ଝିଅ ଫୋନ କା-ଟି ଦେଇ କାହା ସହ କଥା ହେଲେ ଗୋପାଳ ?

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗୁ-ଳି ମା-ଡ଼ ଘଟ-ଣାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଏଏସଆଇ ଗୋପାଳ ଦାସ ଗୁ-ଳି ମା-ଡ଼ କରିଥିବା ଜଣା ପଡ଼ିବା ପରେ ନୂଆ ଘ-ଟଣା ସାମ୍ନାକୁ ଆସୁଛି । ଏଏସଆଇଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ମାନସିକ ଅବସ୍ଥା ଭଲ ନଥିଲା । ସେ ଦୀର୍ଘ ଦିନ ହେବ ଔଷଧ ଖାଉଥିଲେ । କିନ୍ତୁ ଆଜି ସକାଳେ ଝିଅ ସହ ଭିଡ଼ିଓ କଲରେ ଭଲ ଭାବରେ କଥା ହେଉଥିଲେ । କଥା ହେବା ସମୟରେ ତାଙ୍କ ପାଖକୁ ଏକ କଲ ଆସିଥିଲା । ସେତେବେଳେ ଗୋପାଳ କହିଥିଲେ ଯେ ତାଙ୍କ ପାଖକୁ କୁଆଡ଼େ ଏକ ଗୁରୁତ୍ୱପୂର୍ଣ୍ଣ କଲ ଆସୁଛି ।

ତେବେ ଏହି ସୂଚନା ସାମ୍ନାକୁ ଆସିବା ପରେ ଏହି ପ୍ରଶ୍ନ ଉଠୁଛି ଯେ କଲ କରିଥିବା ବ୍ୟକ୍ତି ଜଣକ କିଏ ? କେଉଁ ବ୍ୟକ୍ତିଙ୍କ କଲ ଆସିବାରୁ ଏଏସଆଇ ଗୋପାଳ ଦାସ ତାଙ୍କ କଲ କା-ଟିଦେଲେ । ଫୋନ କାଟିବା ପଛରେ ଏକ ବଡ଼ ଷ-ଡଯ-ନ୍ତ୍ର ଥିବା ଅନୁମାନ କରାଯାଉଛି । ଏପରି ଏକ ସୂଚନା ଆସିବା ପରେ ବର୍ତ୍ତମାନ କୁହାଯାଉଛି ଯେ ପୂର୍ବରୁ ହିଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ମା-ରିବା ପାଇଁ ଷ-ଡଯ-ନ୍ତ୍ର ରଚା ଯାଇଥିଲା । ବର୍ତ୍ତମାନ ଏହି ସସପେନ୍ସ ରହିଛି ଯେ କେଉଁ ବ୍ୟକ୍ତିର କଲ ଆସିବାରୁ ଗୋପାଳ ନିଜ ଝିଅର କଲ କାଟି ଦେଇଥିଲେ । ଏହା କହି ଯେ ଗୋଟିଏ ଅର୍ଜେଣ୍ଟ କଲ ଆସୁଛି ।

ତେବେ ବର୍ତ୍ତମାନ ଏହି ଖବର ଆସିବା ପରେ କ୍ରାଇମବ୍ରାଞ୍ଚ ଏହି ଘ-ଟଣା ଉପରେ ଯା-ଞ୍ଚ କରିବ । ଗୋପଳଙ୍କ ଫୋନ ଯା-ଞ୍ଚ ପରେ ଜଣା ପଡ଼ିବ ଯେ ଗୋପାଳଙ୍କ ପାଖକୁ କିଏ କଲ କରିଥିଲେ ଏବଂ କଣ କଥା ହୋଇଥିଲେ ଗୋପାଳ । ବର୍ତ୍ତମାନ ସୁଦ୍ଧା ଏହା ଜଣା ପଡ଼ିନାହିଁ ଯେ ଏହା କୌଣସି ବ୍ୟକ୍ତିଗତ ଶ-ତ୍ରୁତା କାରଣରୁ ନା କୌଣସି ଷ-ଡଯ-ନ୍ତ୍ର କାରଣରୁ ହୋଇଛି ତାହା ଜଣା ପଡ଼ିନାହିଁ । ତେବେ ଏହାକୁ ନେଇ ସିବିଆଇ ବର୍ତ୍ତମାନ ଖୋଡ଼ତାଳ ଆରମ୍ଭ କରିଛି ।

ଗୋପାଳ ଦାସଙ୍କ ପତ୍ନୀ କହିଛନ୍ତି ଯେ ସେ ଏହି ଘ-ଟଣା ଘଟିବାର କିଛି ସମୟ ପରେ ଶୁଣିବାକୁ ପାଇଥିଲେ ନିଜ ସ୍ୱାମୀଙ୍କ ବିଷୟରେ । ସେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କର କୁଆଡ଼େ ସାତରୁ ଆଠ ବର୍ଷ ହେବ ମାନସିକ ଅବସ୍ଥା ଭଲ ନଥିଲା । ପୂର୍ବରୁ ମଧ୍ୟ ଗୋପାଳ ଥା-ନାରୁ କୁଆଡ଼େ ପଳାଇ ଯାଇଥିଲେ । କନେଷ୍ଟବଳରୁ ପ୍ରମୋଶନ ହୋଇ ଏଏସଆଇ ହୋଇଥିଲେ । ତାଙ୍କ ସ୍ତ୍ରୀ ଙ୍କ ଅନୁଯାୟୀ ସେ ଖୁବ ଭଲ ଥିଲେ । କିନ୍ତୁ ତାଙ୍କ ଏଭଳି କରିବା ପଛରେ କାରଣ ସେ ମଧ୍ୟ ଜାଣି ନାହାଁନ୍ତି । ତେବେ ବର୍ତ୍ତମାନ ପ୍ରଶ୍ନ ଯେ ଏଏସଆଇ ଗୋପାଳ ଦାସଙ୍କୁ କେଉଁ ବ୍ୟକ୍ତି ଜଣକ କଲ କରିଥିଲେ ଏବଂ ସେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁ-ଳି କରିବାର କାରଣ କଣ ରହିଛି ।

Leave a Reply

Your email address will not be published. Required fields are marked *