ସବୁ ମିଛ ଉଦିତ ବାହାରକୁ ଆସିଲେ ସତ ସାମ୍ନାକୁ ଆସିବ ।

ଏହାରି ଭିତରେ ଅନଟ୍ୟାଲେଣ୍ଟଡ ଗାଏ ଉଦିତ ଗି-ରଫ ହେବା ଘଟ-ଣାକୁ ଅନେକ ଦିନ ବିତି ଯାଇଛି । ପୋଲିସ ଉଡିତର ୟୁଟୁବ ଚ୍ୟାନେଲକୁ ବି ବ୍ୟାନ ମଧ୍ୟ କରି ସାରିଛି । ଏକ ଗୁ-ଳିକା-ଣ୍ଡ ଘଟ-ଣାରେ ପୋ-ଲିସ ଉଦିତ ସହିତ ତାର ସହଯୋଗୀକୁ ଗି-ରଫ କରି ଉଦିତର ୟୁଟୁବ ଚ୍ୟାନେଲ କୁ ବ୍ୟା-ନ ମଧ୍ୟ କରି ସାରିଛି । ତେବେ ଉଦିତ ଗି-ରଫ ହେବା ପରେ ଅନେକ ଜଣ ଉଦିତକୁ ନେଇ କଥା କହୁଥିବା ଶୁଣିବାକୁ ମିଳୁଛି । ହେଲେ ଯାହା ବି ହେଉଛି ଅଧିକ ହେଉଛି ବୋଲି ଏପରି କରିଛନ୍ତି ଉଦିତ୍ ଙ୍କ ସହ କାମ କରୁଥିବା ବାବୁ।

ସେ କହିଛନ୍ତି କି ଯାହା ଯେତିକି ଘଟିଛି ମିଡ଼ିଆ ଓ ଲୋକ ମାନେ ତା ଠୁ ଢେର୍ ଅଧିକ କହୁଛନ୍ତି । ହେଲେ ବାସ୍ତବରେ କଣ ହୋଇଛି ସେ ଦିନ କଣ କଣ ହୋଇଥିଲା ତାହା ସେବେ ସାମନାକୁ ଆସିବ ଯେବେ ଉଦିତ ବାହାରକୁ ଆସିବେ । ହେଲେ ଦୁଃ-ଖର ବିଷୟ ଉଡ଼ିତର ୟୁଟବୁ ଚ୍ୟାନେଲ କୁ ବ୍ୟା-ନ କରି ଦିଆଗଲା । ସେ ଖରାପ ଭାଷା କହୁଥିଲେ ହେଲେ ତାଙ୍କ ଭାଷା କହିବା ପଛରେ ଅନେକ କାରଣ ଥିଲା ସେ କେବେ ହେଲେ ଫାଲତୁ ରେ ଭାଷା କହୁଥିଲେ । ଯଦିଓ ଭାଷା ସୋସିଆଲ ମିଡିଆରେ ପ୍ରୟୋଗ କରିବା ଭୁଲ ହେଲେ ତଥାପି ତାଙ୍କ ୟୁଟବୁ ଚ୍ୟାନେଲ ଯେହେତୁ ବ୍ଯା-ନ ହୋଇ ଯାଇଛି ତେଣୁ ଅନେକ ଲୋକେ ଦୁଃ–ଖ ପ୍ରକାଶ କରୁଛନ୍ତି ।

ସେପଟେ ଉଦିତ ଯେଉଁ ସବୁ ପୟେଣ୍ଟ କହିଥିଲେ ସେଥି ପାଇଁ ତାଙ୍କର ହଜାର ହଜାର ପ୍ରଶଂସକ ଥିଲେ । ତାଙ୍କର ଗୋଟିଏ ଗୋଟିଏ ଭିଡିଓ ମିଲିୟନ ମିଲିୟନ୍ ଭିୟୂଜ ମଧ୍ୟ ଯାଉଥିଲା । ଯଦି ଉଦିତ ଙ୍କୁ ଲୋକେ ସେତିକି ଭଲ ପାଇବା ଦେଇ ନଥାନ୍ତେ ତାହାଲେ କେବେ ହେଲେ ବି ତାଙ୍କ ଭିଡିଓ ଏତେ ସାରା ଭିୟୁଜ୍ ଯାଇ ନଥାନ୍ତା । ଏପରି କହିଛନ୍ତି ବାବୁ ଯିୟେକି ଉଦିତଙ୍କୁ ନେଇ ତାଙ୍କ ପ୍ରଡକ୍ସନ ରେ କାମ କରିବା ସହିତ ବ୍ୟକ୍ତିଗତ ଭାବେ ମଧ୍ୟ ତାଙ୍କର ଉଦିତଙ୍କ ସହ ଭଲ ସମ୍ପର୍କ । ତେଣୁ ସେ କହିଛନ୍ତି ଘ-ଟଣା ଏତେ ବି ସିରୀୟସ ହୋଇନି କିନ୍ତୁ ଯାହା ବି ହୋଇଛି ଟିକେ ଅଧିକ ଭାଇରାଲ୍ ହେଉଛି ।

ଯେହେତୁ ଉଦିତ ଜଣେ ପବ୍ଲିକ ଫିଗର୍ ତେଣୁ ଏହି ଘ-ଟଣା ଯେତିକି ଘଟିଥିଲା ତା ଠୁ ଢେର୍ ଅଧିକ ବଡ ରୂପ ଧାରଣ କରିଲା । ହେଲେ ଦେଖିବାକୁ ଗଲେ ଉଦିତ ଏକା କ୍ରାଇମ୍ କରି ନାହାନ୍ତି ତାଙ୍କ ସହିତ ଆହୁରି ଅନ୍ୟ ସହଯୋଗୀ ଅଛନ୍ତି । କିନ୍ତୁ ଉଦିତଙ୍କୁ ଯେହେତୁ ଲୋକେ ବେଶ୍ ଭଲ ପାଇବା ଦେଇଥାନ୍ତି ତେଣୁ ନାଁ ଏକା ଉଦିତଙ୍କର ହିଁ ଉଠୁଛି । ହେଲେ ବାସ୍ତବରେ କଣ ଥିଲା ସେ ଦିନର ପ୍ରକୃତ କାରଣ କେଉଥି ପାଇଁ ଉଦିତ୍ ଭିଆଇ ଥିଲେ ଏତେ ବଡ ଏକ ତୁମୁଳ କା-ଣ୍ଡ ତାହା କେବଳ ଉଦିତ ହିଁ ଜାଣିଥିବେ । ତେଣୁ ଉଦିତ ଯେବେ ବାହାରକୁ ଆସିବେ ସେବେ ପ୍ରକୃତ ବାସ୍ତବତା ଉନ୍ମଚନ ହେବ । ତେଣୁ ସେତେ ଦିନ ପର୍ଯ୍ୟନ୍ତ ଲୋକେ ଆଉ ଗଣମାଧ୍ୟମ ଉଦିତଙ୍କୁ ନେଇ ଯେତିକି ସତ ସେତିକି ମିଛ ଜୋଡି ଖବର କରୁଛନ୍ତି ତାହା କରିବା ଠିକ୍ ନୁହେଁ ।

Leave a Reply

Your email address will not be published. Required fields are marked *