ପୋଲି-ସର ଜା-ଲରେ ଫସିଲେ untalented Guy , ପୂର୍ବରୁ ବି ଥିଲା ହ-ତ୍ୟା ଅଭି-ଯୋଗ ।

ବାଲେଶ୍ୱର ରେମୁଣା ଗୋଲେଇରେ ବହୁ ଚର୍ଚ୍ଚିତ ଗୁ-ଳିକା-ଣ୍ଡ ମାମ-ଲାରେ ଅନଟ୍ୟାଲେଣ୍ଟେଡ଼ ଗାୟ ସମେତ ମୋର ଛଅ ଜଣଙ୍କୁ ପୋ-ଲିସ ଗି-ରଫ କରିଛି । ଅଭି-ଯୁକ୍ତଙ୍କ ଠାରୁ ଗୋଟିଏ ପି-ସ୍ତଲ , ଗୋଟିଏ ଖୋ-କା , ଗୋଟିଏ ପଲସର , ଗୋଟିଏ ହିରୋ ଡୁଏଟ ଏବଂ ସାତୋଟି ମୋବାଇଲ ଫୋନ ଜ-ବତ କରିଛି ପୋ-ଲିସ । ତେବେ କହି ରଖିବୁ ଯେ ଗତ ମଇ ୨୪ ତାରିଖ ଦିନ ସନ୍ଧ୍ୟା ସମୟରେ ରେମୁଣା ଗୋଲେଇ ନିକଟରେ ଏକ ଗୁ-ଳିକା-ଣ୍ଡ ହୋଇଥିଲା । ଇଣ୍ଡଷ୍ଟ୍ରିଆଲ ଏରିଆ ପିଏସ କେ-ସ ନମ୍ବର ୯୯ , ଅଣ୍ଡର କେ-ସ ନମ୍ବର ୨୯୪ , ୩୨୪ , ୩୨୫ , ୩୨୬ , ୩୦୯ , ୩୭୯ , ୫୦୬ , ୩୪ ଆଇପିସି ରେଡ଼ୱେ ୨୫ , ୨୬ ଆର୍ମ ସେକ୍ଟର କେ-ସ ରେଜିଷ୍ଟର ହୋଇଛି ।

ଏଥିରେ ଦୁଇଜଣ ଭିକ୍ଟିମ ଯେଉଁମାନେ ଏହି ଗୁ-ଳିକା-ଣ୍ଡ କାରଣରୁ ଗୁରୁ-ତର ଆ-ହତ ହୋଇଥିଲେ । ଯାହାଙ୍କୁ ଏସିବି କଟକକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏହାକୁ ନେଇ ଏସିପି ସାଗରିକା ଗଣମାଧ୍ୟମରେ କହିଛନ୍ତି ଯେ ଅଭି-ଯୁକ୍ତ ଉଦିତର ଅନଟ୍ୟାଲେଣ୍ଟେଡ଼ ଗାୟ ନାମକ ଏକ ୟୁଟ୍ୟୁବ ହ୍ୟାଣ୍ଡେଲ ଥିଲା ଯେଉଁଥିରେ ସବୁ ସମୟରେ ସେ ଏବ୍ୟୁଜିଙ୍ଗ ପୋଷ୍ଟ କରୁଥିଲେ । ଏହାକୁ ନେଇ ଅନେକ ସମସ୍ୟରେ ବି-ବାଦ ମଧ୍ୟ ଦେଖା ଦେଉଥିଲା । ଆଉ ବର୍ତ୍ତମାନ ଏହି ମାମ-ଲା ପରେ ସବୁଠି ଚର୍ଚ୍ଚା ହେଉଛି । ପୋଲି-ସର କହିବା ଅନୁଯାୟୀ ତାଙ୍କ ପୋଷ୍ଟରେ କ-ମେଣ୍ଟ ସେକ୍ସନକୁ ନେଇ ଏହି ବି-ବାଦ ଆରମ୍ଭ ହୋଇଥିଲା । ଯାହାର ସମାଧାନ କରିବା ପାଇଁ ସେମାନେ ରେମୁଣା ଗୋଲେଇ ପାଖରେ ଏକାଠି ହୋଇଥିଲେ ।

ଏକାଠି ହୋଇ ମାମ-ଲାର ସମାଧାନ କରିବା ସମୟରେ କଥା ବଢ଼ିବାରୁ ଗୋଟିଏ ପାର୍ଟି ଆଉ ଏକ ପାର୍ଟି ଉପରେ ଆକ୍ର-ମଣ କରିଥିଲା ଏବଂ ଏହି ସମୟରେ ଗୋଟିଏ ରାଉଣ୍ଡ ଗୁ-ଳି ମଧ୍ୟ ଚଳାଇଥିଲେ । ମୁଖ୍ୟ ଅଭି-ଯୁକ୍ତ ଅର୍ଥାତ ଅନଟ୍ୟାଲେଣ୍ଟଡ଼ ଗାୟ ପାଖରୁ ଏକ ପି-ସ୍ତଲ ଜ-ବତ ହୋଇଛି , ଘ-ଟଣା ସ୍ଥଳରୁ ଚଳା ଯାଇଥିବା ଗୁ-ଳି ମଧ୍ୟ ଜ-ବତ ହୋଇଛି । ସେଠାରୁ ଫେ-ରାର ହେବା ପାଇଁ ବ୍ୟବହାର କରିଥିବା ଦୁଇଟି ଗାଡ଼ି ମଧ୍ୟ ଜ-ବତ କରାଯାଇଛି । ତେବେ ପୋଲି-ସର କହିବା ଅନୁଯାୟୀ ତଦନ୍ତ ବର୍ତ୍ତମାନ ମଧ୍ୟ ଜାରି ରହିଛି ଏବଂ ଏହି ମାମ-ଲା ସହିତ ଜଡ଼ିତ ଅନ୍ୟ ଅପ-ରାଧୀଙ୍କୁ ଗି-ରଫ କରାଯିବ ବୋଲି ମଧ୍ୟ କହିଛନ୍ତି ।

ଏହାବ୍ୟତୀତ ଏହି ଖବର ମଧ୍ୟ ଆସିଛି ଯେ ଅଭି-ଯୁକ୍ତଙ୍କ ନାମରେ ଏକ ହ-ତ୍ୟା ମାମ-ଲା ମଧ୍ୟ ଫା-ଇଲ ହୋଇଥିଲା । ତେବେ ବର୍ତ୍ତମାନ ସମୟରେ ମିଳିଥିବା ପ୍ରମାଣ ଅନୁଯାୟୀ କେବଳ କମେଣ୍ଟକୁ ନେଇ ଏଭଳି ହୋଇଥିବା କୁହାଯାଉଛି । ଏଥିପାଇଁ ଆଉ ଏକ ଟିମ ବନାଯାଇଥିବା ମଧ୍ୟ ପୋଲିସ କହିଛି । ଏହାଦ୍ବାରା ଅଭି-ଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ , ୟୁଟ୍ୟୁବ ଚ୍ୟାନେଲ ଏବଂ ଇନଷ୍ଟାଗ୍ରାମର ଏବ୍ୟୁଜିଙ୍ଗ କଣ୍ଟେଣ୍ଟକୁ ସିଜ କରିବାକୁ ସୋସିଆଲ ମିଡ଼ିଆକୁ ଆବେଦନ କରିଛନ୍ତି । ଜିଲ୍ଲା ବାହାରେ ଏବଂ ଜିଲ୍ଲା ଭିତରେ ଗୋଟିଏ ଟିମ ତଦନ୍ତ କରିଥିବା ବେଳେ ପାଞ୍ଚ ଜଣ ଅଭି-ଯୁକ୍ତଙ୍କୁ ପୋ-ଲିସ ଭୁବନେଶ୍ବରରୁ ଗି-ରଫ କରିଛି । ଏହାବ୍ୟତୀତ ଜଣେ ଅଭି-ଯୁକ୍ତକୁ ବାଲେଶ୍ଵରରୁ ଗି-ରଫ କରିଛି । ତେବେ ସୋସିଆଲ ମିଡ଼ିଆ କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ଏଭଳି ହୋଇଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *