ଯଦି ଗୋପାଳ ପାଗଳ ପ୍ରମାଣିତ ହୁଏ ତାହେଲେ ତାର କଣ ହେବ ?

ନବ ଦାସ ହ-ତ୍ୟାକା-ରୀ ଅଭି-ଯୁକ୍ତ ଗୋପାଳ ଯେଉଁ ଦିନ ନବ ଦାସଙ୍କ ହ-ତ୍ୟାକା-ଣ୍ଡ ଭିଆଇ ଥିଲା ସେହି ଦିନ ଗୋପାଳ ଦାସଙ୍କ ପତ୍ନୀ ଗଣମାଧ୍ୟମରେ କହିଥିଲେ ତାଙ୍କ ସ୍ୱାମୀ ମାନେ ଗୋପାଳ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମାନେ ମାନସିକ ଅବସ୍ଥା ଆଦୌ ଠିକ ନାହିଁ । ତେବେ ଏହା ପରେ କ୍ରାଇମବ୍ରାଞ୍ଚ ମଧ୍ୟ ଗୋପାଳର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଥିବା ସୂଚନା ମିଳିଛି । ହେଲେ ପ୍ରଶ୍ନ ଉଠୁଛି ଯଦି ସତରେ ଗୋପାଳ ପାଗଳ ବୋଲି ସାଵସ୍ତ୍ୟ ହୁଏ ତେବେ ଗୋପାଳର ଅବସ୍ଥା କଣ ହେବ ।

ଗୋପଳ କୁ ଛାଡି ଦିଆଯିବ ନା ଜେଲ ଭିତରେ ବନ୍ଦୀ କରାଯାଇ ରଖାଯିବ । ଯଦି ଗୋପାଳ ପାଗଳ ବୋଲି ପ୍ରମାଣିତ ହୁଏ ତେବେ ଅଭି-ଯୁକ୍ତ ଗୋପାଳ ବିରୋ-ଧରେ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ନା ନାହିଁ ? ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଗୋପାଳ ଚୌଦ୍ୱାର ଜେ-ଲରେ ଅଛି । ଆଉ ଗୋପାଳ ଚୌଦ୍ୱାର ଜେ-ଲ ଭିତରେ ଥିବା ବେଳେ ଗୋପାଳକୁ ପାଗଳ ବୋଲି ପ୍ରମାଣିତ କରାଯିବାକୁ ଚେଷ୍ଟା କରାଯାଉଥିବା ଅଭି-ଯୋଗ ପରେ ଅଭି-ଯୋଗ ହେଉଛି ।

ଆପଣ ମାନେ ଯେଉଁଭଳି ଜାଣିଥିବେ ଅଭି-ଯୁକ୍ତ ଗୋପାଳ ଦାସ ଯେଉଁ ସାଙ୍ଘା-ତିକ କା-ଣ୍ଡ ଭିଆଇଲା ଏହା ପରେ ନବ ଦାସଙ୍କ ହ-ତ୍ୟାକା-ଣ୍ଡକୁ ନେଇ ରାଜନୈତିକ ମହଲ ବେଶ ଗରମ ଅଛି । ବିଜେଡି,ବିଜେପି,କଂଗ୍ରେସ ଭିତରେ କାଦୁଅ ଫିଙ୍ଗା ଫିଙ୍ଗି ଚାଲିଛି ।ଆଉ ଏହାରି ଭିତରେ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଗୋପାଳକୁ ପାଗଳ ପ୍ରମାଣିତ କରିବାକୁ ଚେଷ୍ଟା ଆଦୌ କରନ୍ତୁ ନାହିଁ । ଏଭଳି କହିଥିଲେ ବିଧାନସଭାରେ ନରସିଂହ । ନରସିଂହ ମିଶ୍ର ଏଭଳି କହିବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଗୋପାଳକୁ କାହିଁକି ପା-ଗଳ ବୋଲି ପ୍ରମାଣିତ କରାଯିବାକୁ ଚେଷ୍ଟା କରାଯାଉଛି । ଗୋପାଳକୁ ପାଗଲର ଆଖ୍ୟା ମିଳିଲେ କଣ ହେବ ।

ଗୋପାଳକୁ କଣ ଦ-ଣ୍ଡ ମିଳିବ ନା ତାକୁ ଜେ-ଲରୁ ବାହାରକୁ ଛାଡି ଦିଆଯିବ । ତେବେ ଏହିସବୁ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି କଂଗ୍ରେସ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର । ଆଉ ନରସିଂହ ମିଶ୍ର କହିଛନ୍ତି ଯେ ଜଣେ ଅଭି-ଯୁକ୍ତ ଙ୍କୁ ଯଦି ପାଗଳ ବୋଲି ପ୍ରମାଣିତ କରାଯିବ ତେବେ ତାଙ୍କୁ କୌଣସି ପ୍ରକାର ଦ-ଣ୍ଡ ଦିଆଯାଇ ପାରିବ ନାହିଁ ।

ଯେତେବେଳେ ଜଣେ ଅଭି-ଯୁକ୍ତ ମାନସିକ ରୋଗୀ ବୋଲି ପ୍ରମାଣିତ ହୁଅନ୍ତି ସେତେବେଳେ ତାଙ୍କୁ ଦ-ଣ୍ଡ ଦିଆ ଯାଇ ପାରିବ ନାହିଁ ବୋଲି କୁହାଯାଇଛି । କାରଣ ଏହା ଭାରତୀୟ ଆଇ-ନରେ ରହିଛି । ଗୋଟିଏ ମୁଦଲା ଯଦି ଅଭି-ଯୁକ୍ତ ସାଵସ୍ତ୍ୟ ହୁଏ ତେବେ ସେହି ଅଭି-ଯୁକ୍ତ ଙ୍କୁ ନେଇ କୌଣସି ଦ-ଣ୍ଡ ଦିଆଯାଇ ପାରିବ ନାହିଁ ବୋଲି ନରସିଂହ ମିଶ୍ର କହିଛନ୍ତି । କାରଣ ସେ ମାନସିକ ସ୍ତରରେ ବିକାର ଗ୍ରସ୍ତ ହୋଇଥାଏ ।

ଆଉ ପାଗଲକୁ ନେଇ ତ-ଦନ୍ତ ହେଲେ ସଠିକ ତ-ଦନ୍ତ ହୋଇ ପାରିବ ନାହିଁ । ଏଥିରେ ବିନା ଦୋ-ଷରେ ଫ-ସିଯିବାର ସମ୍ଭାବନା ବହୁତ ଅଧିକ ରହିଥାଏ । ତେବେ ଏତେ ସବୁ ଘ-ଟଣା ଭିତରେ ଯଦି ନବ ଦାସଙ୍କ ହ-ତ୍ୟା ମାମ-ଲାରେ ଅଭି-ଯୁକ୍ତ ଗୋପାଳ ଯଦି ପାଗଳ ବୋଲି ପ୍ରମାଣିତ ହୁଏ ତେବେ ତା ବିରୋ-ଧରେ ମଧ୍ୟ ଆଉ ତ-ଦନ୍ତ କରାଯାଇ ପାରିବ ନାହିଁ ବୋଲି କୁହାଯାଉଛି ।

ସେପଟେ ନବ ଦାସଙ୍କ ହ-ତ୍ୟାକା-ଣ୍ଡ ପରେ ରାଜନୈତିକ ମହଲ ବେଶ ଗରମ ରହିଛି । କାରଣ ରାଜନୈତିକ ମହଲରେ ଦେଖିବାକୁ କାଦୁଅ ଫିଙ୍ଗାଫିଙ୍ଗି । ମୁଖ୍ୟମନ୍ତ୍ରୀ ନିଜର ବିବୃତ୍ତି ଦେଇ କହିଛନ୍ତି ଆମେରିକା ସଂସ୍ଥା ଏହି ଘଟ-ଣାର ତ-ଦନ୍ତ କରିବ । ହେଲେ ଅନ୍ୟପଟେ ଯଦି ଦେଖିବା ଏହି ଘଟ-ଣାକୁ ବି-ରୋଧ କରିଛନ୍ତି ବି-ରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର କାରଣ । ଜୟନାରାୟଣ ମିଶ୍ର କହିଛନ୍ତି ସିବିଆଇ ତ-ଦନ୍ତ ଉପରେ ମୁଖ୍ୟମନ୍ତ୍ରୀ ଭରଷା ନକରି କାହିଁକି ଆମେରିକା ସଂସ୍ଥା ଉପରେ ଭରସା କରିଛନ୍ତି ।

ଆଉ ଏପଟେ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଗୋପାଳକୁ ପାଗଳ ପ୍ରମାଣିତ କରାଯିବାକୁ ଚେଷ୍ଟା କରାଯାଉଛି । ଆଉ ଏହି ସବୁ ଭିତରେ ନବ ଦାସଙ୍କ ମୃ-ତ୍ୟୁକୁ ଆଉ ଦିନ କେଇଟାରେ ଏକ ମାସ ପୁରିଯିବ । ହେଲେ ଆଜି ପର୍ଯ୍ୟନ୍ତ ମୃ-ତ୍ୟୁ ଉପରୁ ପରଦା ହଟିଲା ନାହିଁ । ତେବେ ଦେଖିବାକୁ ବାକି ରହିଲା କେବେ ନବ ଦାସଙ୍କ ମୃ-ତ୍ୟୁ ଉପରୁ ପରଦା ହଟିବ ।

Leave a Reply

Your email address will not be published. Required fields are marked *