ ପ୍ରଫୁଲ୍ଲଙ୍କ ଦେହ ସାରା ଗରମ ତେଲ ପଡ଼ିଥିଲା ଆଉ ସେ କଷ୍ଟରେ ଛଟପଟ ହେଉଥିଲେ । ଯାହା ପରେ ପରିବାର ଲୋକ ତାଙ୍କୁ ଉ-ଦ୍ଧାର କରି ଡାକ୍ତରଖାନା ନେଇ ଯାଇଥିଲେ ଆଉ ବର୍ତ୍ତମାନ ସେ ଗୁରୁ-ତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ପକ୍ଷରେ ସ୍ତ୍ରୀ କମଳି ବର୍ତ୍ତମାନ ଭଦ୍ରକ କାରାଗାରରେ ଦିନ ବିତାଉଛନ୍ତି ।

ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଏପରି ଏକ ଅଡିଓ କଲ୍ ଆସିଛି , ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ୟ୍ଯ ହୋଇ ଯାଉଛନ୍ତି । ତେବେ ସେଦିନ କମଳି ନିଜ ସ୍ବାମୀଙ୍କୁ ଫୋନ୍ କରିଥିଲେ ଆଉ ଏପରି କିଛି ଧ-ମକ ଦେଇଥିଲେ । ସେ ଫୋନ୍ କରି କହିଥିଲେ ଯେ , ମୁଁ ସିନା ଏବେ ଏଠାରେ ଅଛି । କିନ୍ତୁ ଥରେ ଜେ-ଲରୁ ବାହାରେ ତୁମ ପରିବାରକୁ ଦେଖାଇଦେବି । ଆଉ ଯଦି କେହି ଆସି ମୋ ବିରୁ-ଦ୍ଧରେ ସାକ୍ଷୀ ଦିଏ , ତାହାଲେ ମୁଁ ତାକୁ ଆଦୌ ଛାଡ଼ିବି ନାହିଁ । ତେବେ ଏହାପରେ ଜେ-ଲ କର୍ତୁପକ୍ଷ କହିଛନ୍ତି ଯେ , ଫୋନ୍ ଯେଉଁ ସମୟରେ ଦିଆ ଯାଇଥିଲା , ସେତେବେଳେ ସେ ଏପରି କରିଛନ୍ତି ।

Leave a Reply

Your email address will not be published. Required fields are marked *