ଭାଇରାଲ ଭିଡ଼ିଓ:- ବିମାନ ଭିତରେ ବିରାଟକାୟ କୋବ୍ରା, ମଝି ଆକାଶରେ ଖସିପଡ଼ିଲା ଯାତ୍ରୀଙ୍କ ଉପରେ। ଆଉ ତାପରେ……

ସୋସିଆଲ ମିଡ଼ିଆରେ ସର୍ବଦା କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ହସକୁ ରୋକି ହୁଏ ନାହିଁ। ସେହିଭଳି ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ତେବେ ବର୍ତ୍ତମାନ ସମୟରେ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି।

ବିଶାଳ ପୃଥିବୀରେ ଆଧୁନିକ ସରଞ୍ଜାମ ଓ ଯାତ୍ରା କରିବା ପାଇଁ ଗମନାଗମନ ପଥ ସୁବିଧା ଓ ସରସ ହେବା ଦ୍ୱାରା ବର୍ତ୍ତମାନ ପୃଥିବୀ ଛୋଟ ଜଣା ପଡୁଛି। ତେବେ ଆପଣ ପୃଥିବୀର ଯେ କୌଣସି ସ୍ଥାନକୁ ଅତି ସହଜରେ ଯାତ୍ରା କରିପାରିବେ। ବର୍ତ୍ତମାନ ସମୟରେ ବିମାନରେ ଯାତ୍ରା କରିବା ପାଇଁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। କାରଣ ଆପଣ ବହୁତ କମ୍ ସମୟରେ ଅଧିକ ବାଟ ଅତିକ୍ରମ କରିପାରିବେ। କିନ୍ତୁ ସବୁବେଳେ ଗୋଟିଏ ପ୍ରଶ୍ନ ଉଠିଥାଏ ଯେ ବିମାନରେ ଯାତ୍ରା କରିବା କେତେଦୂର ନିରା-ପଦ।

ଆପଣମାନେ ଜାଣିଛନ୍ତି ଯେ ଜଙ୍ଗଲୀ ପଶୁ ଓ ସରୀସୃପ ଆଦି ଜଙ୍ଗଲରେ ରୁହନ୍ତି। ବର୍ତ୍ତମାନ ଜଙ୍ଗଲ କଟା ହୋଇଯିବାରୁ ଏମାନେ ଜନବସତି ଆଡକୁ ମାଡି ଆସୁଥିବାର ଖବର ଅନେକ ଆପଣ ଜାଣିଥିବେ। ତେବେ କଣ ଆପଣ କୌଣସି ସରୀସୃପ କୁ ଯାତ୍ରୀବାହୀ ବିମାନରେ ଯାତ୍ରା କରୁଥିବାର ଦେଖିଛନ୍ତି। ଧରି ନିଅନ୍ତୁ ଯେ ଆପଣ ବିମାନରେ ମଝି ଆକାଶରେ ଯାତ୍ରା କରୁଛନ୍ତି ହଠାତ ଆପଣଙ୍କ ଉପରେ ସାପ ଖସି ପଡ଼ିଲା ତେବେ ଆପଣଙ୍କ ଅବସ୍ଥା କଣ ହେବ।

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ବିମାନର ଭିଡ଼ିଓ ଭାଇରାଲ ହେଉଛି। ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଏକ ଯାତ୍ରୀବାହୀ ବିମାନରେ ବି-ଷଧ-ର ସାପ ଭ୍ରମଣ କରୁଛି। ତେବେ ଏହି ଘ-ଟଣା ମଝି ଆକାଶରେ ଘ-ଟିଥିଲା। ତେବେ ଏହି ଦୃ-ଶ୍ୟ ଦେଖି ଯାତ୍ରୀଙ୍କ ମନରେ ଛନକା ପଶି ଯାଇଥିଲା।

ତେବେ ସୂଚନାଯୋଗ୍ୟ ଯେ ଏୟାର ଏସିଆର ଫ୍ଲାଇଟ ନମ୍ବର ଏକେ ୫୭୪୮ ଯେତେବେଳେ ନିଜ ଯାତ୍ରା ପାଇଁ ପ୍ରସ୍ତୁତ ଥିଲା ସେତେବେଳେ ଲୋକମାନେ ଦେଖିଲେ କି ବିମାନର ଲାଇଟ ଭିତରେ ଏକ ବି-ଷଧ-ର କୋବ୍ରା ସାପ ଦେଖିଥିଲେ। କେବଳ ସେତିକି ନୁହେଁ ସାପ ତଳକୁ ଖସି ପଡ଼ିଥିଲା। ସୌଭାଗ୍ୟବସତ ଏହି ଦୁର୍ଘ-ଟଣାରେ କାହାର କୌଣସି କ୍ଷ-ତି ହୋଇନଥିଲା।

କିଛି ଲୋକଙ୍କ କହିବାନୁଯାୟୀ ଏହି ସାପ ଟି ଜଣେ ଯାତ୍ରୀଙ୍କ ପାଳିତ ସାପ ଅଟେ। ବ୍ୟାଗ ଭିତରେ ଭର୍ତି କରି ଅନ୍ୟତ୍ର ନେଇ ଯାଉଥିବା ବେଳେ କୌଣସି ପ୍ରକାରରେ ସାପଟି ବ୍ୟାଗରୁ ବାହାରି ଯାଇଥିଲା। ତେବେ ଅନ୍ୟପଟେ ବିମାନ ଭିତରେ ସାପ ଅଛି ଜାଣିବା ପରେ ପାଇଲଟ ଏମରଜେନ୍ସି ଲ୍ୟାଣ୍ଡିଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *