କୁକୁର ଖାଇଦେଲା ଯୁବକର ପ୍ରାଇ-ଭେଟ୍ ପାର୍ଟ ।

ବନ୍ଧୁଗଣ ଏବେ କୁକୁରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେତେବେଳେ କୁକୁର ଛୋଟ ଛୁଆଙ୍କୁ ଝୁଣି ଖାଇ ଦେଉଛି ତ ଆଉ କେତେବେଳେ କୁକୁର କାହାକୁ କାମୁଡି କ୍ଷ-ତ ବିକ୍ଷ-ତ କରୁଥିବା ଦେଖିବାକୁ ମିଳୁଛି । ତେବେ ଆପଣ ମାନେ ନିହାତି ଭାବେ ଜାଣିଥିବେ କୁକୁର ମାନଙ୍କ ଭିତରେ ଭ-ୟଙ୍କର କୁକୁର ହେଉଛି ପିଟବୁଲ। ଯାହାର ନାଁ ଶୁଣିଲେ ଲୋକେ ଭ-ୟରେ ଥରି ଉଠନ୍ତି । କାରଣ ଏହି କୁକୁର ଯେତେବେଳେ ମଣିଷକୁ ଆକ୍ର-ମଣ କରେ କେବଳ କା-ମୁଡି କ୍ଷତ ବିକ୍ଷତ କରେ ତାହା ନୁହେଁ ଅନେକ ସମୟରେ ଦେଖିବାକୁ ମିଳେ କି କୁକୁର ମଣିଷର ଜୀବନ ମଧ୍ୟ ନେଇଯାଇଥାଏ ।

ଆଉ ସେହି ପେଟବଲ୍ ମୁହଁରୁ ନିଜକୁ ବଞ୍ଚାଇବାରେ ବିଫଳ ହୋଇଛନ୍ତି ଜଣେ ଯୁବକ । ଆଉ ଯୁବକଙ୍କ ସହିତ କୁକୁର କରି ବସିଛି ଏପରି ଏକ ସାଙ୍ଘା-ତିକ ଭ-ୟଙ୍କର କା-ଣ୍ଡ । କୁକୁର ଟି ଯୁବକଙ୍କ ପ୍ରାଇ-ଭେଟ୍ ପାର୍ଟକୁ ଖାଇ ଦେଇଛି । କେବଳ ଖାଇ ନାଇଁ ଏକ ଦମ୍ କା-ମୁଡି କା-ମୁଡି ଚୋବାଇ ଦେଇଛି । ବର୍ତ୍ତମାନ ଯେଉଁ ଘ-ଟଣା ବିଷୟରେ କହିବୁ ତାହା ଆପଣଙ୍କୁ ହୁଏତ ବିଶ୍ୱାସ ନହୋଇ ପାରେ ମାତ୍ର ଏହା କିନ୍ତୁ ବିଲକୁଲ ସତ ।

ଏବେ କୁକୁର ମାନେ ସାରା ଦେଶରେ ଆତଙ୍କ ଖେଳାଇ ଭ-ୟର ବାତବରଣ ସୃଷ୍ଟି କରୁଛନ୍ତି । ସେହି କୁକୁର ମାନଙ୍କ ଭିତରୁ ଏମିତି ଏକ କୁକୁର ହେଉଛି ଖୋବ୍ରାକି ଯାହାକି ବହୁତ୍ ସାଙ୍ଘା-ତିକ ଏବଂ ଭାରି ଭ-ୟଙ୍କର କୁକୁର । ଏହି କୁକୁର ନା ହେଉଛି ପିଟୁବୁଲ ଏହା ଖୁବ୍ ଭ-ୟଙ୍କର ପ୍ରଜାତିର । ବର୍ତ୍ତମାନ ଏହି ପିଟୁବୁଲ କୁକୁର କୁ ନେଇ ଏକ ଅ-ଦ୍ଭୁତ ଘ-ଟଣା ସାମ୍ନାକୁ ଆସିବା ପରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି କାରଣ ଏହା ଏକ ସାଧାରଣ କଥା ନୁହେଁ ଯେ କୁକୁର ଜଣେ ବ୍ୟକ୍ତିଙ୍କ ପ୍ରାଇ-ଭେଟ୍ ପାର୍ଟକୁ କା-ମୁଡି କା-ମୁଡି ଖାଇଯିବା

ଆଉ ଥରେ ଚିନ୍ତା କରନ୍ତୁ ଯେତେବେଳେ କୁକୁର ଟି ବ୍ୟକ୍ତିଙ୍କ ପ୍ରାଇ-ଭେଟ୍ ପାର୍ଟକୁ କା-ମୁଡି କା-ମୁଡି ଖାଇବାକୁ ଆରମ୍ଭ କରିଥିବ ସେତେବେଳେ ସେହି ବ୍ୟକ୍ତିଙ୍କ ଅବସ୍ଥା କିପରି ଥିବ । ସେହି ବ୍ୟକ୍ତି ଜଣଙ୍କ ସହିତ କଣ ଘଟୁଥି । ଯେହେତୁ ପ୍ରାଇ-ଭେଟ୍ ପାର୍ଟ୍ ଏକ ସମ୍ବେଦନ ଶିଳ ଜାଗା ଆଉ ସେହି ଜାଗାକୁ ଯେତେବେଳେ କୁକୁର କାମୁ-ଡିବାକୁ ବସିଛି ସେତେବେଳେ ସେହି ବ୍ୟକ୍ତି ଜଣଙ୍କ କିପରି ଭ-ୟଭୀ-ତ ହୋଇ ପଡ଼ିଥିବେ ।

ତେବେ ଏହି ପେଟବୁଲ କୁକୁର ହଠାତ୍ ଜଣେ ଯୁବକଙ୍କ ଉପରେ ଜୋରଦାର ଆକ୍ର-ମଣ କରିଥିଲା । ଆଉ ଯୁବକ ନିଜର ଜୀବନ ବଞ୍ଚାଇବାକୁ ଦୌଡିବାକୁ ଚେଷ୍ଟା କରିଥିବା ବେଳେ କୁକୁର କିନ୍ତୁ ଯୁବକକୁ ଛାଡ଼ି ନଥିଲା ଦୌଡ଼ି ଦୌଡ଼ି ଯାଇ ଯୁବକଙ୍କ ପ୍ରାଇ-ଭେଟ୍ ପାର୍ଟକୁ ଧରିଥିଲା । ତେବେ ଏବେ ଥରେ ଅନୁମାନ କରନ୍ତୁ ସେହି ବ୍ୟକ୍ତିଙ୍କ ଅବସ୍ଥା କିପରି ହୋଇଥିବ । ଯାହାକୁ କୁକୁର ଏପରି ଭାବରେ ଆକ୍ର-ମଣ କରିଛି । ତେବେ ଯେତେବେଳେ କୁକୁର ଯୁବକଙ୍କୁ ଆକ୍ର-ମଣ କରିଥିଲା ସେତେବେଳେ ଯୁବକ ଜଣଙ୍କ ତଳେ ପଡିଯାଇଥିଲା

ଏହା ପରେ ପିଟୁବୁଲ କୁକୁରକୁ ନେଇ ଆ-ତଙ୍କ ଖେଳାଇ ହେଇ ଯାଇଛି । ସୂଚନା ଅନୁଯାୟୀ ହରିୟାଣାରେ ଏଭଳି ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି । ତେବେ ଯୁବକ ଜଣଙ୍କ ନିଜ କ୍ଷେତରେ କାମ କରୁଥିବା ସମୟରେ କୁକୁର ଟି ତାଙ୍କ ଉପରକୁ ହଟାତ ଆକ୍ର-ମଣ କରିଥିଲା । ଫଳରେ କୁକୁର ମୁହଁରେ ଫସିଯାଇଥିଲା କରଣଙ୍କ ପ୍ରାଇ-ଭେଟ୍ ପାଟ ।

ତେବେ ଜୀବନ ବିକଳରେ ସେ କୁକୁର କୁ ବାରମ୍ବାର ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା କୁକୁର ଛାଡ଼ି ନଥିଲା କରଣ ଙ୍କୁ ଆଉ ଶେଷରେ ଯାହା ହୋଇଥିଲା ତାହା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ । ହଁ ବନ୍ଧୁଗଣ ଏହି ଆକ୍ର-ମଣରେ କରଣ ଗୁରୁ-ତର ଆ-ହତ ହୋଇ ଚିକିତ୍ସା ଧିନ୍ ଅବସ୍ଥାରେ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଅନ୍ୟପଟରେ ଏହି କୁକୁରର ଆକ୍ର-ମଣ ପରେ କୁକୁର ଆ-ତଙ୍କ ସାରା ଅଞ୍ଚଳରେ ସୃଷ୍ଟି ହୋଇଛି ଆଉ କୁକୁର ଭ-ୟରେ ଏବେ ଘରୁ ପଦାକୁ ଗୋଡ କାଢ଼ିବାକୁ ଲୋକେ ଭ-ୟ କରୁଛନ୍ତି । କାରଣ କୁକୁର ଆଉ ଏବେ ସାରା ଅଞ୍ଚଳରେ ଆ-ତଙ୍କ ଖେଳାଇ ଦେଇଛି ।

Leave a Reply

Your email address will not be published. Required fields are marked *