କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା । ନଚେତ କୁମ୍ଭୀର ମୁହଁରେ ଯାଇଥାନ୍ତା ସାବିତ୍ରୀଙ୍କ ଜୀବନ ।

ଯାଜପୁରର ଅମଠପୁରର ବରୀ ଅଞ୍ଚଳର ଜ୍ୟୋତ୍ସ୍ନାଙ୍କୁ କୁମ୍ଭୀର ଖାଇବା ପରେ ଯେଉଁଠି ଲୋକେ ନଦୀକୁ ଯିବାକୁ ଭ-ୟ କରୁଛନ୍ତି ସେଠାରେ ଆଉ ଜଣେ ମହିଳା ନଦୀକୁ ଯିବାକୁ ସାହସ କରିଥିଲେ । କିନ୍ତୁ ଖୁବ ଅଳ୍ପକେ ତାଙ୍କର ଜୀବନ ବର୍ତ୍ତିଯାଇଛି । କଥାଟା ଶୁଣିଲେ ନିଶ୍ଚିତ ଆପଣଙ୍କୁ ଭ-ୟ ଲାଗୁଥିବ ।

କାରଣ ଗତ କିଛିଦିନ ତଳେ ଲୋକେ ଯେଉଁ ଦୁଃ-ଖଦ ଛାତିଥରା ଦୃ-ଶ୍ୟ ଦେଖିଛନ୍ତି ତାହା ଦେଖିବା ପରେ ଲୋକଙ୍କ ମନରେ ଭ-ୟ ଘର କରିବା ସ୍ୱାଭାବିକ । ଯେଉଁ ଭାବରେ ଗୋଟିଏ ବିଶାଳକାୟ କୁମ୍ଭୀର ମହିଳାଙ୍କୁ ଟାଣି ନେଇ ନୃ-ଶଂସ ଭାବରେ ଖାଇଥିଲା , ତାହା ଦେଖିବା ପରେ କୌଣସି ଲୋକ ବି ସହଜରେ ଭୁଲି ପାରିବେ ନାହିଁ ।

ଆଉ ବର୍ତ୍ତମାନ ସେହିଭଳି ଏକ ଘ-ଟଣା ଘଟିବା ଠାରୁ ବର୍ତ୍ତି ଯାଇଛି । ଯାଜପୁରର ଜ୍ୟୋତ୍ସ୍ନାଙ୍କ ପରେ ବର୍ତ୍ତମାନ ସାବିତ୍ରୀ ବେହେରା ମଧ୍ୟ ନିଜ ମୃ-ତ୍ୟୁକୁ ଖୁବ ନିକଟରୁ ଦେଖିଛନ୍ତି । ମାତ୍ର ଅଳ୍ପକେ ତାଙ୍କ ଜୀବନ ବଞ୍ଚି ଯାଇଛି । ଏତେ ବଡ଼ ଘଟ-ଣା ଘଟିଯିବା ପରେ ମହିଳା ଜଣକ ପୁଣିଥରେ ନଦୀକୁ ଯିବା ଉଚିତ ହୋଇ ନାହିଁ ।

ନଦୀ ଭିତରକୁ ହେଉ କିମ୍ବା ପାଖରେ ହେଉ , ମଣିଷ ଯିବା ମାତ୍ରେ ଗନ୍ଧ ବାରି କମ୍ଭୀର ଆସି ପହଞ୍ଚିବ । କିନ୍ତୁ ମନୁଷ୍ୟ ଏବେ ସୁଦ୍ଧା ସେହି କଥାକୁ ବୁଝି ପାରୁନାହିଁ । ସାବୁତ୍ରୀ ବେହେରା ଶୌଚ ହେବାକୁ ଯାଇଥିବା ବେଳେ ପଛରୁ କୌଣସି ଶବ୍ଦ ଶୁଣା ଯିବାରୁ ପଛକୁ ବୁଲି ଦେଖିଥିଲେ ଏକ ବିଶାଳକାୟ କୁମ୍ଭୀର ଏବଂ ଜୀବନ ବିକଳରେ ଦୌଡ଼ି ପଳାଇ ଯାଇଥିଲେ ।

ଆଉ ସେହି ଅନୁଭୂତି ସାବିତ୍ରୀଙ୍କ ଠାରୁ ଶୁଣିବା ପରେ ଆପଣଙ୍କର ନିଶ୍ଚିତ ପୁରୁଣା ଘ-ଟଣା ମନେ ପଡ଼ିଯିବ । ଥରେ ମଣିଷ ମାଂସ ପାଟିରେ ବାଜିବା ପରେ କୁମ୍ଭୀର ପୁଣି ମଣିଷ ମାଂ-ସ ଚାହୁଁଛି । ଖାଲି ଯାଜପୁରରେ ନୁହେଁ ବରଂ ଅନେକ ନଦୀରେ ବର୍ତ୍ତମାନ କୁମ୍ଭୀର ଆ-ତଙ୍କ ରହିଛି । କେତେ ଯେ ଜୀବନ କୁମ୍ଭୀର ମୁହଁରେ ଗଲାଣି ତାହା କହିହେବ ନାହିଁ । ଆଉ ବର୍ତ୍ତମାନ ନଦୀ ପାଖ ଲୋକେ ଦ୍ବିପ୍ରହର ପରେ କବାଟ କିଳି ଘର ଭିତରେ ରହୁଛନ୍ତି ଏବଂ ବାହାରକୁ ବାହାରିବାକୁ ସାହସ କରୁ ନାହାଁନ୍ତି । ଲୋକଙ୍କୁ ମଧ୍ୟ ନଦୀକୁ ଯିବାକୁ ସ-ତର୍କ କରାଯାଉଛି ।

Leave a Reply

Your email address will not be published. Required fields are marked *