ପ୍ରେମିକା ଦେଲା ଧୋ-କା ଜୀବନ ହାରିଲା ଜଗା ।

ପ୍ରେମିକା ଦିନେ କହୁଥିଲା ଧନ ମୁଁ ତୁମକୁ ବିବାହ କରିବି । ନହେଲେ ତୁମକୁ ଛାଡ଼ି ମୁଁ ଆଦୌ ରହି ପାରିବି ନାହିଁ । ଆଉ ପ୍ରେମିକା ଯେତେବେଳେ ଯେଉଁଠିକୁ ଡାକିଲା ପ୍ରେମିକ ପ୍ରେମିକାର ସବୁ ଇଛା ପୂରଣ କରୁଥିଲା । ଯେତେବେଳେ ପ୍ରେମିକାର ଯେତେ ଟଙ୍କା ଦରକାର ହେଉଥିଲା ପ୍ରେମିକ ସବୁବେଳେ ପ୍ରେମିକାର ଇଚ୍ଛା ପୂରଣ କରୁଥିଲା ଆଉ ଆବଶ୍ୟକତା କୁ ମଧ୍ୟ । ହେଲେ ଶେଷରେ ପ୍ରେମିକା ପ୍ରେମିକକୁ ଧୋ-କା ଦେଲା । ବିବାହ କରିବାକୁ ସିଧା ସଳଖ ମନା କରିଦେଲା ।

ଆଉ ପ୍ରେମିକ ପ୍ରେମିକାର ଏତେ ବଡ ଶକ୍ତ ଧ-କ୍କା କୁ ସହି ନପାରି ଶେଷରେ ଜୀବନ ମଧ୍ୟ ହାରିଦେଲା । ବନ୍ଧୁଗଣ ଆଜି କାଲି ପ୍ରେମ କେବଳ ଶାରୀ-ରିକ ସ-ମ୍ପର୍କ ଯାଏ ସମିତ । ଯଦିଓ ସବୁ ଝିଅ ସେମିତି ନୁହଁନ୍ତି କି ସବୁ ପୁଅ ସେମିତି ନୁହଁନ୍ତି ହେଲେ କିଛି ଯୁବ ପୀଢିଙ୍କ ପାଇଁ ପ୍ରେମର ମାନେ କିଛି ଏପରି । ହଁ ଏଇ ଏମିତି ଏବେ ଏକ ଘ-ଟଣା ସାମ୍ନାକୁ ଆସିଛି । ନିଜ ପ୍ରେମ ଜା-ଲରେ ପ୍ରେମିକା ପ୍ରେମିକକୁ ଫସାଇବା ପରେ ନିଜର ସ୍ୱାର୍ଥ ହାସଲ ପାଇଁ ପ୍ରେମିକ ସହ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଛି । ହେଲେ ଶେଷରେ ବିବାହ କରିବାକୁ ସିଧା ସଳଖ ମନା କରିଦେଇଛି ।

ଆଉ ପ୍ରେମିକ ପ୍ରେମିକାର ଏତେ ବଡ ଶକ୍ତ ଝଟକା କୁ ସହି ନପାରି । ପ୍ରେମିକା ଯେତେବେଳେ ପ୍ରେମିକକୁ ଧୋ-କା ଦେଇ ଅନ୍ୟ ଯୁବକ ସହ ରାତି ରାତି ଧରି କଥା ହେଲା ସେତେବେଳେ ପ୍ରେମିକ ଜୀବନ ହାରିଦେବକୁ ବାଧ୍ୟ ହୋଇଛି । କାରଣ ପ୍ରେମିକ ଭାବିଛି ଯେଉଁ ଦେହକୁ ମୁଁ ଛୁଇଁଥିଲି ସେହି ଦେହକୁ ମୁଁ ଜୀବନ ସାରା ନେଇ ପାଖରେ ରଖିବି ବୋଲି ଭାବିଥିଲି । ସେହି ଦେହକୁ ଆଉ କେହି ଛୁଇଁବ ମୁଁ କିପରି ତାକୁ ସହି ପାରିବି ।

ଆଉ ଏହି ଘଟ-ଣା ଯେତେବେଳେ ଭିନ୍ନ ମୋଡ ନେଲା ସେତେବେଳେ ପ୍ରେମିକ ଆଉ ଧର୍ଯ୍ୟର ସହ କିଛି ସହି ପାରିଲା ନାହିଁ । କାରଣ ଝିଅ ବିବାହର ପ୍ରଲୋ-ଭନ ଦେଖାଇ ଟଙ୍କା ପଇସା ସବୁନେଲା ହେଲେ ଠିକ୍ ସମୟରେ ବିବାହ ପାଇଁ ମନା କରିଦେଲା । ଆଉ ଜୀବନ ହାରିଡେଲା ଜଗା । କାରଣ ଜଗା ନିଜ ପ୍ରେମିକାକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲା । ଜଗା ଭାବିଥିଲା ତା ପ୍ରେମିକା କେବଳ ତାର । ଆଉ ଜୀବନର ଶେଷ ନିଃ-ଶ୍ୱାସ ପର୍ଯ୍ୟନ୍ତ ତା ପ୍ରେମିକା କେବଳ ତାର ହୋଇ ହିଁ ରହିବ ।

ଏଭଳି ଘଟ-ଣା ଦେଖିବାକୁ ମିଳିଛି କାକଟପୁର ନୂଆ ହାଟ ଫାଣ୍ଡି ଅଞ୍ଚଳରେ । ଜଗା ପ୍ରେମିକା ଲକିକୁ ପ୍ରେମ କରୁଥିଲା । ଭାବିଥିଲା ତାକୁ ବିବାହ କରିବାକୁ ଆଉ ତା ସହ ସୁଖର ସଂସାର କରିବ । ସେଥିପାଇଁ ଲକି ଯେତେବେଳେ ଜଗାକୁ ଯାହା ମାଗୁଥିଲା ଜଗା ତାକୁ ସବୁବେଳେ ସେହି ସବୁ ଜିନିଷ ଆଣି ଦେଉଥିଲା । ହେଲେ ମାୟାବିନି ଲକିର ମାୟା ବୁଝି ପାରୁନଥିଲା ଜଗା । କାରଣ ଲକି ପାଇଁ ପ୍ରେମ ଏକ ବେପାର ପାଲଟି ଯାଇଥିଲା ।

ଜଗାକୁ ଲକି ନିଜ ପ୍ରେମ ଜା-ଲରେ ଫସା-ଇଲା ଦେହ ସୁଖ ନେଲା ଆଉ ଶେଷରେ ଜଗାକୁ ବ୍ଲାକ-ମେଲ ବି କଲା । ଜଗା ଯେତେବେଳେ କହୁଥିଲା ମୁଁ ତୋ ବିନା ବଞ୍ଚି ପାରିବିନି ତୁ କେବଳ ମୋର ମୋ ସହ ହିଁ କଥା ହେବୁ । ଏଭଳି କଥା କହିଲେ ଲକି ବ୍ଲାକ-ମେଲ କରୁଥିଲା କହୁଥିଲା କହୁଥିଲା ଯଦି ଏମିତି କରିବୁ ଏମିତି ହେବୁ ତେବେ ତୋ ଫଟୋ ଆଉ ଭିଡିଓ ସବୁ ଭାଇରାଲ କରିଦେବି ।

ଲକିର ଧମକକୁ ସହି ନପାରି ଶେଷରେ ପ୍ରେମିକା ଠାରୁ ଏଭଳି କଥା ଶୁଣି ଜଗା ଭିତରେ ଭିତରେ ଭାଙ୍ଗି ପଡୁଥିଲା । ଆଉ ଶେଷରେ ଯେତେବେଳେ ଏହା ଜଗାକୁ ଅସହ୍ୟ ହେଲା ସେତେବେଳେ ଜଗା ଜୀବନ ହାରି ଦେବାକୁ ବାଧ୍ୟ ହେଲା । ଆଉ ସବୁଦିନ ପାଇଁ ଘର ପରିବାର ସମସ୍ତଙ୍କୁ ଛାଡି ଏ ଦୁନିଆ ଛାଡ଼ି ଆର ପାରିକୁ ଚାଲିଗଲା ଜଗା । ପ୍ରେମିକାର ଧୋ-କା ସହି ନପାରି ଜୀବନ ହାରିଦେଲା ଜଗା । ଏବେ ଏହି ଘଟ-ଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଲୋକେ କହୁଛନ୍ତି ଏମିତି ପ୍ରେମ ଭଗବାନ କାହା ଭାଗ୍ୟରେ ନଦିଅନ୍ତୁ।

Leave a Reply

Your email address will not be published. Required fields are marked *