ସ୍ଵାମୀ ଘରେ ନଥିବା ବେଳେ ଘରେ କରୁଥିଲେ ସ୍ତ୍ରୀ ଏମିତି କାମ , ପଡ଼ିଶା ଘର ଲୋକ ଦେଲେ ତାଲା ପକାଇ

କଳିଯୁଗ ନାରୀ କଣ ବା ନ କରି ପାରିବ । ଆଉ ଏହି ନାରୀ ମାନଙ୍କ କାର-ନାମା ଦେଖି ମୁଣ୍ଡ ହଟହଟା ହୋଇ ଯାଉଅଛି । ଏପରି କାମ କରିବା ଆଗରୁ ଥରେ ନିଜ ପରିବାର ଆଉ ସମାଜ କଥା ଭାବିବା ଦରକାର ବୋଲି ସେମାନେ ଚିନ୍ତା କରୁ ନାହାନ୍ତି । ନିଜ ସ୍ଵାମୀ ଆଉ ପରିବାର ଥାଇ ମଧ୍ୟ ଆଜିକାର ନାରୀ ମାନେ ପରପୁରୁଷ ପ୍ରେମରେ ପାଗଳ ଆଉ ଏପରି କାମ ସେମାନେ କରି ଦେଉଛନ୍ତି କି , ଯାହା ପରେ ସେହି ମହିଳାଙ୍କୁ ସ୍ତ୍ରୀ ହିସାବରେ ଗ୍ରହଣ କରିବାକୁ ମଧ୍ୟ ତାଙ୍କ ସ୍ଵାମୀ ମନା କରି ଦେଉଛନ୍ତି ।

ତେବେ ନିକଟରେ ଭୁବନେଶ୍ବରରୁ ଏପରି କିଛି ଘ-ଟଣା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ସମୟରେ ବଲାଙ୍ଗୀର ଜିଲ୍ଲାର ଏହି ଘ-ଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଛି । ଜଣେ ବିବାହିତା ମହିଳା ଯାହାଙ୍କ ସ୍ଵାମୀ ଆଉ ପିଲା ମଧ୍ୟ ଅଛନ୍ତି ସେ ଆଉ ଜଣେ ପରପୁରୁଷ ସହିତ ରାତି ବିତାଉ ଥିବା ବେଳେ ଗାଆଁ ଲୋକ ସେମାନଙ୍କୁ ଧରି ନେଇଛନ୍ତି । ଆଉ ସେମାନଙ୍କୁ ବିବାହ କରାଇ ଦେବେ ବୋଲି ଜିଦି ଧରି ବସିଛନ୍ତି । ତେବେ ଏପରି ଏକ ଅଭା-ବନୀୟ ଘ-ଟଣା ଘଟି ଯାଇଛି , ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ଥା-ନା ବେନ୍ଦା ଗାଁରେ ।

ସୂଚନା ଅନୁସାରେ , ବେନ୍ଦା ଗାଆଁର ଚିନ୍ମୟ ମହାକୁଡ ସେହି ଗାଁର ଜଣେ ବିବାହିତା ମହିଳାଙ୍କୁ ନିଜ ପ୍ରେମ ଜା-ଲରେ ଫ-ସାଇ ଥିଲେ ଆଉ ଦୁହେଁ ମାତ୍ର ଛଅ ମାସ ହେଲା ପ୍ରେମ କରି ଆସୁଥିଲେ । ଆଉ ମହିଳା ଜଣକ ନିଜ ସ୍ଵାମୀ ନଥିବାର ଫାଇଦା ଅନେକ ଥର ଉଠାଇ ଚାଲିଥିଲେ । ତେବେ ଗତକାଲି ତାଙ୍କ ସ୍ଵାମୀ ଘରେ ନଥିବା ବେଳେ ମହିଳା ଜଣକ ନିଜ ପ୍ରେମିକଙ୍କୁ ଘରକୁ ଡାକିଥିଲେ ଆଉ ଘର ଭିତରେ ଦୁଇ ଜଣ ଥିବା କଥା ପଡ଼ିଶା ଘର ଲୋକ ଜାଣି ନେଇ ଥିଲେ ଆଉ ତାପରେ ବାହାର ପାଖରୁ ତାଲା ପକାଇ ଦେଇଥିଲେ ।

ତେବେ ସକାଳ ହେଲା ରୁ ପୋଲି-ସକୁ ଡାକିବା ସହିତ ପୁଅର ବାପା ମାଆଙ୍କୁ ମଧ୍ୟ ସେଠାକୁ ଡକାଇ ଥିଲେ । ତେବେ ପୋ-ଲିସ ସେମାନଙ୍କୁ ସେଠାରୁ ନେଇ ଯିବ ବୋଲି ବାହାରିବା ବେଳକୁ ସେମାନେ କେବଳ ଗୋଟିଏ ଜିଦ ରେ ଅଟକି ରହିଥିଲେ କି ଉଭୟଙ୍କ ବିବାହ କରାଯାଉ । ତେବେ ପୋ-ଲିସ ଏହା ମଧ୍ୟରେ ଉଭୟଙ୍କୁ ସେଠାରୁ ନେଇ ଯାଇ ଥା-ନାରେ ପଚ-ରାଉ-ଚରା କରୁଛି । ଆଉ ଏ ବାବ-ଦରେ ଚିନ୍ମୟଙ୍କ ବାପା ମଧ୍ୟ ଥା-ନାରେ ଲିଖିତ ଅଭି-ଯୋଗ କରିଛନ୍ତି । ତେବେ ଦେଖାଯାଉ ଆଗକୁ କଣ ହେଉଛି ଆଉ ସେମାନଙ୍କୁ କେଉଁ ଦ-ଣ୍ଡ ମିଳୁଛି ।

Leave a Reply

Your email address will not be published. Required fields are marked *