ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ତିନି ଜଣ ଅଷ୍ଟମ ଶ୍ରେଣୀର ଛାତ୍ରୀ ଖୁସିରେ ସ୍କୁଲ ରୁ ଘରକୁ ଆସୁଥିଲେ, ବାଟରେ ଘଟିଲା ବଡ଼ ଅଘ-ଟଣ।

ଅନ୍ୟ ଜଣଙ୍କ ଉପରେ ନିଜ ଭଲ ପାଇବା ସାବସ୍ତ୍ୟ କରିବା ପାଇଁ ଆଜିର ଯୁବ ପିଢ଼ି ଏତେ ତଳକୁ ଖସି ଯାଉଛନ୍ତି ଯେ ଆପଣ ମାନେ ସ୍ବପ୍ନରେ ମଧ୍ୟ ଭାବି ନଥିବେ। ସେମାନେ ନିଜକୁ ଚଳଚ୍ଚିତ୍ରର ହିରୋ ବୋଲି ଭାବି ନେଉଛନ୍ତି। ମ-ଦ, ସିଗା-ରେଟ୍ ଟାଣି ଝିଅମାନଙ୍କୁ ବାଟରେ ହଇ-ରାଣ କରି ନିଜକୁ ହିରୋ ବୋଲି ଭାବୁଛନ୍ତି। ସ୍କୁଲ ପିଲାଙ୍କୁ ମଝି ରାସ୍ତାରେ ଅଟକାଇ ନିଜର ପୁରୁଷ ପଣିଆ ସାବସ୍ତ୍ୟ କରୁଛନ୍ତି। ହଁ ଆଜ୍ଞା ବାଲେଶ୍ଵର ଜିଲ୍ଲାରେ ଏମିତି ଏକ ଘ-ଟଣା ଦେଖିବାକୁ ମିଳିଛି।

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥା-ନା ଅନ୍ତର୍ଗତ ବାଇଗଣ ବାଡିଆ ପଞ୍ଚାୟତର କଇଗାପୁର ଗାଆଁର ସରକାରୀ ସ୍କୁଲରେ ପଢୁଥିବା ତିନି ଜଣ ଅଷ୍ଟମ ଶ୍ରେଣୀର ଛାତ୍ରୀ ଏବଂ କିଛି ଛାତ୍ର ଖରାବେଳେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଘରକୁ ଆସୁଥିଲେ। ଠିକ୍ ସେଇ ସମୟରେ ହଠାତ୍ ପଛପଟୁ ବାଇକ୍ ରେ ତିନିଜଣ ମ-ଦୁଆ ଆସି ତିନି ଜଣ ଛାତ୍ରୀଙ୍କ ଆଗରେ ଗାଡ଼ି ଅଟକାଇ ଦେଲେ।

ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କ କହିବା ଅନୁସାରେ ସେମାନେ ବହୁତ୍ ମ-ଦ ପିଇ ହିରୋଙ୍କ ପରି ଆସି ଝିଅ ମାନଙ୍କ ଆଗରେ ଗାଡ଼ି ଥୋଇ ତାଙ୍କୁ ଆଇ ଲଭ ୟୁ କହି ପ୍ରପୋସ କଲେ ସେମାନେ ମନା କରିବାରୁ ତାଙ୍କୁ ଧ-ମକ ଦେଇ ତାଙ୍କ ଛୁଟିରେ ହାତ ମା-ରିଲେ ମୁଁ ବି-ରୋଦ୍ଧ କରିବାରୁ ମତେ ଗୋଟେ ଦୋକାନ ଭିତରକୁ ନେଇ ବହୁତ୍ ମ-ଦ ମାରିଲେ ଏବଂ ଝିଅ ମାନଙ୍କ ସହ ଖରାପ୍ ବ୍ଯବହାର କଲେ। ଏ କଥା ଛାତ୍ରୀଙ୍କ ଅଭିଭାବକ ଜାଣିବା ପରେ ସେମାନେ ପୋ-ଲିସ୍ ରେ ଅଭି-ଯୋଗ କଲେ ଏବେ ପୋ-ଲିସ୍ ଜଣଙ୍କୁ ଥା-ନାରେ ଅଟକ ରଖି ପଚ-ରାଉ-ଚରା କରୁଛି।

Leave a Reply

Your email address will not be published. Required fields are marked *