ବସ ହାତୀ ମୁହାଁ ମୁହିଁ, ବସକୁ ଠେଲି ଭାଙ୍ଗିଦେଲା ହାତୀ ।

ସାମ୍ନା ସାମ୍ନି ହେଲେ ବସ ଆଉ ହାତୀ । ଭୟରେ ଥରିବାକୁ ଲାଗିଲେ ବସରେ ବସିଥିବା ଯାତ୍ରୀ ମାନେ । ତା ପରେ ବସ ଡ୍ରାଇଭର ଓ ହାତୀ ମଧ୍ୟରେ ଚାଲିଲା ବଳ କଷା କଷି । ଆଉ ଏହା ପରେ ଯାହା ଘ-ଟିଲା ତାହା ଜାଣିଲା ପରେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଉ ଆପଣ କହିବେ ବସ ମାଲିକଙ୍କ ସାହାସକୁ ମାନିବାକୁ ପଡ଼ିବ । ହଁ ଆଜ୍ଞା ଅନେକ ଯାତ୍ରୀଙ୍କୁ ନେଇ ବସ ତା ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରୁଥାଏ । ଯାତ୍ରୀ ମାନେ ବସ ଭିତରେ ବସି ଯାତ୍ରା କରୁଥାନ୍ତି । ଏହି ସମୟରେ ହଟାତ୍ ମଝି ରାସ୍ତାରେ ହାତୀ ଆସି ବସକୁ ଅଟକାଇ ଦେଲା ।

ଭ-ୟରେ ଯାତ୍ରୀ ମାନେ ଭଗବାନଙ୍କୁ ପାର୍ଥନା କରିବାକୁ ଲାଗିଲେ । କେହି କେହି ଯାତ୍ରୀ ଭ-ୟରେ ବସ ଭିତରେ କାନ୍ଦିବାକୁ ଲାଗିଲେ । ଆଉ ଏହା ପରେ ବସ ଭିତରେ ବସିଥିବା ଯାତ୍ରୀ ମାନେ କାନ୍ଦିବାକୁ ଲାଗିଲେ । କେହି କେହି ବସ ଭିତରୁ ବାହାରି ପଛକୁ ପଛକୁ ଧାଇଁ ବାକୁ ଲାଗିଲେ । ହେଲେ ହାତୀ କିନ୍ତୁ ବସକୁ ତା ସୁଣ୍ଡରେ ପଛକୁ ପଛକୁ ଠେଲିବାକୁ ଲାଗିଲା । ଆଉ ତା ପରେ ବସ ଡ୍ରାଇଭର ବସ ଭିତରୁ ତଳକୁ ନ ଓହ୍ଲାଇ ଡ୍ରାଇଭର ସାହସର ସହିତ ବସ ଭିତରେ ବସି । ହାତୀକୁ ମୁକାବିଲା କଲେ ।

ଏହା ପରେ ହାତୀ ରାଗିଯାଇ କିଛି ଲୋକଙ୍କୁ ଗୋଡାଇବାରେ ଲାଗିଲା । ଏହା ପରେ ଜୀବନ ବିକଳରେ ଯାତ୍ରୀ ମାନେ ଧାଇଁ ବାକୁ ଲାଗିଲେ । ଆଉ ତା ପରେ ହାତୀ ରାଗିଯାଇ ବସ ଡ୍ରାଇଭରକୁ ଆକ୍ର-ମଣ କରିବାକୁ ଲାଗିଲା । ଏବଂ ଏହା ପରେ ହାତୀ ବସର କାଚକୁ ଭାଙ୍ଗି ଦେଲା । ଆଉ ଭୟରେ ବସ ଭିତରେ ଖେଳିଗଲା ଆ-ତଙ୍କ । ଲୋକେ ଚି-ତ୍କାର କରି ଉଠିଲେ । ଆଉ ବସ ଡ୍ରାଇଭର ଲୋକଙ୍କୁ ଭ-ୟଭୀ-ତ ନ ହେବାକୁ କହି ତା ପରେ ବସକୁ ଧୀରେ ଧୀରେ ପଛକୁ ପଛକୁ ନେବାକୁ ଚେଷ୍ଟା କଲେ । ହେଲେ ଏତେ ପରେ ମଧ୍ୟ ଜଙ୍ଗଲି ହାତୀ ବସ ଆଗରୁ ଉଠି ଗଲା ନାହିଁ ।

ତେବେ ବନ୍ଧୁଗଣ ଏହି ଘଟ-ଣା ମଧ୍ୟପ୍ରଦେଶର ମୁଖ୍ୟ ରାସ୍ତାରେ ଘଟି ଯାଇଛି । ଏହି ଘ-ଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରୁଥିବା ବେଳେ । ଭ-ୟରେ ଯାତ୍ରୀ ମାନେ ଜୀବନ ବଞ୍ଚାଇ ପାରିଥିବାରୁ ଭଗବାନଙ୍କ ନିକଟରେ ଧନ୍ୟବାଦ ଜଣାଉଛନ୍ତି । ସେହିଭଳି ଏହି ଭିଡିଓ ବର୍ତ୍ତମାନ ଏ ମୋବାଇଲ ରୁ ସେ ମୋବାଇଲକୁ ଘୁରି ବୁଲୁଥିବା ବେଳେ ଲୋକେ କହୁଛନ୍ତି ହାତୀଙ୍କ ଉପଦୃବ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଲାଣି ତେଣୁ ଏବେ ଜନ ସାଧାରଣଙ୍କୁ ସତର୍କତାର ସହିତ ଯାତ୍ରା କରିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *