୧୧ ଜଣ ଯବାନଙ୍କ ଜୀବନ ନେଇଥିଲେ ୪ କୁଖ୍ୟାତ ମାଓ-ବାଦୀ । ସେମାନଙ୍କ ମଧ୍ୟରେ ଅଛନ୍ତି ୩ ନାବାଳକ । ୨ ମାସ ପୂର୍ବରୁ ଖଞ୍ଜିଥିଲେ ଲ୍ୟା-ଣ୍ଡମା-ଇନ ।

ଗତ କିଛିଦିନ ତଳେ ଛତିଶଗଡ଼ର ଦନ୍ତେୱାଡ଼ାରେ ଏକ ବଡ଼ ବିସ୍ଫୋ-ରଣ ହୋଇଥିଲା ଯେଉଁଥିରେ ୧୧ ଜଣ ଯବାନଙ୍କ ସମେତ ଜଣେ ଡ୍ରାଇଭରଙ୍କ ପ୍ରା-ଣ ଯାଇଥିଲା । ଆଉ ସେହି ଘଟ-ଣା ପରଠାରୁ ପୋ-ଲିସ ସେହି ଘ-ଟଣା ଉପରେ ତନାଘନା କରି ଆସୁଥିଲା । ବର୍ତ୍ତମାନ ସେହି ଘଟ-ଣାରେ ଜଡ଼ିତ କିଛି ମାଓ-ବାଦୀଙ୍କୁ ଗି-ରଫ କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ନାବାଳକ ଥିବା ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଏହାବ୍ୟତୀତ ପୋ-ଲିସ ନିଜର ସର୍ଚ୍ଚ ଅପରେସନ ଜାରି ରଖିଛି ।

କହିରଖିବୁ ଯେ ଦନ୍ତେୱାଡ଼ାରେ ଗତ କିଛି ଦିନ ତଳେ ବିସ୍ଫୋ-ରଣ ହୋଇଥିଲା । ଯେଉଁଥିରେ ୧୧ ଜଣ ଯବାନଙ୍କ ଜୀବନ ଚାଲି ଯାଇଥିଲା । ତେବେ ସୂଚନା ଅନୁଯାୟୀ ସେହି ବିସ୍ଫୋ-ରଣ କୁ-ଖ୍ୟାତ ମାଓ-ବାଦୀ ମାନେ ହିଁ ଘଟାଇ ଥିଲେ । ୨ ମାସ ତଳେ ପ୍ଲାନ କରି ମାଟି ତଳେ ଲ୍ୟା-ଣ୍ଡମାଇ-ନ ଖଞ୍ଜି ରଖିଥିଲେ ଏହି ମାଓବାଦୀ । ଯେଉଁ ମାନଙ୍କୁ ଏବେ ପୋ-ଲିସ ଗି-ରଫ କରିଛି । ସର୍ଚ୍ଚ ଅପରେସନ ସମୟରେ ଧରା ପଡ଼ିଛନ୍ତି ୭ ଜଣ ମାଓବାଦୀ ।

ସମସ୍ତ ମାଓବାଦୀ ଦର୍ଭା ମାଓ ଡିଭିଜନର ମାଲେଙ୍ଗାରି ଏରିଆ କମିଟିର ଫିଲିସିଆ ସଦସ୍ୟ ହୋଇଥିବା ବେଳେ ଗି-ରଫ ହୋଇଥିବା ମାଓବାଦୀଙ୍କ ମଧ୍ୟରେ ତିନି ଜଣ ନାବାଳକ ରହିଥିବା ଜଣା ପଡ଼ିଛି । ତିନି ଜଣ ନାବାଳକଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ବେଳେ ଚାରି ଜଣ ମାଓବାଦୀଙ୍କୁ କୋର୍ଟରେ ହାଜର କରାଯାଇଛି ।

ତେବେ ସେମାନଙ୍କୁ ପୋ-ଲିସ ପଚ-ରା ଉ-ଚୁରା କରିବା ପରେ ସେମାନେ ବିସ୍ଫୋ-ରଣ ପଛର ଷ-ଡଯ-ନ୍ତ୍ର ବିଷୟରେ ବଖାଣିଛନ୍ତି । ଯାହାକି ଅତ୍ୟନ୍ତ ଭ-ୟଙ୍କର ଥିଲା । କେମିତି ବିସ୍ଫୋ-ରଣ କରିଥିଲେ ଏବଂ ଏସବୁ ନିମନ୍ତେ କିଭଳି ପ୍ଲାନ କରିଥିଲେ ସେସବୁ ବିଷୟରେ କହିଛନ୍ତି ମାଓବାଦୀ ମାନେ । ଖାଲି ସେତିକି ନୁହେଁ ଏହି ବିସ୍ଫୋ-ରଣ ଘଟାଇବାରେ କେଉଁ କେଉଁ ମାନେ ସାମିଲ ଅଛନ୍ତି ସେହି ବିଷୟରେ ମଧ୍ୟ ସେମାନେ ପୋ-ଲିସ ସାମ୍ନାରେ କହିଛନ୍ତି ।

ଏହି ବିସ୍ଫୋ-ରଣରେ ସାମିଲ ଥିବା ପ୍ରତ୍ୟେକ ମାଓବାଦୀଙ୍କ ନାଁ ଲେଖିଛି ପୋ-ଲିସ ଏବଂ ବର୍ତ୍ତମାନ ସ-ନ୍ଧାନ ଜାରି ରହିଛି । ଆହୁରି ଅନ୍ୟ ମାଓବାଦୀ ମାନଙ୍କୁ ଧରିବା ପାଇଁ ସୁର-କ୍ଷା କର୍ମୀ ମାନେ ସର୍ଚ୍ଚ ଅପରେସନକୁ ଜୋରଦାର ଚଳାଇଛନ୍ତି । ଯାହାକି ଦନ୍ତେୱାଡ଼ା ପୋ-ଲିସ ଠାରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *