ସମ୍ବଲପୁରରେ କାହିଁକି ହେଲା ଏତେ ବଡ଼ ଦଙ୍ଗା, ସବୁଆଡେ ଜାରି ହେଲା କର୍ଫ୍ୟୁ।

ଓଡ଼ିଶାରେ ଆପଣ ମାନେ ଅନେକ ଦଙ୍ଗା ଦେଖିଥିବେ କିନ୍ତୁ ଗତକାଲି ରାତିରେ ଏମିତି ଏକ ଦଙ୍ଗା ହେଇଥିଲା ଯାହା ବିଷୟରେ ଆପଣ ମାନେ କେବେ ସ୍ୱପ୍ନରେଭି ଭାବି ନଥିବେ। ହନୁମାନ ଜୟନ୍ତୀ ବାଇକ୍ ରାଲି ଶୋଭାଯାତ୍ରାରେ ଦୁଇ ଗୋଷ୍ଟିଙ୍କ ଭିତରେ ମା-ଡ଼ ଗୋ-ଳ ଲାଗିବା ଦ୍ଵାରା ଦଙ୍ଗା ସୃଷ୍ଟି ହେଇଥିଲା। ପୋ-ଲିସ୍ ଦଙ୍ଗାକୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ମା-ଡ଼ ଗୋ-ଳ ଭିତରେ ମହିଳା ପୋ-ଲିସ୍ ଅଫିସରଙ୍କୁ ପଥର ପକାଇ ତାଙ୍କ ମୁଁହ ଫଟେଇ ଦେଇଥିଲେ।

ମହିଳା ପୋ-ଲିସ୍ ଅଫିସରଙ୍କ ଉପରକୁ ପଥର ମା-ଡ଼ ପରେ ଗତକାଲି ରାତି ୧୨ଟା ଠାରୁ ୬ ଟି ଥା-ନାରେ କର୍ଫ୍ୟୁ ଜାରି ହେଇଛି। ସମ୍ବଲପୁର ସହିତ ଅନ୍ୟ ଜିଲ୍ଲାର ପୋ-ଲିସ୍ ଟିମ୍ ଏବେ ଡିଆଇଜି ମଧ୍ୟ ଆସି ଘ-ଟଣା ସ୍ଥଳରେ ପହଞ୍ଚିଥିଲେ। ଗତକାଲି ରାତି ଠାରୁ ସମ୍ବଲପୁର ଟାଉନ ସହିତ ଧନୁପାଲି, କ୍ଷତରାତପୁର, ଅଇଠା ପାଲି, ବରେଇପାଲି ଏବଂ ସଦର ଥା-ନା ଅଫିସ୍ ରେ କର୍ଫ୍ୟୁ ଜାରି ହେଇଛି।

ପୋ-ଲିସ୍ ଅଧିକାରୀଙ୍କ ନିୟମ ଅନୁସାରେ ସକାଳ ୮-୧୦ ଏବଂ ଅପରାହ୍ନ ୩.୩୦-୫.୩୦ ପର୍ୟ୍ୟନ୍ତ ଦୋକାନ ଖୋଲା ରହିବ। ଲୋକମାନେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ବାହାରକୁ ଆସି ନେଇ ପାରିବେ। ବିନା କାମରେ ଯେଉଁମାନେ ବାହାରେ ବିଲିବେ ସେମାନଙ୍କ ଉପରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ।

ଉପଜିଲ୍ଲା ପାଳ ଏବଂ ଡିଆଇଜୀଙ୍କ କହିବା ଅନୁସାରେ ଏ ସବୁ ହନୁମାନ ଜୟନ୍ତୀ ବାଇକ୍ ରାଲି ପାଇଁ ହେଇଛି। ଦୁଇ ଗୋଷ୍ଟୀଙ୍କ ଭିତରେ ଟିକେ ଟିକେ କ-ଳି ଝ-ଗଡା ଏମିତି ଗୋଟେ ଭ-ୟଙ୍କର ଝ-ଗଡା ପରିଣତ ହେଇଯିବ ବୋଲି କେହି ଭାବି ନଥିଲେ ସେଥିପାଇଁ ପୋ-ଲିସ୍ ଟିମ୍ ଘ-ଟଣା ସ୍ଥଳରେ ପହଞ୍ଚିବା ଆଗରୁ ଏମିତି ସବୁ ଘଟିଗଲା। ଏବେ ଉଗ୍ର ରୂପ ଧାରଣ କରିଥିବା ଦଙ୍ଗା କେମିତି ଥଣ୍ଡା ପଡ଼ିବ ସେଥିପାଇଁ ଆମେ ଚେଷ୍ଟା କରୁଛୁ ଏବଂ ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ଏମିତି ସବୁଆଡେ କର୍ଫ୍ୟୁ ଲଗିରହିବ। ଏବଂ ଦଙ୍ଗା ହେବା ପଛରେ ଯେଉଁ ମାନଙ୍କର ହାତ ଅଛି ସେମାନଙ୍କୁ ନିହାତି ଦ-ଣ୍ଡ ଦିଆଯିବ।

Leave a Reply

Your email address will not be published. Required fields are marked *