ସ୍ବାମୀ ମାଂସ ଖାଉଥିବା ବେଳେ ସ୍ତ୍ରୀ ପ୍ରେମିକ ସହ ମା-ରିଲା ଚ-ମ୍ପଟ ।

ଖୁସିରେ ସ୍ବାମୀ ମାଂସ ଖାଉଥିଲା ହେଲେ ଜାଣି ନଥିଲା ତାର ଏ ଖୁସି ବେଶୀ ସମୟର ନୁହେଁ । ଯାହାକୁ ସେ ନୂଆ ନୂଆ ବିବାହ କରି ଘରକୁ ନେଇ ଆସିଥିଲା ତା ମନରେ ଯେ ସେ ନାହାନ୍ତି ଅଛି ତାଙ୍କ ପୁରୁଣା ପ୍ରେମିକ । ଏଇ ତ ଏବେ ଏବେ ଦୁହେଁ ବିବାହ ବନ୍ଧ-ନରେ ଆବଦ୍ଧ ହୋଇଥିଲେ । ହିନ୍ଦୁ ରୀତି ନୀତି ଅନୁଯାୟୀ ବାଜା ବଜାଇ ବା-ଣ ଫୁଟାଇ ରୋଷଣୀ କରି ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହ ପରେ ସ୍ତ୍ରୀକୁ ଖୁସି କରିବା ପାଇଁ ସ୍ବାମୀ ଉପହାରରେ ବି ଏକ ଦାମୀ ଗିଫ୍ଟ ଦେଇଥିଲା । ହେଲେ ଏତେ ଭଲ ପାଇବା ଏତେ ସାରା ପ୍ରେମ ସ୍ତ୍ରୀକୁ ବାନ୍ଧି ରଖି ପାରିଲା ନାହିଁ ।

ସ୍ବାମୀ ସହିତ ଗୋଟିଏ ଭଲ ସ୍ତ୍ରୀର ଅଭିନୟ କରି ଏକ ମାସ ସ୍ବାମୀ ସାଥିରେ ରହିବା ପରେ ସ୍ତ୍ରୀ ମନେ ମନେ ପ୍ରେମିକକୁ ଝୁରି ହେଉଥିଲା । ଆଉ ସ୍ତ୍ରୀ ସବୁବେଳେ ସୁଯୋଗକୁ ଅପେକ୍ଷା କରି ରହୁଥିଲା କେତେବେଳେ ତାକୁ ସୁଯୋଗ ମିଳିଲେ ସେ ତା ପ୍ରେମିକ ପାଖକୁ ଚାଲିଯିବ । ହେଲେ ଏଇ ଏକ ମାସ ଭିତରେ ସ୍ତ୍ରୀର ଅଭିନୟକୁ ବୁଝି ପାରି ନଥିଲେ ସ୍ବାମୀ । ସ୍ବାମୀ ସ୍ତ୍ରୀଙ୍କ ଭିତରେ ଥିଲା ବହୁତ୍ ସାରା ଭଲ ପାଇବା । ସ୍ବାମୀ ସବୁବେଳେ ସ୍ତ୍ରୀଙ୍କ ମନ ଜାଣି କାମ କରୁଥିଲେ । ନୂଆ ନୂଆ ବିବାହ କରିଥିବାରୁ ଢେର୍ ସାରା ଭଲ ପାଇବା ବି ଦେଉଥିଲେ । ହେଲେ ସ୍ତ୍ରୀ କିନ୍ତୁ ଅଭିନୟ କରୁଛି ଆଉ ସବୁବେଳେ ସୁଯୋଗ ଖୋଜି ବୁଲୁଛି ବୋଲି କାହାକୁ ବି ଜଣା ନଥିଲା ।

ତେବେ ବର୍ତ୍ତମାନ ସ୍ତ୍ରୀ ସ୍ୱାମୀକୁ ଛାଡ଼ି ଚାଲିଛି ନିଜ ପୁରୁଣା ପ୍ରେମିକ ପାଖକୁ । ଆଉ ସ୍ବାମୀ ସ୍ତ୍ରୀକୁ ନପାଇ କା-ନ୍ଦି କା-ନ୍ଦି ଝୁରି ହେଉଛନ୍ତି । କହୁଛନ୍ତି ଧନ ମୁଁ ତୁମ ବିନା ରହି ପାରିବି ନାହିଁ । ତୁମେ କେଉଁଠି ଅଛ ମୋ ପାଖକୁ ଫେରି ଆସ । କାରଣ ତୁମେ ତ ଜାଣିଛ ମୁଁ ତୁମକୁ କିପରି ଭଲ ପାଏ । ତୁମକୁ କେବଳ ଗୋଟିଏ ହୀରାର ମୁଦି ନୁହେଁ ମୁଁ ତୁମ ପାଇଁ ଅନେକ ଉପହାର ଆଣିଛି । ଆମ ଘରେ ମୁଁ ତୁମକୁ ରାଣୀ କରି ରଖିବି । ଏମିତି କିଛି କହି ସ୍ତ୍ରୀଙ୍କୁ ମନେ ପକାଇ ଭୋ ଭୋ ହୋଇ କା-ନ୍ଦୁଛନ୍ତି ସ୍ବାମୀ । ହେଲେ ସ୍ବାମୀଙ୍କ କା-ନ୍ଦ କୌଣସି ପ୍ର-ଭାବ ପକାଉ ନାହିଁ ସ୍ତ୍ରୀ ଙ୍କ ଉପରେ ।

ଏଭଳି ଘ-ଟଣା ଘଟିଛି ବାଲେଶ୍ଵର ଜିଲ୍ଲାରେ ଏହି ମେ ମାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହ ପୂର୍ବରୁ ସ୍ତ୍ରୀଙ୍କର ଏକ ପ୍ରେମିକ ଥିଲା । ହେଲେ ଏହା ପାରେ ବି ସେ ଅନ୍ୟ ଜଣେ ଯୁବକଙ୍କୁ ବେଶ୍ ହସ ଖୁସିରେ ବିବାହ କରିଥିଲେ । ଆଉ ତା ପରେ ସେ ତାଙ୍କ ସହିତ ସୁନାର ସଂସାର ଗଢ଼ିବା ବି ଆରମ୍ଭ କରିଥିଲେ । କିନ୍ତୁ ଅଚାନକ ସ୍ତ୍ରୀ କେଉଁ ଆଡ଼େ ଚାଲି ଯାଇଥିଲେ । ଯେତେବେଳେ ଶାଶୁଘର ଲୋକେ ଅନେକ ଖୋଜା ଖୋଜି କରିଥିଲେ । ତା ପରେ ଜାଣିବାକୁ ପାଇଥିଲେ ଯେ ସ୍ତ୍ରୀ ଜଣଙ୍କ ପୁରୁଣା ସାଥିରେ ଫେ-ରାର ହୋଇ ଯାଇଛନ୍ତି । ତା ପରେ ସ୍ବାମୀ ଜଣଙ୍କ ଏବେ ସ୍ତ୍ରୀଙ୍କ ପାଇଁ କା-ନ୍ଦି କା-ନ୍ଦି କହୁଛନ୍ତି ଧନ ତୁ ଫେରିଆ ।

Leave a Reply

Your email address will not be published. Required fields are marked *