ସାନ ଭାଇକୁ ବଞ୍ଚାଇ ନିଖୋଜ ହୋଇଗଲା ବଡ ଭାଇ ।

ଘରୁ ଆସିଲା ବେଳେ ଦୁଇ ଭାଇ ଖୁସି ଖୁସିରେ ଘରୁ ଆସିଥିଲେ । ସାଙ୍ଗ ମାନଙ୍କ ସହ ଭୋଜି କରି ମସ୍ତି କରୁଥିବା ଘରେ କହିଥିଲେ । ହେଲେ କିଛି ସମୟ ପରେ ସବୁକିଛି ହୋଇଯାଇଥିଲା ଏପଟ ସେପଟ । ସାନ ଭାଇକୁ ବଞ୍ଚାଇବାକୁ ଯାଇ ମହାନଦୀରେ ନି-ଖୋଜ ହୋଇଯାଇଥିଲେ ବଡ ଭାଇ । ହଁ ଆଜ୍ଞା ଏପରି ଏକ ଦୁଃ-ଖ ଦାୟକ ଘଟଣା ଘଟି ଯାଇଛି ଦେବିଦ୍ୱାର ଘାଟ ନିକଟରେ । ଦୁଇ ଭାଇ ଥିଲେ ପରିବାରର ଭାରି ଗେହ୍ଲା । ଦୁଇ ଭାଇଙ୍କୁ ଦଣ୍ଡେ ନ ଦେଖିଲେ ଘରେ ବାପା ମାଆଙ୍କ ର ରାହା ଯାଏ ନାହି । ହେଲେ ଦୁଇ ଭାଇ ବାପା ମାଙ୍କୁ ମି-ଛ କହି ଆସିଥିଲେ ସାଙ୍ଗ ମାନେ ବି ସାଥିରେ ଥିଲେ । ହେଲେ ଘଟିଗଲା ଏପରି ଏକ ସାଙ୍ଘା-ତିକ ଅଘ-ଟଣ ।

ବାପା ଆଉ ମା ମହାନଦୀ କୂଳରେ ବସି ବଡ ପୁଅକୁ ଅପେକ୍ଷା କରିଛନ୍ତି । ହେଲେ ସକାଳ ଯାଇ ସନ୍ଧ୍ୟା ଆସିଲା କିନ୍ତୁ ମହାନଦୀର ଅଥଳ ଜଳ ଭିତରୁ ବଡ ପୁଅ ଆଉ ଫେରିଲା ନାହିଁ । ବାପା ମା ଦୁହେଁ ବର୍ତ୍ତମାନ ଛାତି ଫଟାଇ କା-ନ୍ଦୁଛନ୍ତି । ବାପାଙ୍କ କା-ନ୍ଦ ଦେଖିଲେ ଆପଣଙ୍କ ହୃଦୟ ବି ବିଚଳିତ ହୋଇ ପଡ଼ିବ । ହେଲେ କଣ କରିବେ ତାଙ୍କ ଧନ ପରା ନି-ଖୋଜ ଅଛି । ବାପା କହୁଛନ୍ତି ମୋ ପୁଅ ହେଉଛି ଭଲ ଷ୍ଟୁଡେଣ୍ଟ୍ ମୋ ପୁଅକୁ ହରାଇ ମୁଁ ବଞ୍ଚି ପାରିବ ନାହିଁ ।

ହଁ ବନ୍ଧୁଗଣ ଘ-ଟଣା କିଛି ଏପରି ଥିଲା । ଘରେ ଦୁଇ ଭାଇ କହିଥିଲେ ଆମେ ଯାଉଛୁ ଖଣ୍ଡଗିରି ବୁଲିବା ପାଇଁ ସାଙ୍ଗ ମାନଙ୍କ ସହିତ । ବାପା ମା ଦୁହିଁଙ୍କୁ ବାରମ୍ବାର କଲ କରି କହିଥିଲେ ତୁରନ୍ତ ଘରକୁ ଆସିବା ପାଇଁ । ହେଲେ ବାପା ମାଙ୍କୁ ମି-ଛ କହି ଦୁଇ ଭାଇ ଦେବୀ ଦ୍ଵାର ଘାଟ ନିକଟରେ ମସ୍ତି କରୁଥିଲେ । ମଜା ମସ୍ତି କରିବା ଭିତରେ ସାନ ଭାଇ ନଦୀରେ ବୁଡି ଯାଇଥିଲେ । ସାନ ଭାଇକୁ ନଦୀରେ ବୁଡ଼ି ଯାଉଥିବା ଦେଖି ବଡ ଭାଇ ସହି ନପାରି ନଦୀକୁ ଡେଇଁ ପଡ଼ିଥିଲେ ହେଲେ ଏହା ପରେ ସାନ ଭାଇ ନିଜେ ବଞ୍ଚି ଯାଇଥିବା ବେଳେ ବଡ ଭାଇ ନି-ଖୋଜ ହୋଇ ଯାଇଥିଲେ ।

ଖବର ପାଇବା ପରେ ବାପା ମା ଧାଇଁ ଆସିଛନ୍ତି ମହାନଦୀ କୂଳରେ, ଦେବି ଦ୍ଵାର ଘାଟରେ ବସି ବିକଳ କ୍ର-ନ୍ଦନ କରୁଛନ୍ତି । ହେଲେ କିନ୍ତୁ ପୁଅ ମହାନଦୀର ଜଳ ରାଶିରୁ ଫେରୁନି । ବାପା ମା ପୁଅକୁ ନପାଇ ଚେତା ହରାଇ ପଡୁଛନ୍ତି । ସାନ ପୁଅ ମହାନଦୀରେ ପହଁରି କୁଳକୁ ଆସିଯାଇଥିଲା ବେଳେ । ବଡ ପୁଅ ନି-ଖୋଜ ହୋଇଯାଇଛନ୍ତି । ତେବେ ବଡ ପୁଅକୁ ଯେତେ ଖୋଜା ଖୋଜି କରିଲେ ମଧ୍ୟ ବଡ ପୁଅର ପତ୍ତା ମିଳୁନି । ବାପା ମା କାଲି ଠୁ ଅନେଇ ବସିଛନ୍ତି ପୁଅ ଫେରିବ । ହେଲେ ବାପା ମାଙ୍କ ଆଖିରୁ ଝରୁଛି ଲହୁ । ତେବେ ବିଧିର ବିଧାନ କେ କରିବ ଆନ ବୋଲି ଲୋକେ କହୁଛନ୍ତି ।

Leave a Reply

Your email address will not be published. Required fields are marked *