ଝିଅକୁ ସବାରୀ ରେ ପଠାଇ ଥିଲୁ ଝିଅ ବସ୍ତାରେ ଆସିଛି ।

ମଣିଷ କେତେ ନୃ-ଶଂସ ହୋଇ ପାରେ । ମଣିଷ ନିଜ ଭିତରେ ଥିବା ମଣିଷ ପଣିଆକୁ କିପରି ଭୁଲି ଯାଇ ପାରେ । ଯେଉଁ ଝିଅକୁ ବାପା ମା କେତେ ଗେଲ ବସରରେ ବଢାଇ ଥିଲେ । କେତେ ଭଲ ପାଇବା ଦେଇ ବଡ କରିଥିଲେ । ସ୍ନେହ ମମତା ଭିତରେ ଝିଅକୁ କୋଳେଇ କାଖେଇ ବଡ କରି ଶେଷରେ ଝିଅ ପାଇଁ ଉପଯୁକ୍ତ ବର ପାତ୍ର ଖୋଜି ବିବାହ କରିଥିଲେ । ଶାଶୁ ଘରକୁ ଗଲା ବେଳେ ବାପା ମା ଝିଅକୁ ସବାରୀରେ ପଠାଇ ଥିଲେ ।

ଭାବିଥିଲେ ଝିଅ ଶାଶୁ ଘରେ ବେଶ୍ ହସ ଖୁସିରେ ରହିବ । କାରଣ ତାଙ୍କ ଝିଅ ଥିଲା ବହୁତ୍ ଭଲ । ହେଲେ ବାପା ମାଙ୍କ ଭାବନା ଆଜି ଭୁଲ ପ୍ରମାଣିତ ହୋଇଛି । ଯେଉଁ ଝିଅକୁ ବାପା ମା ସବାରୀରେ ପଠାଇ ଥିଲେ ସେହି ଆଜି ଶ-ବ ହୋଇ ବାସ୍ତବରେ ଫେରିଛି । ଆଉ ଝିଅକୁ ଏପରି ଅବସ୍ଥାରେ ଦେଖି ଚି-ତ୍କାର କରି କାନ୍ଦୁଛନ୍ତି ବାପା ମା । କାହିଁକି ଆମ ଝିଅ ସାଥିରେ ଏପରି କଲ କହି ଭୋ ଭୋ ହୋଇ ବାପା ମା ରଡ଼ି ଛାଡ଼ୁଛନ୍ତି ।

ମଣିଷ କଣ ଏତେ ତଳକୁ ଖସି ଯାଇ ନିଜ ଭିତରେ ଥିବା ରା-କ୍ଷସ ପଣକୁ ବି ଏପରି ପ୍ରକଟ କରି ପାରେ । ଝିଅକୁ ମାରି ଦେବା ପରେ ଶାଶୁ ଘର ଲୋକଙ୍କର ମନ ବୁଝିଲାନି ଯେ ଶେଷରେ ଝିଅକୁ ମା-ରି ଝିଅର ଶ-ବକୁ ଟିକ ଟିକ କରି ହାଣି ପକାଇଲେ । ଛି ଧନ୍ୟ ତୁମେ ଧନ୍ୟ କହିବ ତୁମ ଭିତରେ ଥିବା ମଣିଷ ପଣିଆକୁ । ଏ ଖବର ଯେତେବେଳେ ବାପା ଜାଣିଥିଲେ ସେତେବେଳେ ଝିଅର ଗାଆଁ ପରିବେଶରେ ସୃଷ୍ଟି ହୋଇଥିଲା ଶୋକା-କୁଳ ପରିବେଶ ।

କେବଳ ଶୋକାକୁଲ ପରିବେଶ ନୁହେଁ ଛାତିଟା ଫାଟି ଯାଉଛି ସେ ବାପାଙ୍କର ଯେଉଁ ବାପା ଝିଅର ହାତ ଧରି ଦିନେ ଏଡିକି ଟେ ରୁ ଏଡେ ଟେ କରିଥିଲେ । ହୃଦୟ ନୁହେଁ ଆତ୍ମା କାନ୍ଦୁଛି ସେ ମାର ଯେଉଁ ମା ଝିଅକୁ କୋଳେଇ କାଖେଇ ବଡ ମଣିଷ କରିଛି । ପେଟରେ ଦଶ ମାସ ଦଶ ଦିନ ଧରି ଗ-ର୍ଭ ଯ-ନ୍ତ୍ରଣା ସହି ଝିଅକୁ ବଡ କରିଛି ।

ହଁ ବନ୍ଧୁଗଣ ହଟାତ୍ ଖବର ଆସିଲା ତୁମ ଝିଅକୁ ଶାଶୁ ଘର ଲୋକେ ମା-ରି ଦେଇଛନ୍ତି । ଟିକ ଟିକ୍ କରି କାଟି ଅଖାରେ ଭର୍ତି କରି କେଉଁ ଆଡ଼େ ନେଇ ଯାଉଛନ୍ତି । ଏ ଖବର ଶୁଣି ସାରିବା ପରେ ଗରିବ ବାପା ଟା ଧାଇଁ ଗଲା । ଆଉ ଧାଇଁ ଯାଇ ଦେଖିଲା ବେଳକୁ ସବୁ କିଛି ସରିଯାଇଥିଲା । ଝିଅର ବାପା ଙ୍କୁ ଦେଖି ଶାଶୁ ଘର ଲୋକେ ସମସ୍ତେ ଚ-ମ୍ପଟ ମା-ରିଥିଲେ । ହେଲେ ଝିଅର ଶ-ବକୁ ଧରି ଏକ ମାତ୍ର ବାପା ଜୋରେ କା-ନ୍ଦିବାକୁ ଲାଗିଥିଲେ ।

ପୋ-ଲିସ ଯେତେବେଳେ ଘ-ଟଣା ସ୍ଥଳରେ ପହଞ୍ଚି ଥିଲେ । ସେତେବେଳେ ବୁଢ଼ା ବାପା ଟା ଆଣ୍ଠେଇ ପଡ଼ିଥିଲା ଆଉ ଆଣ୍ଠେଇ ପଡ଼ି କହିଥିଲା ସାର୍ ଏ ମୋ ଘରର ଲକ୍ଷ୍ମୀ । ମୋ ଘରର ଲକ୍ଷ୍ମୀଙ୍କୁ ତା ଶାଶୁ ଘର ଲୋକେ ଅତି ଦୟନୀୟ ଭାବରେ ମା-ରି ଦେଇଛନ୍ତି । ମୁଁ ମୋ ଅଲି ଅଳୀ ଝିଅକୁ ଭାରି ଗେଲ କରେ । ମୋ ମାମା ଥିଲା ଆମ ଘରର ଲକ୍ଷ୍ମୀ । ହେଲେ ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ମୁଁ ମୋ ଝିଅକୁ ବିବାହ ଦେଇଥିଲି । କିନ୍ତୁ ସେ ମୋ ସଂସାରକୁ ଉଚ୍ଛନ୍ନ କରିଦେଇଛି ।

ମୋ ଝିଅର ଶାଶୁ ଘର ଲୋକଙ୍କୁ ଦ-ଣ୍ଡ ଦିଅନ୍ତୁ । ଏପରି ଦ-ଣ୍ଡ ଦିଅନ୍ତୁ ଯେ ଯେମିତି ସାତ ଜନ୍ମରେ ମଧ୍ୟ ସେ ମୋ ଝିଅ ପରି ଝିଅଙ୍କୁ ହ-ତ୍ୟା କରିବା ପୂର୍ବରୁ ଶହେ ଥର ଭାବିବେ । ଏମିତି କହି ନ୍ୟା-ୟ ମାଗିବା ସମୟରେ ବୁଢ଼ା ବାପା ଟି କଇଁ କଇଁ ହୋଇ କା-ନ୍ଦୁଥିଲା । ଛୁଆଙ୍କ ପରି ବାପା ଝିଅକୁ ହରାଇ ହେଉଥିଲା ।

ଆଉ ଯେତେବେଳେ ଝିଅର ସ-ବ ବାପାଙ୍କ ଘରକୁ ଆସିଥିଲା ସେତେବେଳେ ବୁଢ଼ା ବାପାଟି କହୁଥିଲା ମାମା ବୋଉ ଲୋ ଧାଇଁଆ ଦେଖିବୁ ତୋ ଝିଅ ଆସିଛି । ଆଉ ତା ପରେ ବାପା ମାଆଙ୍କ ଚି-ତ୍କାର ରେ ଗାଆଁ ପରିବେଶ ଏକ ଦମ୍ ଫାଟି ପଡୁଥିଲା । ତେବେ ନ୍ୟା-ୟ ପାଇଁ ପୋ-ଲିସ ପ୍ରଶାସନକୁ ଆକୁଳ ନିବେଦନ କରୁଥିବା ବୁଢ଼ା ବାପାର ଝିଅକୁ ପୋ-ଲିସ କେବେ ନ୍ୟା-ୟ ଦେଉଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *