ରାଜଧାନୀ ରାସ୍ତାରେ ସୁନ୍ଦରୀ ମ୍ୟାଡ଼ମଙ୍କ ଉ-ତ୍ପାତ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ । ମଦ ପିଇ କଲେ ଏଭଳି କାର-ନାମା ।

ରାଜଧାନୀ ଉପରେ ଆସିବା ଦିନ ଠାରୁ ଅନେକ ଭିଡ଼ିଓ ଭାଇରଲ ହେଉଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକେ ବିଭିନ୍ନ କ-ମେଣ୍ଟ ମଧ୍ୟ କରିଥାନ୍ତି । ଆଉ ବର୍ତ୍ତମାନ ସମୟରେ ମଧ୍ୟ ଏଭଳି ଏକ ଘ-ଟଣା ଦେଖିବାକୁ ମିଳିଛି । ଆଉ ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ତେବେ ଭାଇରଲ ହେଉଥିବା ଭିଡ଼ିଓ ରାଜଧାନୀର ରାଜରାସ୍ତା ଉପରର ଅଟେ । ଯେଉଁଠି ଜଣେ ମହିଳା ମ-ଦ ପିଇ ହାଇ ଡ୍ରାମା କରିଛନ୍ତି । ତାଙ୍କ ବେଶଭୂଷା ଦେଖିଲେ କେହି କହିବେ ନାହିଁ ଯେ ଯୁବତୀ ଜଣକ ଏଭଳି କାର-ନାମା କରି ପାରିବେ ବୋଲି ।

କିନ୍ତୁ ବାସ୍ତବରେ ଯୁବତୀ ଜଣକ ଏହିଭଳି କିଛି କରିଛନ୍ତି । ଯୁବତୀ ଜଣକ ଅଜସ୍ର ମ-ଦ ପିଇ ମ-ଦ ଦୋକାନୀ ସହିତ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ମଧ୍ୟ ଅ-ଶ୍ଳୀଳ ଭାଷାରେ ଗା-ଳି ଗୁ-ଲଜ କରୁଛନ୍ତି । ଆଉ ଯେତେବେଳେ ଥକି ପଡୁଛନ୍ତି ସେତେବେଳେ ରାସ୍ତା କଡ଼ରେ ଥିବା ଆବର୍ଜନା ପାଖକୁ ଯାଇ ବସି ପଡୁଛନ୍ତି ।

ଖାଲି ସେତିକି ନୁହେଁ ରାସ୍ତାରେ ଯାଇ ଗାଡ଼ି ମଟରକୁ ଖାତିର ନକରି ରାସ୍ତାରେ ଗୋଡ଼ ହାତ ଲମ୍ବାଇ ଶୋଇ ଯାଉଛନ୍ତି । ତେବେ ସୂଚନା ଅନୁଯାୟୀ ଏଭଳି ଦୃ-ଶ୍ୟ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି । ଏଭଳି ଘ-ଟଣା ଘଟୁଛି ଇନଫୋସିଟି ଥା-ନା ଅନ୍ତର୍ଗତ କଳାରହାଙ୍ଗ କଟିଂ ଛକରେ । ଜଣେ ଯୁବତୀ ଅପରାହ୍ନରେ କଟିଂ ଛକ ନିକଟରେ ଥିବା ମ-ଦ କାଉଣ୍ଟରକୁ ଆସିଥିଲେ ଏବଂ ବୀ-ୟର ମାଗିଥିଲେ ।

ଗୋଟିଏ ପରେ ଗୋଟିଏ ଦଶଟି ବୀ-ୟର ପିଇବା ପରେ ଯୁବତୀ ଜଣକ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲେ । ଆଉ ଲୋକଙ୍କୁ ଗା-ଳି ଗୁ-ଲଜ କରିବା ସହିତ ରାସ୍ତାରେ ଶୋଇ ପଡୁଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଯାହାକୁ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଲାଗିଛି ।

ପ୍ରାୟ ଚାରି ଘଣ୍ଟା ଧରି ଯୁବତୀ ଜଣକ ଏଭଳି କାର-ନାମା କରିବା ପରେ ସ୍ଥାନୀୟ ଲୋକେ ପୋଲି-ସକୁ ଖବର ଦେଇଥିଲେ । ଖବର ପାଇବା ପରେ ଇନଫୋସିଟି ଥା-ନା ପୋ-ଲିସ ଯୁବତୀଙ୍କୁ କାବୁ କରି ଥା-ନାକୁ ଆଣିଥିଲେ । ନି-ଶା ଛାଡ଼ିବା ପରେ ଯୁବତୀଙ୍କ ଠାରୁ ଅଣ୍ଡରଟେକିଙ୍ଗ ଲେଖି ଛାଡ଼ି ଦେଇଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *