ଘଟିଗଲା ଅଭା-ବନୀୟ ଘ-ଟଣା , ବିବାହର ତିନି ଦିନ ପୂର୍ବରୁ ଯୁବକଙ୍କ ଗୁ-ପ୍ତାଙ୍ଗ କା-ଟି ହ-ତ୍ୟା

ଏପରି ଘ-ଟଣା ଆପଣଙ୍କ ହୋସ ଉଡାଇଦେବ । ଏପରି ଘ-ଟଣା ବିଷୟରେ ଆପଣ ଆଗରୁ କେବେ ପ୍ରାୟତଃ ଶୁଣି ନଥିବେ । ଆଜିକାର ଲୋକ ଏତେ ନୃ-ଶଂସ ହୋଇ ଉଠୁଛନ୍ତି ଯେ , ହ-ତ୍ୟା କରିବାକୁ ବି ପଛାଉ ନାହାଁନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏପରି ଏକ ହ-ତ୍ୟାକା-ଣ୍ଡ ବିଷୟରେ ଶୁଣିବାକୁ ମିଳିଛି ଯେ , ତାହା ଆପଣଙ୍କ ହୋସ ଉଡାଇ ଦେବ । ଜଣେ ବ୍ୟକ୍ତିଙ୍କୁ ଏପରି ଭାବରେ ହ-ତ୍ୟା କରାଯାଇଛି ଯେ , ଯାହା ଆପଣ ବିଶ୍ୱାସ କରିପାରିବେ ନାହିଁ । ଏପରି ହ-ତ୍ୟା ସାରା ଭାରତକୁ ତାଯୁବ୍ କରି ରଖି ଦେଇଛି । ଆଉ ଗାଆଁ ସାରାରେ ଆନ୍ଦୋଳନ ଖେଳି ଯାଇଛି ।

ତେବେ ସୂଚନା ଅନୁଯାୟୀ , ଏପରି ଏକ ଘଟ-ଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁରରେ । ବିବାହର ତିନି ଦିନ ପୂର୍ବରୁ ଯୁବକଙ୍କୁ ହ-ତ୍ୟା କରାଯାଇଛି ଆଉ ତାହା ପୁଣି ତାଙ୍କ ଗୁ-ପ୍ତାଙ୍ଗ କା-ଟି । ତେବେ ମୃ-ତ ଯୁବକ ଜଣକ ହେଉଛନ୍ତି ଗ୍ରାମର ଧର୍ମେନ୍ଦ୍ର । ଆଉ ତାଙ୍କୁ ପ୍ରାୟତଃ ୨୭ ବର୍ଷ । ତେବେ ବୁଧବାର ଦିନ ସକାଳେ ତାଙ୍କର ବିବାହ ପୂର୍ବରୁ ହଳଦୀ ଉତ୍ସବ ଥିଲା । ଆଉ ସକାଳେ ହଳଦୀ ଉତ୍ସବକୁ ଧୁମଧାମର ସହିତ ପାଳନ କରିଥିଲେ ସେ । ଘରେ ବହୁତ ଖୁସି ମଧ୍ୟ ଥିଲେ କାହିଁକି ନା ଘରକୁ ନୂଆ ବୋହୂଟିଏ ଆସିବ । କିନ୍ତୁ ସବୁ କିଛି ଅଧାରେ ରହିଗଲା ।

ତେବେ ସୁତ୍ରରୁ ପ୍ରକାଶ ଯେ , ଯେତେବେଳେ ଗ୍ରାମର କିଛି ଲୋକ ବୁଧବାର ଦିନ ବିଲ ଆଡ଼କୁ ଯାଇଥିଲେ , ସେତେବେଳେ ସେମାନେ ବିଲରେ ଏକ ମୃ-ତଦେ-ହ ପଡିଥିବାର ଦେଖିଥିଲେ । ଯାହା ପରେ ସେମାନେ ପୋଲି-ସକୁ ଖବର ଦେଇଥିଲେ । ଆଉ ତାପରେ ପୋ-ଲିସ ଆସି ଘଟ-ଣାର ତ-ଦନ୍ତ କରିବାକୁ ଲାଗିଥିଲା । ଅନ୍ୟ ପକ୍ଷରେ ମୃ-ତଦେ-ହ ନିକଟରୁ ପୋ-ଲିସ ଏକ ମ-ଦ ପ୍ୟାକେଟ ଓ ଦୁଇଟି ଖାଲି ଗ୍ଲାସ ଜ-ବତ କରିଛି। ତେବେ ବର୍ତ୍ତମାନ ସମୟରେ ପୋ-ଲିସ ତ-ଦନ୍ତ ଚଳାଇ ଦେଇଛି ।

ଖୁବଶୀଘ୍ର ଦୋ-ଷୀ କିଏ ଜଣା ପଡ଼ିବ ଆଉ ତାକୁ ନିଶ୍ଚିତ ଭାବରେ ଦ-ଣ୍ଡ ଦିଆଯିବ ବୋଲି ପୋ-ଲିସ କହିଛି । ତେବେ ପ୍ରାଥମିକ ସୁତ୍ରରୁ ଯାହା ଜଣା ପଡ଼ିଛି କି , ଏହା ଏକ ହ-ତ୍ୟା ମାମ-ଲା । କାହିଁକି ନା ବ୍ୟକ୍ତିଙ୍କ ହ-ତ୍ୟା କରାଯାଇ ତାଙ୍କ ଗୁ-ପ୍ତାଙ୍ଗ କା-ଟି ଦିଆଯାଇଛି। ଅନ୍ୟ ପକ୍ଷରେ ବର୍ତ୍ତମାନ ସମୟରେ ଧର୍ମେନ୍ଦ୍ରଙ୍କ ପରିବାର ଲୋକ ପୁରାପୁରି ଭାଙ୍ଗି ପଡିଛନ୍ତି । କାହିଁକି ନା ପୁଅର ବିବାହ ହୋଇଥାନ୍ତା ଆଉ ଘର ହସ ଖୁସିରେ ଭାଙ୍ଗି ପଡିଥାନ୍ତା । କିନ୍ତୁ ସବୁକିଛି ଆରମ୍ଭ ହେବା ପୂର୍ବରୁ ସବୁକିଛି ଶେଷ ହୋଇଗଲା ।

Leave a Reply

Your email address will not be published. Required fields are marked *