ସ୍ୱାମୀ ଘରେ ନଥିବା ବେଳେ ପର-କିୟା ପ୍ରୀତି ପାଇଁ ଘରେ ପଶିଥିଲା ଯୁବକ । ଆଉ ଧରା ପଡ଼ିବା ଭ-ୟରେ ପଶିଗଲା ଭାଡ଼ି ଭିତରେ

ସ୍ୱାମୀ ପିଲା ଥାଉ ଥାଉ ଦେହ ଭୋକ ମେଣ୍ଟା-ଇବା ନି-ଶା ଏତେ ଘାରିଲା ଯେ ସ୍ତ୍ରୀ ସ୍ୱାମୀକୁ ଭୁଲିଯାଇ ପର ପୁରୁଷକୁ ଘରକୁ ଡାକିଲା । ଏଭଳି ଘଟ-ଣା ବର୍ତ୍ତମାନ ସମୟରେ ଖୁବ ସାଧାରଣ ହୋଇ ଗଲାଣି । ଆଉ ଏହାର ଅନେକ ଭିଡ଼ିଓ ମଧ୍ୟ ଭାଇରଲ ହେଉଛି । ଗତକାଲି ଏକ ଭିଡ଼ିଓ ବେଶ ଭାଇରଲ ହେଉଛି ଯେଉଁଥିରେ ଜଣେ ଯୁବକ ଜଣେ ମହିଳାଙ୍କ ସ୍ୱାମୀ ଘରେ ନଥିବା ଫାଇଦା ନେଇ ଘରକୁ ପଶି ଆସିଛନ୍ତି । ମାତ୍ର ଦୁର୍ଭାଗ୍ୟ କାରଣରୁ ସାହି ପଡ଼ିଶା ଲୋକଙ୍କ ହାବୁଡ଼ରେ ପଡ଼ି ଯାଇଛି । ଆଉ ଲୋକଙ୍କ ପାଟି ଶୁଣି ଯୁବକ ଜଣକ ଭାଡ଼ି ଭିତରେ ପଶି ଯାଇଛି । ଯାହା ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ ।

କାରଣ ଭାଡ଼ି ଭିତରେ ଉକ୍ତ ଯୁବକ ପଶିବା ଭଳି ସ୍ଥାନ ନଥିଲେବି ଜୀବନ ବଞ୍ଚାଇବା ପାଇଁ ଯୁବକ ଜଣକ ପଶି ଯାଇଛନ୍ତି । କିନ୍ତୁ ତଥାପି ଗାଁ ଲୋକଙ୍କ ଠାରୁ ବଞ୍ଚି ପାରି ନାହିଁ । ସୂଚନା ମୁତାବକ ଭଦ୍ରକ ଜିଲ୍ଲାର କଡ଼ବରୁଆ ପଞ୍ଚାୟତର କଡ଼ଗବିର ଆଦିବାସୀପଡ଼ା ଠାରେ ଏଭଳି ଏକ ଘ-ଟଣା ଦେଖିବାକୁ ମିଳିଛି ।

ସ୍ୱାମୀ ନଥିବା ବେଳେ ପାର୍ବତୀ ସିଂ ନିଜ ପୁଅ ଏବଂ ଝିଅକୁ ଶୁଆଇ ଦେବା ପରେ ଏହି ଯୁବକଙ୍କୁ ଡାକିଥିଲେ । ରାତି ପ୍ରାୟ ୨ ରେ ଯୁବକ ଜଣକ ପ୍ରେମିକାର ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ଘରେ ପଶି ଯାଇଥିଲା । କିନ୍ତୁ ପଡ଼ିଶା ଲୋକଙ୍କ ହାବୁଢ଼ରେ ଧରା ପଡ଼ିଯିବେ ବୋଲି ତାଙ୍କର ଆଦୋୖ ଧାରଣା ନଥିଲା ।

ବର୍ତ୍ତମାନ ପଡ଼ିଶା ଘର ଲୋକେ ଧରା ପକାଇବା ପରେ ସେମାନଙ୍କୁ ବାନ୍ଧି ପକାଇଛନ୍ତି ଏବଂ ସକାଳୁ ସାବରଙ୍ଗ ଥା-ନାକୁ କଲ କରିଥିଲେ । ସାବରଙ୍ଗ ଥା-ନା ପୋ-ଲିସ ମଧ୍ୟ ଘଟ-ଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ବାନ୍ଧି ଥା-ନାକୁ ନେଇ ଯାଇଛି । ତେବେ ଦେଖିବାକୁ ବାକି ରହିଲା ଯେ ସାବରଙ୍ଗ ଥା-ନା ପୋ-ଲିସ ଏହି ଘଟ-ଣାକୁ କେମିତି ସମାଧାନ କରୁଛନ୍ତି ।

Leave a Reply

Your email address will not be published. Required fields are marked *