୭ ଜଣ ଲୋକଙ୍କୁ ଧରି ଘରେ ପଶି ଗଲା ଜେଜେ , ଆଉ ଘଟାଇଲା ହୃଦୟ ବିଦା-ରକ କା-ଣ୍ଡ

ନିଜ ର-କ୍ତ କେତେବେଳେ ପର ହୋଇଯାଏ , ତାହା କୁହା ଯାଇପାରେ ନାହିଁ । ନିଜ ର-କ୍ତ ସତରେ ସ୍ବାର୍ଥ ପାଇଁ ପର ହେବାକୁ ସମୟ ନିଏ ନାହିଁ ଆଉ ମୁହୂର୍ତ୍ତକ ମଧ୍ୟରେ ସବୁକିଛି ଓଲଟା ପାଲଟା କରି ଦେଇଥାଏ । ଆଜିର ଦୁନିଆଁଟା ସ୍ବାର୍ଥ ପାଇଁ ଜଣାଶୁଣା । ଯଦି ତା ଉପରେ ଟିକିଏ ଆଞ୍ଚ ଆସୁଛି ନା , ତେବେ ମଣିଷ ସବୁକିଛି ପଛରେ ପକାଇ ଦେଇଥାଏ । ଆଉ ଠିକ୍ ସେହିଭଳି ଆଜି କିଛି କଥା ଆମେ ଆପଣଙ୍କୁ କହିବାକୁ ଯାଉଛୁ , ନିଜ ପାଇଁ ଜଣେ ଜେଜେ ନିଜ ନାତୁଣୀଙ୍କ ସହିତ ଏପରି କିଛି କା-ଣ୍ଡ କରିଛନ୍ତି , ଯାହାକୁ ଶୁଣିବା ପରେ ପୁରା ଦୁନିଆଁ ଛି ଛି କହିବାରେ ଲାଗିଛି।

ଜଣେ ବଢିଲା ଝିଅ ଉପରେ ଏପରି ଅ-ତ୍ୟାଚା-ର କରିଛନ୍ତି , ଯାହା ଶୁଣିବା ପରେ ସମସ୍ତେ ଧିକ୍କାର କରୁଛନ୍ତି । ତେବେ ଆଜ୍ଞା ହଁ ପାରିବାରିକ କ-ଳହ ପାଇଁ ବଳି ପଡ଼ି ଯାଇଛି ଜଣେ ୧୬ ବର୍ଷୀୟା ଝିଅ । ନିଜ ବାପା ଆଉ ଜେଜେ ମଧ୍ୟରେ କ-ଳହ ଏତେ ଭ-ୟାନକ ଥିଲା ଯେ , ଶେଷରେ ତାକୁ ହିଁ ସବୁ କ-ଷ୍ଟ ସହିବାକୁ ପଡ଼ିଲା ଆଉ ଭୋକ ଉପାସରେ ଘର ମଧ୍ୟରେ ପଡ଼ି ରହିବାକୁ ପଡ଼ିଲା । ତେବେ ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ରାମଚନ୍ଦ୍ରପୁର ପଞ୍ଚାୟତର କଉଡ଼ିଆବରାଇ ଗାଆଁର ନାଥସାହିର ଘ-ଟଣା ବିଷୟରେ ।

ସୂଚନା ଅନୁଯାୟୀ , ନାଥସାହିର ଏକ ଘରେ ମୋନାଲିସା ନାଥ , ଯାହାଙ୍କ ବୟସ ୧୬ ବର୍ଷ ଏବଂ ତାଙ୍କ ସାନ ଭଉଣୀ ମଧୁସ୍ମିତା ନାଥ , ଯାହାଙ୍କ ବୟସ ୧୧ ବର୍ଷ ରହୁଥିଲେ । ତାଙ୍କ ବାପା ମାଆ ପରିବାର ଚଳାଇବା ପାଇଁ ବାହାରେ ଅର୍ଥାତ୍ ହାଇଦ୍ରାବାଦରେ କାମ କରନ୍ତି । ଆଉ ଏପଟେ ଦୁଇ ଭଉଣୀ ପାଠ ପଢା ସହିତ ଘରର ସବୁ କାମ ମଧ୍ୟ କରନ୍ତି । ତେବେ ସୂଚନା ଅନୁଯାୟୀ , ଗତକାଲି ହଠାତ୍ ମୋନାଲିସାଙ୍କ ଜେଜେ ସାତ ଜଣ ଲୋକଙ୍କୁ ନେଇ ଘର କବାଟ ବାଡେଇ ଥିଲେ । କିନ୍ତୁ ଯେତେ ଡାକିଲେ ମଧ୍ୟ ଦୁଇ ଭଉଣୀ ଆଦୌ ଶୁଣି ନଥିଲେ ।

ତେବେ ଏହାପରେ ଜେଜେ ସେହି ସାତ ଜଣ ଲୋକଙ୍କୁ ନେଇ ଘର ଭିତରକୁ ପଶି ଆସିଥିଲେ ଆଉ ତାଙ୍କର ସମସ୍ତ ଜିନିଷ ଫୋପାଡ଼ି ଦେଇଥିଲେ ଆଉ ତାଙ୍କୁ ମା-ଡ ମଧ୍ୟ ମା-ରିଥିଲେ । ଏପରିକି ମୋନାଲିସାଙ୍କୁ ଘର ଭିତରେ ତାଲା ପକାଇ ଦେବା ସହିତ ସାନ ଭଉଣୀକୁ ଘର ବାହାରେ ବସାଇ ଦେଇଥିଲେ । ତେବେ ଏହାପରେ ଝିଅର ଚି-ତ୍କାର ଶୁଣି ଗାଆଁ ଲୋକ ପହଞ୍ଚି ଯାଇଥିଲେ ଆଉ ତାପରେ ଝିଅ କା-ନ୍ଦି କା-ନ୍ଦି ସବୁ ସତ କଥା କହିଥିଲା । ତେବେ ବର୍ତ୍ତମାନ ଗାଆଁ ଲୋକ ମାନେ କହିଛନ୍ତି କି , ଝିଅର ବାପା ଆଉ ତାର ଜେଜେ ମଧ୍ୟରେ ପାରିବାରିକ କ-ଳହ ରହିଥିଲା , ଯେଉଁଥିପାଇଁ ସେ ଏପରି କା-ଣ୍ଡ କରିଛନ୍ତି ।

Leave a Reply

Your email address will not be published. Required fields are marked *